ପ୍ରତିଫଳନ ମିଡ଼ିଆ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ମାଳଭୂମି ଅଞ୍ଚଳର ଲୋକଙ୍କୁ ମିଳିବଉନ୍ନତ ଚିକିତ୍ସା ସେବା । ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଦାମନଯୋଡ଼ି ସ୍ଥିତ ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ…
View More ରୋଗୀଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟ ସେବା◆ କୋରାପୁଟ ମେଡ଼ିକାଲ କଲେଜ ଓ ହସପିଟାଲକୁ ନାଲକୋ ଦେଲା ୧୦ କୋଟି ୧୦ ଲକ୍ଷ ଟଙ୍କା ସହାୟତାCategory: ପରିବେଶ
କୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତି
ପ୍ରତିଫଳନ ମିଡ଼ିଆ କୋରାପୁଟ ରେ ଝିପି ଝିପି ଅସରାଏ ବର୍ଷା ହୋଇଛି ।ଫଳରେ ଉତ୍ତପ୍ତ ପରିବେଶରେ ସାମାନ୍ୟ ଶୀତଳତା ଛୁଇଁ ଯାଇଛି । ଗତ କିଛି ଦିନ ଧରି ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ…
View More କୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତିବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତା
କୋରାପୁଟ -ପ୍ରତିଫଳନ ମିଡ଼ିଆ ବାଲାଦା ବକ୍ସାଇଟ୍ ଖଣିରୁ ଖଣି ଖନନ ପାଇଁ ହୋଇଥିବା ଜଣ ଶୁଣାଣିକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି । ଗତ ୬ ମାର୍ଚ୍ଚ ୨୦୨୫ ରେ ଭେଜା…
View More ବାଲଦା ବକ୍ସାଇଟ ଖଣିରୁ କଳିଙ୍ଗ ଆଲୁମିନାର ଖଣିଜ ଉତ୍ତୋଳନ ମଞ୍ଜୁରୀ କୁ ବିରୋଧ କରି ନନ୍ଦପୁର ଠାରେ ବିଶାଳ ରାଲି◆ସାମିଲ ହେଲେ କଂଗ୍ରେସ ବିଧାୟକ ଦଳ ନେତାTribal Association Protests Against Mining at Balda Mountains .Demands for cancellation of Public Hearing held earlier .
Koraput (Pratiphalan Media) A massive protest erupted in Balda village as thousands of tribals opposed the public hearing conducted by the Odisha State Pollution Control…
View More Tribal Association Protests Against Mining at Balda Mountains .Demands for cancellation of Public Hearing held earlier .ଭେଜାଠାରେ ଆୟୋଜିତ ପରିବେଶ ମଞ୍ଜୁରୀ ଜନ ଶୁଣାଣୀକୁ ବାତିଲ କରିବାକୁ ଦାବି କଲା ମାଁ ନାଗେଶ୍ଵରୀ ଜଙ୍ଗଲ ସୁରକ୍ଷା ସମିତି ଓ କୋରାପୁଟ ଜନ ସୁରକ୍ଷା ସଂଘ
ବାଲଦାସ୍ଥିତ ନାଗେଶ୍ଵରୀ ପାହାଡରୁ ବକ୍ସାଇଟ ଖଣି ଖନନ ପ୍ରସଙ୍ଗ ପ୍ରତିଫଳନ ମିଡ଼ିଆ କଳିଙ୍ଗ ଆଲୁମିନା ଲିମିଟେଡ଼ କୁ ବାଳଦା ଗ୍ରାମର 144.945ହେକ୍ଟର ପରିମିତ ଜମିରୁ ମାତ୍ର 4.0 MTPA ବକସାଇଟ ଖନନ ପାଇଁଓଡ଼ିଶା ପ୍ରଦ୍ୟୁଷଣ…
View More ଭେଜାଠାରେ ଆୟୋଜିତ ପରିବେଶ ମଞ୍ଜୁରୀ ଜନ ଶୁଣାଣୀକୁ ବାତିଲ କରିବାକୁ ଦାବି କଲା ମାଁ ନାଗେଶ୍ଵରୀ ଜଙ୍ଗଲ ସୁରକ୍ଷା ସମିତି ଓ କୋରାପୁଟ ଜନ ସୁରକ୍ଷା ସଂଘଚୋରା ବାଲି ଚାଲାଣ ବେଳେ ଚାରି ଗାଡି ସହ ଚାରି ଅଭିଯୁକ୍ତ ଗିରଫ
ପ୍ରତିଫଳନ ମିଡ଼ିଆ ବାଲି ଚୋରା ଚାଲାଣକୁ ଧରିବା ପାଇଁ କୋରାପୁଟ ଡିଆଜି ଙ୍କ କଡ଼ା ନିର୍ଦ୍ଦେଶ। ନିର୍ଦ୍ଦେଶ କୁ ପାଳନ କରିଛି ପୋଲିସ। ବାଲି ଚୋରା ଚାଲାଣ ବେଳେ ଚାରୋଟି ବାଲି ବୋଝେଇ ଗାଡିକୁ…
View More ଚୋରା ବାଲି ଚାଲାଣ ବେଳେ ଚାରି ଗାଡି ସହ ଚାରି ଅଭିଯୁକ୍ତ ଗିରଫହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ◆ ଗ୍ରୀଷ୍ମ ଶେଷ ବେଳକୁ ଜଙ୍ଗଲ ହୋଇଯିବ ଗଛ ଶୂନ୍ୟ !
ପ୍ରତିଫଳନ ମିଡ଼ିଆ ବନ ପୋଡିଗଲେ ସମସ୍ତେ ଜାଣନ୍ତି , ମନ ପୋଡିଗଲେ କେହି ତ ଜାଣନ୍ତି ନାହିଁ । ଏବେ ଏଠି ଜଙ୍ଗଲ ପୋଡ଼ୁଛି । ତା ସହିତ ପରିବେଶପ୍ରେମୀଙ୍କ ମନ ବି ପୋଡୁଛି…
View More ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ◆ ଗ୍ରୀଷ୍ମ ଶେଷ ବେଳକୁ ଜଙ୍ଗଲ ହୋଇଯିବ ଗଛ ଶୂନ୍ୟ !ବାଲଦା ଖଣି ଖନନ ପାଇଁ ଜନଶୁଣାଣୀ●ନାଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚର ବିରୋଧ ପ୍ରଦର୍ଶନ
ପ୍ରତିଫଳନ ମିଡ଼ିଆ ପ୍ରାକୃତିକ ଶୋଭାରାଜି ରେ ଭରପୂର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ନାଗେଶ୍ୱରୀ ପାହାଡରୁ ବକ୍ସାଇଟ ଖନନ ପାଇଁ ଆଜି ଜନ ଶୁଣାଣି ।ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ…
View More ବାଲଦା ଖଣି ଖନନ ପାଇଁ ଜନଶୁଣାଣୀ●ନାଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚର ବିରୋଧ ପ୍ରଦର୍ଶନପ୍ରତିଶ୍ରୁତିସମ୍ପନ୍ନା : ଲୋପାମୁଦ୍ରା
କର୍ପୋରେଟ ସିଏସଆର କ୍ଷେତ୍ରରେ ସାରା ଦେଶରେ ନାଁ କରିଥିବା ଓଡ଼ିଆ ଝିଅ ଲୋପାମୁଦ୍ରା ପ୍ରିୟଦର୍ଶିନୀ I ବିଦେଶ ଯିବାର ସୁଯୋଗ ପାଇଲେ ଅନେକ ପଛକୁ ଫେରି ଚାହାନ୍ତି ନାହିଁ, ହେଲେ ରାୟଗଡ଼ାରୁ ଗ୍ରୀସ ପର୍ଯ୍ୟନ୍ତ…
View More ପ୍ରତିଶ୍ରୁତିସମ୍ପନ୍ନା : ଲୋପାମୁଦ୍ରାଦୁଇ ପଟ ନଦୀ● ପାଣି ଟୋପାଏ ପାଇଁ ହନ୍ତସନ୍ତ ଲିମାମେଡା ଗ୍ରାମବାସୀ
ପ୍ରତିଫଳନ ମିଡ଼ିଆ ଗୋଟେପଟେ ବଂଶଧାରା ନଦୀ ଓ ଆର ପଟେ ସାନ ନଦୀ । ନଦୀ ଉପରେ ଗାଁ । କିନ୍ତୁ ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ । ଗ୍ରୀଷ୍ମ ପ୍ରବାହ…
View More ଦୁଇ ପଟ ନଦୀ● ପାଣି ଟୋପାଏ ପାଇଁ ହନ୍ତସନ୍ତ ଲିମାମେଡା ଗ୍ରାମବାସୀ