କୋରାପୁଟରେ ମନ୍ତ୍ରୀ କଲେ ସମୀକ୍ଷା, ଜିଲ୍ଲାପାଳଙ୍କୁ କଲେ ପ୍ରଶଂସା ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
View More ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ – ଖାଦ୍ୟ ଓ ଯୋଗାଣ ମନ୍ତ୍ରୀMonth: March 2025
ବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପ
ଜିଲ୍ଲାରେ ହୋଇଛି ୭୦ଟି ଅଗ୍ନି ନିରୋଧକ ମଞ୍ଚା ପ୍ରତିଫଳନ ମିଡ଼ିଆ ମାଳଭୂମିରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ତା ସହ ପାହାଡ ଜଙ୍ଗଲ ଗୁଡିକରେ ବହୁ ସ୍ଥାନରେ ନିଆଁ ଲାଗି ହୁତୁ ହୁତୁ ହୋଇ…
View More ବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତା
ପ୍ରତିଫଳନ ମିଡ଼ିଆ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ମାଳଭୂମି ଅଞ୍ଚଳର ଲୋକଙ୍କୁ ମିଳିବଉନ୍ନତ ଚିକିତ୍ସା ସେବା । ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଦାମନଯୋଡ଼ି ସ୍ଥିତ ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ…
View More ରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତାକୋରାପୁଟ ପ୍ରଶାସନ, ପୋଲିସ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଲା ଏସଏସଏମବି: ୨୯ ୟୁନିଟ◆ ଅଭିନେତା ପ୍ରଣୀତ ରେଡ୍ଡି ବ୍ୟକ୍ତିଗତ ମିଶି ଜଣାଇଲେ କୃତଜ୍ଞତା
ପ୍ରତିଫଳନ ମିଡ଼ିଆ କୋରାପୁଟରୁ ଫେରିଯାଇଛନ୍ତି ଏସଏସଏମବି:୨୯ ଟିମ । କୋରାପୁଟ ତଳମାଳିରେ ୧୫ ଦିନ ଯାଏଁ ଚାଲିଥିଲା ବିଗ ବଜେଟର ଫିଲ୍ମ । କ୍ୟାମେରା ରେ ଦୃଶ୍ୟ ସବୁକୁ ରେକଡ଼ିଂ କରିବା ମଧ୍ୟରେ କୋରାପୁଟର…
View More କୋରାପୁଟ ପ୍ରଶାସନ, ପୋଲିସ, ଜଙ୍ଗଲ ବିଭାଗ ଓ ଗଣମାଧ୍ୟମ କୁ କୃତଜ୍ଞତା ଜଣାଇଲା ଏସଏସଏମବି: ୨୯ ୟୁନିଟ◆ ଅଭିନେତା ପ୍ରଣୀତ ରେଡ୍ଡି ବ୍ୟକ୍ତିଗତ ମିଶି ଜଣାଇଲେ କୃତଜ୍ଞତାଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟ
ପ୍ରତିଫଳନ ମିଡ଼ିଆ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଭଲ ନିଷ୍ପତି । ଅପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଖରାର ପ୍ରକୋପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସଓପି ଜାରି କରିବାକୁ ସମୀକ୍ଷା…
View More ଅପ୍ରିଲ ୨ରୁ ସକାଳୁଆ ବିଦ୍ୟାଳୟକୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତି
ପ୍ରତିଫଳନ ମିଡ଼ିଆ କୋରାପୁଟ ରେ ଝିପି ଝିପି ଅସରାଏ ବର୍ଷା ହୋଇଛି ।ଫଳରେ ଉତ୍ତପ୍ତ ପରିବେଶରେ ସାମାନ୍ୟ ଶୀତଳତା ଛୁଇଁ ଯାଇଛି । ଗତ କିଛି ଦିନ ଧରି ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ…
View More କୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତିକୋରାପୁଟ ମାଟି ଓ ମଣିଷଙ୍କୁ ଭୁଲି ପାରୁ ନାହାଁନ୍ତି ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ଦ୍ଦେଶକ ଏସ ରାଜମୌଳି◆ ଉଷ୍ମ ଆତିଥେୟତା ପାଇଁ ଚିଠି ଲେଖି କୋରାପୁଟକୁ ଜଣାଇଲେ ଧନ୍ୟବାଦ
ପ୍ରତିଫଳନ ମିଡ଼ିଆ ପ୍ରିୟ କୋରାପୁଟ ଉଷ୍ମ ଆତିଥ୍ୟ ପାଇଁ ଧନ୍ୟବାଦ। ଆଗକୁ ମୋର ଏପରି ଅନେକ ଦୁଃସାହସିକ ଅଭିନବ ପ୍ରକଳ୍ପ ପାଇଁ ଅପେକ୍ଷା ରଖିବି । #SSMB29 ସେଟରୁ ପ୍ରଚୁର ଭଲ ପାଇବା ପ୍ରିୟଙ୍କା…
View More କୋରାପୁଟ ମାଟି ଓ ମଣିଷଙ୍କୁ ଭୁଲି ପାରୁ ନାହାଁନ୍ତି ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ଦ୍ଦେଶକ ଏସ ରାଜମୌଳି◆ ଉଷ୍ମ ଆତିଥେୟତା ପାଇଁ ଚିଠି ଲେଖି କୋରାପୁଟକୁ ଜଣାଇଲେ ଧନ୍ୟବାଦବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତା
କୋରାପୁଟ -ପ୍ରତିଫଳନ ମିଡ଼ିଆ ବାଲାଦା ବକ୍ସାଇଟ୍ ଖଣିରୁ ଖଣି ଖନନ ପାଇଁ ହୋଇଥିବା ଜଣ ଶୁଣାଣିକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି । ଗତ ୬ ମାର୍ଚ୍ଚ ୨୦୨୫ ରେ ଭେଜା…
View More ବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତାବିଧାନସଭା ଘେରାଉ ନେଇ ଜିଲା କଂଗ୍ରେସର ପ୍ରସ୍ତୁତି ବୈଠକ
ରାୟଗଡ଼ା- ପ୍ରତିଫଳନ ମିଡ଼ିଆ ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଛି ହିଂସା ଓ ଅପରାଧ । ନାବାଳିକା ଠାରୁ ଆରମ୍ଭ କରି ଯୁବତୀ ଓ ବିବାହିତ ମହିଳା ସମସ୍ତଙ୍କ ଉପରେ ବଢ଼ିଛି ନିର୍ଯାତନା । ଏନେଇ…
View More ବିଧାନସଭା ଘେରାଉ ନେଇ ଜିଲା କଂଗ୍ରେସର ପ୍ରସ୍ତୁତି ବୈଠକଜନଜାତି ସଂସ୍କୃତି ପ୍ରେମରେ ସୁପରଷ୍ଟାର ◆ ତାଙ୍କୁବେଡ଼ା ଗାଁରେ ଭଲି ଖେଳିଲେ ନିର୍ଦ୍ଦେଶକ ରାଜମୌଲି
ପ୍ରତିଫଳନ ମିଡ଼ିଆ ଜନଜାତି ସଂସ୍କୃତିକୁ ଅନୁଭବ କରୁଛନ୍ତି ଏସ ଏସ ଏମ ବି ୨୯ର ନିର୍ଦ୍ଦେଶକ ଓ କଳାକାରମାନେ । ଫିଲ୍ମର ସୁଟିଂ ପରେ ପାଖ ଗାଁକୁ ଯାଇ ସାମାଜିକ ଜୀବନ ଓ ସଂସ୍କୃତି…
View More ଜନଜାତି ସଂସ୍କୃତି ପ୍ରେମରେ ସୁପରଷ୍ଟାର ◆ ତାଙ୍କୁବେଡ଼ା ଗାଁରେ ଭଲି ଖେଳିଲେ ନିର୍ଦ୍ଦେଶକ ରାଜମୌଲି