ହୋଟେଲକୁ ସିଲ କରୁଛନ୍ତି ପୌର କର୍ମଚାରୀ
View More ସିଲ ହେଲା ନିଉ ସାଇରାମ ରେଷ୍ଟୁରାଣ୍ଟ●ରାୟଗଡ଼ା ଉପଜିଲ୍ଲାପାଳଙ୍କ ଦୃଢ଼ ପଦକ୍ଷେପ●ଯାଞ୍ଚବେଳେ ସବୁ ମାପଦଣ୍ଡରେ ଫେଲ ମାରିଲା ରେଷ୍ଟୁରାଣ୍ଟAuthor: Keerti chandra Sahu
ଝାଡ଼ଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର ପ୍ରଚାରକ●ପ୍ରଚାର ଦାୟିତ୍ବରେ ୫ ମୁଖ୍ୟମନ୍ତ୍ରୀ●ଆଦିବାସୀ ଭୋଟରଙ୍କୁ ମନେଇବେ●କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ପ୍ରଚାରର ମଙ୍ଗ ସମ୍ଭାଳିବେ
(ପ୍ରତିଫଳନ ମିଡ଼ିଆ) ବିଜେପିର ଫୋକସରେ ଝାଡ଼ଖଣ୍ଡ । ହରିଆନା ପରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର କୁ କବଜା କରିବା ପାଇଁ ବିଜେପି ସମସ୍ତ ଉଦ୍ୟମ ଆରମ୍ଭ କରିଦେଇଛି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଝାଡ଼ଖଣ୍ଡକୁ…
View More ଝାଡ଼ଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର ପ୍ରଚାରକ●ପ୍ରଚାର ଦାୟିତ୍ବରେ ୫ ମୁଖ୍ୟମନ୍ତ୍ରୀ●ଆଦିବାସୀ ଭୋଟରଙ୍କୁ ମନେଇବେ●କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ପ୍ରଚାରର ମଙ୍ଗ ସମ୍ଭାଳିବେଆମ କୋଟିଆ ଆମର : ନିର୍ବାଚନ ଆୟୋଗ ମାରିଲେ ମୋହର●ତାଡ଼ିବାଲସାରେ ହେବ ନୂଆ ବୁଥ
(ପ୍ରତିଫଳନ ମିଡିଆ) ନିଜ ମାଟିରେ ନିଜର ଭୋଟ ଦେବେ । ଭୋଟ ଦେବାକୁ ଆଉ ହନ୍ତସନ୍ତ ହେବେନି କୋଟିଆବାସୀ । ଗୁହାରୀ ଶୁଣିଛନ୍ତି ନିର୍ବାଚନ କମିଶନ । ନୂତନ ବୁଥ କରିବା ପାଇଁ ଓଡ଼ିଶାର…
View More ଆମ କୋଟିଆ ଆମର : ନିର୍ବାଚନ ଆୟୋଗ ମାରିଲେ ମୋହର●ତାଡ଼ିବାଲସାରେ ହେବ ନୂଆ ବୁଥତିନି ଦିନ ପାଇଁ ବନ୍ଦ ରହିବ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ◆ସବୁ ପରୀକ୍ଷା ହେଲା ବାତିଲ◆
ବ୍ରହ୍ମପୁର (ପ୍ରତିଫଳନ ମିଡିଆ ) ଦାନା ପାଇଁ ଆଗୁଆ ପଦକ୍ଷେପ । ସମ୍ଭାବ୍ୟ ବର୍ଷା, ବାତ୍ୟା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ତିନି ଦିନ…
View More ତିନି ଦିନ ପାଇଁ ବନ୍ଦ ରହିବ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ◆ସବୁ ପରୀକ୍ଷା ହେଲା ବାତିଲ◆ଏକ୍ଟିଭ ମୁଡରେ ମୋହନ ସରକାର ●ଅଭିଜ୍ଞ ହାତରେ ଦେଲେ ଦାନା ବ୍ୟାପାର●
(ପ୍ରତିଫଳନ ମିଡିଆ) ଅଭିଜ୍ଞ ହାତରେ ଦାନା ବ୍ୟାପାର । ମୋହନ ସରକାର ନେଲେ ଆଗୁଆ ପଦକ୍ଷେପ । ଶୂନ୍ୟ ମୃତ୍ୟୁ ପାଇଁ ସରକାର ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଘନ ଘନ…
View More ଏକ୍ଟିଭ ମୁଡରେ ମୋହନ ସରକାର ●ଅଭିଜ୍ଞ ହାତରେ ଦେଲେ ଦାନା ବ୍ୟାପାର●“ଦାନା” ପାଇଁ ରେଳ ବନ୍ଦ◆୬୬ଟି ଟ୍ରେନ ବାତିଲ
(ପ୍ରତିଫଳନ ମିଡିଆ) ଆସୁଛି ବାତ୍ୟା ଦାନା । ବାତ୍ୟାକୁ ଦୃଷ୍ଟିରେ ରଖି ୬୬ ଟି ଟ୍ରେନ ଚଳା ଚଳ ବନ୍ଦ ରହିବ। ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ୨୩ ତାରିଖ ଦିନ ୧୮ ରୁଟରେ…
View More “ଦାନା” ପାଇଁ ରେଳ ବନ୍ଦ◆୬୬ଟି ଟ୍ରେନ ବାତିଲରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ କଳା ଉତ୍ସବ
(ପ୍ରତିଫଳନ ମିଡିଆ) ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଏକତା ପର୍ବ ଉପଲକ୍ଷେ କଳା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡାର ଅଧ୍ୟକ୍ଷ ରାଜା ରାମଙ୍କ…
View More ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ କଳା ଉତ୍ସବରାଜ୍ୟ ବିଜେପିର ମଙ୍ଗୁଆଳ ନୂଆ ନା ପୁରୁଣା !◆ନିଷ୍ପତି ନେବ ଆରଏସଏସ◆ ଆରମ୍ଭ ହେଲା ନିର୍ବାଚନ ପ୍ରକିୟା◆
(ପ୍ରତିଫଳନ ମିଡିଆ ) ଓଡିଶାର ସାଂଗଠନିକ କାର୍ଯ୍ୟ ତୁଲାଇବା ପାଇଁ ରାଜ୍ୟ BJP ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି…
View More ରାଜ୍ୟ ବିଜେପିର ମଙ୍ଗୁଆଳ ନୂଆ ନା ପୁରୁଣା !◆ନିଷ୍ପତି ନେବ ଆରଏସଏସ◆ ଆରମ୍ଭ ହେଲା ନିର୍ବାଚନ ପ୍ରକିୟା◆ମଧ୍ୟ ରାତ୍ରରେ ସିରିଜ ଦୁର୍ଘଟଣା,● ମୋହନା କେନ୍ଦୁ ଘାଟିରେ ରାସ୍ତାରୁ ତଳଜୁ ଖସିଲା ମହାକାଳେଶ୍ୱର ବସ୧୪ ଜଣ ଗୁରୁତର ୪ ଜଣକ ଅବସ୍ଥା ଶଙ୍କଟାପନ୍ନ●
(ପ୍ରତିଫଳନ ମିଡିଆ) ମଧ୍ୟ ରାତ୍ରରେ ମୋହନା କେନ୍ଦୁ ଘାଟିରେ ରାସ୍ତାରୁ ତଳଜୁ ଖସିଲା ମହା କlଳେଶ୍ୱର ବସ। ୧୪ ଜଣ ଗୁରୁତର ୪ ଜଣକ ଅବସ୍ଥା ଶଙ୍କଟାପନ୍ନ ରହିଛି । ରାତି ପ୍ରାୟ ୧…
View More ମଧ୍ୟ ରାତ୍ରରେ ସିରିଜ ଦୁର୍ଘଟଣା,● ମୋହନା କେନ୍ଦୁ ଘାଟିରେ ରାସ୍ତାରୁ ତଳଜୁ ଖସିଲା ମହାକାଳେଶ୍ୱର ବସ୧୪ ଜଣ ଗୁରୁତର ୪ ଜଣକ ଅବସ୍ଥା ଶଙ୍କଟାପନ୍ନ●ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ◆କୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ◆
Breaking Breaking Breaking ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତକୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦଗୋଟାଏ ବଗି ଲାଇନଚ୍ୟୁତଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଇଂଜିନଇଂଜିନ ସହ ୪ ଟି ବଗି ପାରି ହେବା ପରେ…
View More ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ◆କୋରାପୁଟ -କୋତୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ◆