(ପ୍ରତିଫଳନ ମିଡିଆ) ମଲା ପରେ ବି ଜୀବିତ । ଦୁନିଆକୁ ଦେଖୁଛନ୍ତି ଓ ଅନୁଭବ କରୁଛନ୍ତି । ଏସବୁ ପ୍ରତ୍ୟକ୍ଷ ନହୋଇ ପାରେ କିନ୍ତୁ ପରୋକ୍ଷରେ ସେ ମରି ବି ବଞ୍ଚିଛନ୍ତି । ମୃତ୍ୟୁ…
View More ମଲା ପରେ ବି ଜୀବିତ କୋରାପୁଟର ଦେବଦତ୍ତMonth: November 2024
୨୭୫ କେଜି ଗଞ୍ଜେଇ ଜବତ● ଜଣେ ମାଫିଆ ଗିରଫ
ନନ୍ଦପୁର ପୋଲିସରସଫଳତା।୨ କୁଇଣ୍ଟାଲ୍ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକ କୁ ଗିରଫ କରିଛି ନନ୍ଦପୁର ପୋଲିସ।କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସ୍ଡିପିଓ ଙ୍କ ନେତୃତ୍ଵ…
View More ୨୭୫ କେଜି ଗଞ୍ଜେଇ ଜବତ● ଜଣେ ମାଫିଆ ଗିରଫଅମଳିନ ଆଦର୍ଶ:ହରିଶ ଚନ୍ଦ୍ର ବକ୍ସିପାତ୍ର
କୀର୍ତ୍ତି ଚନ୍ଦ୍ର ସାହୁ କଂଗ୍ରେସର ଅଭେଦ୍ୟ ଦୁର୍ଗ । ସେଠି ବିରୋଧୀ ଦଳ ମୁଣ୍ଡ ଟେକିବା ଭାରି କଷ୍ଟକର । ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ, ଗରୀବ ଗୁରୁବା , ଚାଷୀ, ମୂଲିଆ,…
View More ଅମଳିନ ଆଦର୍ଶ:ହରିଶ ଚନ୍ଦ୍ର ବକ୍ସିପାତ୍ରକୋଲନରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ
(ପ୍ରତିଫଳନ ମିଡିଆ) କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ କୋଲନରା ସିଏଚ ସିର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷମକଟକ ବିଧାୟକ ନୀଳମାଧବ ହିକକା ଅଧ୍ୟକ୍ଷତା କରିଥିବା ବେଳେ…
View More କୋଲନରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକଘର ଭାଙ୍ଗିଲା ହାତୀ●ବୃଦ୍ଧା ଆହତ
(ପ୍ରତିଫଳନ ମିଡିଆ) ମଣିଷ ଓ ହାତୀ ଭିତରେ ଲଢେଇ ଚାଲିଛି । ଗୁଣୁପୁର ଅଞ୍ଚଳରେ ଏଇ ସଂଘର୍ଷ ଏବେ ବି ଅବ୍ୟାହତ ରହିଛି । ଏବେ ପୁଣି ହାତୀ ଭାଙ୍ଗିଲା ଘର | ଏଥିରେ…
View More ଘର ଭାଙ୍ଗିଲା ହାତୀ●ବୃଦ୍ଧା ଆହତରାଜ୍ୟସ୍ତରୀୟ ରାୟଗଡ ସାହିତ୍ୟ ମହୋତ୍ସବ,ଡିସେମ୍ବର ୧୫ରେ
(ପ୍ରତିଫଳନ ମିଡିଆ)ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ ରାୟଗଡ ସାହିତ୍ୟ ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
View More ରାଜ୍ୟସ୍ତରୀୟ ରାୟଗଡ ସାହିତ୍ୟ ମହୋତ୍ସବ,ଡିସେମ୍ବର ୧୫ରେଯୋଉଁ ସ୍ୱର ହୃଦୟରେ ଆଲୋଡନ ସୃଷ୍ଟି କରୁନି ତାକୁ ସଙ୍ଗୀତ ପର୍ଯ୍ୟାୟରେ ଗଣିବା କେମିତି?
●ସୁନୀଲ କୁମାର ପରିଡା , ବିଶିଷ୍ଟ ଗାୟକ କୋରାପୁଟିଆ ଭାବେ ପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ମୁଁ ଗର୍ବିତ ଓ ଆନନ୍ଦ ଅନୁଭବ କରୁଛି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ପ୍ରକାଶିତ…
View More ଯୋଉଁ ସ୍ୱର ହୃଦୟରେ ଆଲୋଡନ ସୃଷ୍ଟି କରୁନି ତାକୁ ସଙ୍ଗୀତ ପର୍ଯ୍ୟାୟରେ ଗଣିବା କେମିତି?ଓଡିଶା ମାଟିରେ ଆନ୍ଧ୍ରର ଫଳକ◆କୋରାପୁଟ ପରେ ରାୟଗଡାରେ ଆନ୍ଧ୍ରର ଚଞ୍ଚକତା●ପ୍ରଶାସନ ନିକଟରେ ଖବର ନାହିଁ●
(ପ୍ରତିଫଳନ ମିଡିଆ) ପ୍ରଥମେ ପାଣି ପରେ ଜାଗା | ଏମିତି ଗୋଟିଏ ପରେ ଗୋଟିଏ ଆନ୍ଧ୍ର ତାର ମନମାନୀ ଚଳାଇଛି | କୋଟିଆ ବିବାଦ ଏଯାଏଁ ଥମି ନାହିଁ | ଏପଟେ ପୁଣି ଆଉ…
View More ଓଡିଶା ମାଟିରେ ଆନ୍ଧ୍ରର ଫଳକ◆କୋରାପୁଟ ପରେ ରାୟଗଡାରେ ଆନ୍ଧ୍ରର ଚଞ୍ଚକତା●ପ୍ରଶାସନ ନିକଟରେ ଖବର ନାହିଁ●ଶ୍ରୀଅନ୍ନ ଅଭିଯାନରେ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲା ସମ୍ମାନିତ
(ପ୍ରତିଫଳନ ମିଡିଆ) ମିଲେଟସ୍ କଭରେଜ୍, ମିଲେଟ୍ ଉତ୍ପାଦନ ଏବଂ ରାଗି କ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରୀଅନ୍ନ ଅଭିଆନ ଅଧୀନରେ କୋରାପୁଟ ଜିଲ୍ଲାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି |…
View More ଶ୍ରୀଅନ୍ନ ଅଭିଯାନରେ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲା ସମ୍ମାନିତଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ●କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା, ଅବକାରୀ ବଭାଗ ଓ ପୋଲିସ, ପ୍ରଶାସନ●ଡିଜିଙ୍କ ଗସ୍ତ ପରେ ପୋଲିସ ହେଲା କ୍ରିୟାଶୀଳ
(ପ୍ରତିଫଳନ ମିଡିଆ) ପୋଲିସ ମହାନିର୍ଦ୍ଦେଶକଙ୍କ ଗସ୍ତର ପ୍ରଭାବ । ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍ ଅଭିଯାନ। ଲମତାପୁଟରୁ ଆରମ୍ଭ ହେଲା ଅପେରସନ ଗ୍ରୀନ କ୍ଳୀନ | ମାଛକୁଣ୍ଡ…
View More ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ●କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା, ଅବକାରୀ ବଭାଗ ଓ ପୋଲିସ, ପ୍ରଶାସନ●ଡିଜିଙ୍କ ଗସ୍ତ ପରେ ପୋଲିସ ହେଲା କ୍ରିୟାଶୀଳ