ଗୁଣୁପୁର ଗୁଲା ସାହିରେ ଯୁବକର ସନ୍ଦେହଜନକ ମୃତ୍ୟ◆ସାଇଣ୍ଟିଫିକ ଦଳର ସହାୟତା ଲୋଡିଲା ପୋଲିସ

ଗୁଣୁପୁର(ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲ୍ଲା ଗୁଣପୁର ସହର ର ଗୁ୍ଲାସାହି ରେ ଜଣେ ବ୍ୟକ୍ତି ଙ୍କ ସନ୍ଦେହ ଜନକ ମୃତ୍ୟ ଘଟିଛି।  ମୃତ୍ୟୁ ର କାରଣ ଅଷ୍ପଷ୍ଟ ରହିଛି। ମୃତ ଯୁବକ କରାଳ ରାଜୁ ବୟସ ପ୍ରାୟ ୩୮ ବୋଲି ଜଣାପଡିଛି। ଧାରୁଆ ଅସ୍ତ୍ର ରେ ବେକ କଟିଥିବା ନେଇ ସଂମ୍ପର୍କୀୟ କହିଥିବା ବେଳେ ଘଟଣା ସ୍ଥଳରେ ଗୁଣପୁର ପୋଲିସ୍ ପହଂଚି ତଦନ୍ତ ଜାରି ରଖିଛି। ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡିଛି। ପ୍ରାଥମିକ ତଦନ୍ତ ରୁ ପାରିବାରିକ ଅସାନ୍ତି ବୋଲି ପୋଲିସ୍ ଅନୁମାନ କରିଛି। ବ୍ୟକ୍ତି ଜଣକ ନିଜେ ଆତ୍ମହତ୍ୟା କରିଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।

Spread the love