କୋରାପୁଟରେ ବର୍ଷା◆ଗରମରୁ ଆଶ୍ବସ୍ତି

ପ୍ରତିଫଳନ ମିଡ଼ିଆ

କୋରାପୁଟ ରେ ଝିପି ଝିପି ଅସରାଏ ବର୍ଷା ହୋଇଛି ।ଫଳରେ ଉତ୍ତପ୍ତ ପରିବେଶରେ ସାମାନ୍ୟ ଶୀତଳତା ଛୁଇଁ ଯାଇଛି ।
ଗତ କିଛି ଦିନ ଧରି ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ଖରା ହେବ ସହ ଗରମ ଅନୁଭୂତ ହେଉଛି ।ଥଣ୍ଡା ପରିବେଶ ଭାବେ ପରିଚିତ କୋରାପୁଟ ରେ ଅସହ୍ୟ ଗରମ ହେଉଥିବା ରୁ ଲୋକେ ଛଟ ପଟ ହେଉଛନ୍ତି । ଆଜି ଅପରାହ୍ନରେ ମେଘ ଢାଙ୍କି ରଖିବା ସହ ସାମାନ୍ୟ ବର୍ଷା ହେବାରୁ ଲୋକେ ସାମାନ୍ୟ ଆଶ୍ଵସ୍ତ ଅନୁଭବ କରିଛନ୍ତି ।

Spread the love