( ପ୍ରତିଫଳନ ମିଡ଼ିଆ) ନୂତନ ରାୟଗଡ଼ା ରେଳ ଡିଭିଜନର ଭିତ୍ତି ଭୂମି ସ୍ଥାପନର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଶେଷ ହୋଇଛି । ୨୪ଘଣ୍ଟା ମଧ୍ୟରେ ଆଜି ନୂଆ ଡିଭିଜନର ଡିଆରଏମଙ୍କୁ ନିଯୁକ୍ତି କରିଛି ରେଳ…
View More ରାୟଗଡା ରେଳ ଡିଭିଜନର ନୂଆ ଡିଆରଏମ ହେଲେ ଅମିତାଭ ସିଙ୍ଗାଲ◆ କେନ୍ଦ୍ର ସରକାର ଓ ରେଳ ବିଭାଗର ତ୍ୱରିତ ପଦକ୍ଷେପ ।Month: January 2025
ବିଜେପି ସରକାର ଚାହିଁଲେ କୋଟିଆ ଓଡ଼ିଶାର ହୋଇପାରିବ : ଆମ କୋଟିଆ ସଙ୍ଗଠନ
(ପ୍ରତିଫଳନ ମିଡିଆ) ରାଜ୍ୟରେ ବିଜେପି ସରକାର । ଓଡ଼ିଆ ଅସ୍ମିତା ର ସରକାର । ରାଜ୍ୟ ସରକାର ଚାହିଁଲେ କୋଟିଆ ସୀମା ବିବାଦ ସମାଧାନ ହୋଇପାରିବ। ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ ସଠିକ ତଥ୍ୟ ପ୍ରମାଣ…
View More ବିଜେପି ସରକାର ଚାହିଁଲେ କୋଟିଆ ଓଡ଼ିଶାର ହୋଇପାରିବ : ଆମ କୋଟିଆ ସଙ୍ଗଠନମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରାୟଗଡା ଜିଲ୍ଲାକୁ ମିଳିପାରେ ଭେଟି◆ ଜିଲ୍ଲାବାସୀଙ୍କ ଅପେକ୍ଷା
(ପ୍ରତିଫଳନ ମିଡ଼ିଆ) ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମ ଦିନ ଆଜି । ଆଜି ଭଳି ଦିନରେ ରାୟଗଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବା ପରେ ପ୍ରଥମଥର ରାୟଗଡ଼ା ଜିଲ୍ଲାକୁ…
View More ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରାୟଗଡା ଜିଲ୍ଲାକୁ ମିଳିପାରେ ଭେଟି◆ ଜିଲ୍ଲାବାସୀଙ୍କ ଅପେକ୍ଷାରାୟଗଡ ରେଳ ଡିଭିଜନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.ଲାଭବାନ ହେବ ଦକ୍ଷିଣ -ପଶ୍ଚିମ ଓଡ଼ିଶା.
(ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଏବେ ଚଳଚଞ୍ଚଳ । ବହୁ ପ୍ରତୀକ୍ଷିତ ରାୟଗଡ ରେଳ ଡିଭିଜନ ଶେଷରେ କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଏବେ ତାକୁ କାର୍ଯ୍ୟକାରୀ କରୁଛନ୍ତି। ରାୟଗଡ଼ାରେ…
View More ରାୟଗଡ ରେଳ ଡିଭିଜନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.ଲାଭବାନ ହେବ ଦକ୍ଷିଣ -ପଶ୍ଚିମ ଓଡ଼ିଶା.କୋରାପୁଟ ପୋଲିସ ହାତରେ ଦୁଇ ଡିଜିଟାଲ ଠକ ◆ଅଭିନବ ଉପାୟରେ କରୁଥିଲେ ଠକେଇ◆
(ପ୍ରତିଫଳନ ମିଡ଼ିଆ) ବୟସ୍କ ଦୋକାନୀମାନଙ୍କୁ ଠକୁଥିବା ଅଭିଯୋଗରେ ଦୁଇ ଜଣ ଠକକୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟାଏ ମୋଟର ସାଇକେଲ ସହ 3875 ଟଙ୍କା ଜବତ…
View More କୋରାପୁଟ ପୋଲିସ ହାତରେ ଦୁଇ ଡିଜିଟାଲ ଠକ ◆ଅଭିନବ ଉପାୟରେ କରୁଥିଲେ ଠକେଇ◆ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ●ଟଙ୍କା ପାଇଁ ହତ୍ୟା ଅଭିଯୋଗ. ସେମିଳିଗୁଡା ଥାନାରେ ଏତଲା● ସ୍ଵାମୀ ଅଟକ.
(ପ୍ରତିଫଳନ ମିଡ଼ିଆ) ଗର୍ଭବତୀ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁ । ବେକରେ କଳା ଦାଗ ରହିଥିବାରୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସମ୍ପର୍କୀୟ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ…
View More ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ●ଟଙ୍କା ପାଇଁ ହତ୍ୟା ଅଭିଯୋଗ. ସେମିଳିଗୁଡା ଥାନାରେ ଏତଲା● ସ୍ଵାମୀ ଅଟକ.ସାମ୍ବାଦିକମାନେ ଜିଲ୍ଲାର ବିକାଶର ସାଥୀ ହେବା ଆବଶ୍ୟକ: ରାୟଗଡା ଜିଲ୍ଲା ସାମ୍ବାଦିକ ସଂଘ●ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସବୁ ସାମ୍ବାଦିକ ଏକତ୍ରୀତ
ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା ହେଲେ ପ୍ରତିଷ୍ଠାତା ସଦସ୍ୟ କିର୍ତିଚନ୍ଦ୍ର ସାହୁ ଓ ବିଜୟ ମିଶ୍ର ।ବାଦଲ ତା ହେଲେ…
View More ସାମ୍ବାଦିକମାନେ ଜିଲ୍ଲାର ବିକାଶର ସାଥୀ ହେବା ଆବଶ୍ୟକ: ରାୟଗଡା ଜିଲ୍ଲା ସାମ୍ବାଦିକ ସଂଘ●ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସବୁ ସାମ୍ବାଦିକ ଏକତ୍ରୀତଦେଓମାଳିକୁ ସ୍ବଚ୍ଛତା ପାଇଁ ଅଭିନବ ସଫେଇ ଅଭିଯାନ◆ପର୍ଯ୍ୟଟକ ନିଜ ଆବର୍ଜନାକୁ ନିଜେ କରିବେ ସଫେଇ
(ପ୍ରତିଫଳନ ମିଡ଼ିଆ) ଲୋଭନୀୟ ପ୍ରାକୃତିକ ପରିବେଶରେ ଭରପୂର ଦେଓମାଳିର ଅପରୂପ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଦିନକୁ ଦିନ ବଢିବାରେ ଲାଗିଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପଟ୍ଟାଙ୍ଗୀ…
View More ଦେଓମାଳିକୁ ସ୍ବଚ୍ଛତା ପାଇଁ ଅଭିନବ ସଫେଇ ଅଭିଯାନ◆ପର୍ଯ୍ୟଟକ ନିଜ ଆବର୍ଜନାକୁ ନିଜେ କରିବେ ସଫେଇମକର ସଂକ୍ରାନ୍ତି ପାଇଁ ଘର ଦାଣ୍ଡରେ ବାସୁଆ ବଳଦ◆ ହଜିଯାଉଛି ପୁରାତନ ସଂସ୍କୃତି
(ପ୍ରତିଫଳନ ମିଡ଼ିଆ) ଏବେ ମକର ସଂକ୍ରାନ୍ତି ପାଇଁ ସମସ୍ତେ ସଜବାଜ । ଦକ୍ଷିଣ ଭାରତରେ ଏହା ବଡ଼ ପର୍ଵ । ଉତ୍ତର ପୂର୍ବାଞ୍ଚଳର ଅନେକ ରାଜ୍ୟର ମଧ୍ୟ ଏହା ମୁଖ୍ୟ ପର୍ବ । କୃଷି…
View More ମକର ସଂକ୍ରାନ୍ତି ପାଇଁ ଘର ଦାଣ୍ଡରେ ବାସୁଆ ବଳଦ◆ ହଜିଯାଉଛି ପୁରାତନ ସଂସ୍କୃତିନୂଆ ବର୍ଷ ଲାଗି ଅନ୍ତରଝୋଲି ସଦଗୁରୁ ଅର୍ଜ୍ଜୁନଙ୍କ ଦିବ୍ୟଦର୍ଶନ ଆଶ୍ରମରେ ସତସଙ୍ଗ
(ପ୍ରତିଫଳନ ମିଡ଼ିଆ) ନୂତନ ବର୍ଷର ପ୍ରତିଟି ସମୟ ସମସ୍ତଙ୍କ ମଙ୍ଗଳ କାମନା ମାନସିଛନ୍ତି ଦିବ୍ୟ ଦର୍ଶନ ସଦଗୁରୁ ପ୍ରେମୀ । ରାୟଗଡ଼ା ଜିଲ୍ଲା ଗୁମୁଡା ସ୍ଥିତ ଅନ୍ତୋର୍ଝୋଲିସ୍ତିତ ସଦଗୁରୁ ଅର୍ଜୁନଙ୍କ ଆଶ୍ରମ ଦିବ୍ୟ ଦର୍ଶନ…
View More ନୂଆ ବର୍ଷ ଲାଗି ଅନ୍ତରଝୋଲି ସଦଗୁରୁ ଅର୍ଜ୍ଜୁନଙ୍କ ଦିବ୍ୟଦର୍ଶନ ଆଶ୍ରମରେ ସତସଙ୍ଗ