ପ୍ରତିଫଳନ ମିଡ଼ିଆ ପ୍ରାକୃତିକ ପରିବେଶରେ ସୁଟିଂ କରିବାକୁ ଫିଲ୍ମ୍ ନିର୍ମାତାଙ୍କ ପ୍ରଥମ ପସନ୍ଦ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲା । ଆସନ୍ତା ଦିନରେ ଫିଲ୍ମ୍ ଟୁରିଜମର ହବ ହେବ ଏଇ ମାଳଭୂମି। ଆଗାମୀ ଦିନରେ…
View More ଫିଲ୍ମ ଟୁରିଜମର ହବ ହେବ ଅବିଭକ୍ତ କୋରାପୁଟର ମାଳଭୂମି!◆କୋରାପୁଟରେ ସୁଟିଂ ଆରମ୍ଭ ହେଲା ହାଇ ବଜେଟର ତେଲୁଗୁ ଫିଲ୍ମ◆Category: ସ୍ଥାନୀୟ
ଆନ୍ଦୋଳନକୁ ଓହ୍ଲାଇବେ ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ♦ପରିଚାଳନା ସଂଘର ଜୟପୁରଠାରେ ଜୋନାଲ ସ୍ତରୀୟ ବୈଠକ♦ ମାର୍ଚ୍ଚ ୧୦ରୁ ସମୂହ ଧାରଣାରେ ଯିବାକୁ ନିଷ୍ପତ୍ତି
ପ୍ରତିଫଳନ ମିଡ଼ିଆ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଆଜି ଜୋନାଲ ସ୍ତରୀୟ ବୈଠକ ଜୟପୁରର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରୋଟି ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର…
View More ଆନ୍ଦୋଳନକୁ ଓହ୍ଲାଇବେ ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ♦ପରିଚାଳନା ସଂଘର ଜୟପୁରଠାରେ ଜୋନାଲ ସ୍ତରୀୟ ବୈଠକ♦ ମାର୍ଚ୍ଚ ୧୦ରୁ ସମୂହ ଧାରଣାରେ ଯିବାକୁ ନିଷ୍ପତ୍ତିଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଦ୍ଵିତୀୟ କିସ୍ତିରେ ରାଜ୍ୟର ପ୍ରାୟ ଏକ କୋଟି ସୁଭଦ୍ରା ପାଇଲେ ୫ହଜାର ଟଙ୍କା ସହାୟତା◆କୋରାପୁଟ ଜିଲ୍ଲାରେ ୩ଲକ୍ଷ◆ରାୟଗଡ଼ାଜିଲ୍ଲାରେ ୨ଲକ୍ଷ ୨୪ହଜାର ୩୯୩ ଜଣ ◆ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୩୪ ହଜାର ୬୧୦ ଜଣ ◆ନବରଂଗପୁର ଜିଲ୍ଲାରେ ୨ ଲକ୍ଷ୮୫ ହଜାର ୯୫୨ ଜଣ
ପ୍ରତିଫଳନ ମିଡ଼ିଆ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଦ୍ଵିତୀୟ କିସ୍ତିରେ ରାଜ୍ୟର ପ୍ରାୟ ଏକ କୋଟି ସୁଭଦ୍ରା ପାଇଲେ ୫ହଜାର ଟଙ୍କା ସହାୟତା । ସେହିପରି କୋରାପୁଟ ଜିଲ୍ଲାରେ ୩ଲକ୍ଷ, ରାୟଗଡ଼ା ଜିଲ୍ଲାରେ ୨ଲକ୍ଷ…
View More ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଦ୍ଵିତୀୟ କିସ୍ତିରେ ରାଜ୍ୟର ପ୍ରାୟ ଏକ କୋଟି ସୁଭଦ୍ରା ପାଇଲେ ୫ହଜାର ଟଙ୍କା ସହାୟତା◆କୋରାପୁଟ ଜିଲ୍ଲାରେ ୩ଲକ୍ଷ◆ରାୟଗଡ଼ାଜିଲ୍ଲାରେ ୨ଲକ୍ଷ ୨୪ହଜାର ୩୯୩ ଜଣ ◆ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୩୪ ହଜାର ୬୧୦ ଜଣ ◆ନବରଂଗପୁର ଜିଲ୍ଲାରେ ୨ ଲକ୍ଷ୮୫ ହଜାର ୯୫୨ ଜଣମାଲକାନଗିରି ପୁଅ ପାଇଲେ ଓଡ଼ିଆ ସାମ୍ବାଦିକତାରେ ଆଇ.ଆଇ.ଏମ୍ ସି ସମ୍ମାନ
ପ୍ରତିଫଳନ ମିଡ଼ିଆ ଉପାନ୍ତ ମାଲକାନଗିରି ଜିଲ୍ଲାର ଏମଭି 79 ର ଯୁବକ ସୁରଜ କୁମାର ବେହେରା ଆଇ ଆଇ ଏମ୍ ସି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।। ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନ…
View More ମାଲକାନଗିରି ପୁଅ ପାଇଲେ ଓଡ଼ିଆ ସାମ୍ବାଦିକତାରେ ଆଇ.ଆଇ.ଏମ୍ ସି ସମ୍ମାନଦୁଃଖହାରିଣୀ କାଦମ୍ବିନୀ
ରାଜନେତ୍ରୀରୁ ସମାଜସେବା ବିବାହର ମାତ୍ର ୩ ବର୍ଷ ପରେ ୨୦୦୦ ମସିହାରେ କାଦମ୍ବିନୀ ମ୍ୟୁନିସପାଲିଟି ନିର୍ବାଚନରେ ୱାର୍ଡ ସଭ୍ୟା ପାଇଁ ସ୍ବାଧୀନ ଭାବରେ ପ୍ରତିଦ୍ବନ୍ଦିତା କରି ବହୁତ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ…
View More ଦୁଃଖହାରିଣୀ କାଦମ୍ବିନୀତିନି ନୂଆ ଆଇନକୁ ନେଇ କୋରାପୁଟ ଟାଉନଥାନା ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସଚେତନତା
ପ୍ରତିଫଳନ ମିଡ଼ିଆ କୋରାପୁଟ ରେ ଛାତ୍ର ଛାତ୍ରୀ ଙ୍କୁ ନୂତନ ଆଇନ ସଂପର୍କରେ ପୋଲିସ ପକ୍ଷରୁ ସଚେତନତା କରା ଯାଇଛି ।କୋରାପୁଟ ଆଦର୍ଶ ଥାନାର ଉଦଘାଟନ ପରେ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ତିନି ଆଇନ୍…
View More ତିନି ନୂଆ ଆଇନକୁ ନେଇ କୋରାପୁଟ ଟାଉନଥାନା ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସଚେତନତାକୋରାପୁଟ ଜିଲ୍ଲାର କୋରାପୁଟ ଓ ଶୁଙ୍କି ଅତ୍ୟାଧୁନିକ ଆଦର୍ଶ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପ୍ରତିଫଳନ ମିଡ଼ିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭରଚୁଆଲ୍ ମୋଡରେ ରାଜ୍ୟର ୧୩ଟି ନୂଆ ଥାନାର ଲୋକାର୍ପଣ କରିଛନ୍ତି। କୋରାପୁଟ ଜିଲ୍ଲାର କୋରାପୁଟ ଟାଉନଥାନା ଓ ସୁଙ୍କି ଥାନାର ଲୋକାର୍ପଣ ହୋଇଛି। କୋରାପୁଟ…
View More କୋରାପୁଟ ଜିଲ୍ଲାର କୋରାପୁଟ ଓ ଶୁଙ୍କି ଅତ୍ୟାଧୁନିକ ଆଦର୍ଶ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀସହର ଭିତରକୁ ଭାରି ଯାନ ପଶିଲା◆କୋରାପୁଟ ଛକରେ ଦୁର୍ଘଟଣା
ରାୟଗଡା (ପ୍ରତିଫଳନ ମିଡ଼ିଆ) କୋରାପୁଟ ଛକ ନିକଟରେ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ l ଟ୍ରକଟି ରେଳବିଭାଗ ପାଚେରୀଉ ମାଡି ଯିବାରୁ ଭାଙ୍ଗି ଯାଇଛି l ମୁଖ୍ୟ ସଡ଼କରେ ଯାତାୟାତ ପ୍ରଭାବିତ…
View More ସହର ଭିତରକୁ ଭାରି ଯାନ ପଶିଲା◆କୋରାପୁଟ ଛକରେ ଦୁର୍ଘଟଣାସେବାରେ ସମର୍ପିତା ରାଜେଶ୍ବରୀ
ପ୍ରାରମ୍ଭିକ ଜୀବନ ଛଅ ଭାଇ ଭଉଣୀଙ୍କ ମଧ୍ୟରେ କନିଷ୍ଠା ଭଉଣୀ ରାଜେଶ୍ବରୀ । ଜନ୍ମ ୧୯୭୫ ମସିହା । ନବରଙ୍ଗପୁରରେ ଜନ୍ମ । ମାଆ ହେଉଛନ୍ତି ଶୋଭା ଦଳେଇ ଏବଂ ବାପା ସୋମନାଥ ଦଳେଇ…
View More ସେବାରେ ସମର୍ପିତା ରାଜେଶ୍ବରୀବାଲଦା ଖଣି ଖନନ ପାଇଁ ଜନଶୁଣାଣୀ●ନାଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚର ବିରୋଧ ପ୍ରଦର୍ଶନ
ପ୍ରତିଫଳନ ମିଡ଼ିଆ ପ୍ରାକୃତିକ ଶୋଭାରାଜି ରେ ଭରପୂର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ନାଗେଶ୍ୱରୀ ପାହାଡରୁ ବକ୍ସାଇଟ ଖନନ ପାଇଁ ଆଜି ଜନ ଶୁଣାଣି ।ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ…
View More ବାଲଦା ଖଣି ଖନନ ପାଇଁ ଜନଶୁଣାଣୀ●ନାଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚର ବିରୋଧ ପ୍ରଦର୍ଶନ