କୋଟିଆରେ ଲୋକଙ୍କର ଇ କେୱ୍ବାଇସି କରୁଛନ୍ତି ଆନ୍ଧ୍ରର ସରକାରୀ କର୍ମଚାରୀ । ପ୍ରତିଫଳନ ମିଡ଼ିଆ ଓଡ଼ିଶା ପାଳନ କରିବ ତାର ଜନ୍ମ ଦିବସ । ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାରେ ଓଡ଼ିଶା ଦେଶର…
View More କିଛି ଘଣ୍ଟାପରେ ପାଳିବା ଓଡିଶା ଦିବସ◆ ଓଡିଶା ଭିତରେ ଆନ୍ଧ୍ର କରୁଛି ବେଧଡ଼କ ଅନୁପ୍ରେବେଶAuthor: Keerti chandra Sahu
ଆଦିତ୍ୟ ଆଲୁମିନା ରିଫାଇନାରୀ ପକ୍ଷରୁ ‘ଜ୍ଞାନ ବୃଦ୍ଧି ପାଠଶାଳା’ ଶୁଭାରମ୍ଭ
ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ଦିଆଯିବ କୋଚିଂ ରାୟଗଡ଼ା : ପ୍ରତିଫଳନ ମିଡ଼ିଆ ଆଦିତ୍ୟ ଅଲୁମିନା ରିଫାଇନରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ, ଏହାର ପରିପାର୍ଶ୍ୱିକ ଅଞ୍ଚଳରେ…
View More ଆଦିତ୍ୟ ଆଲୁମିନା ରିଫାଇନାରୀ ପକ୍ଷରୁ ‘ଜ୍ଞାନ ବୃଦ୍ଧି ପାଠଶାଳା’ ଶୁଭାରମ୍ଭଗୁଣୁପୁରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ◆ ଲୋକଙ୍କ ସହ କଲେ ଆଲୋଚନା
ପ୍ରତିଫଳନ ମିଡ଼ିଆ ଗୁଣପୁର ରେଳ ଷ୍ଟେସନ୍ କୁ ସ୍ବତନ୍ତ୍ର ରେଳ ଯୋଗେ ଗସ୍ତ କରିଥିଲେ ପୁର୍ବତଟ ରେଳପଥ ମହାପ୍ରବନ୍ଧକ। ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିବା ସହ ପରିଦର୍ଶନ କଲେ ପୁର୍ବତଟ ରେଳପଥ…
View More ଗୁଣୁପୁରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ◆ ଲୋକଙ୍କ ସହ କଲେ ଆଲୋଚନାକ୍ଷୁଦ୍ର ଚଳଚ୍ଚିତ୍ର ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାଶ ଗ୍ରହଣ କଲେ ଜାତୀୟ ସମ୍ମାନ◆ପହିଆ କୁର୍ସି କୁ ଦୁଇଟି ଜାତୀୟ ସମ୍ମାନ
ପ୍ରତିଫଳନ ମିଡ଼ିଆ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ଉପରେ ଆଧାରିତ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶଙ୍କ ନୂତନ କ୍ଷୁଦ୍ର ଚଳଚ୍ଚିତ୍ର ପାହିୟା କୁର୍ସି (ହିନ୍ଦୀ) ୨୦୨୪-୨୫ ଅଧିବେଶନ ପାଇଁ NCERT ଦ୍ୱାରା ଆୟୋଜିତ…
View More କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାଶ ଗ୍ରହଣ କଲେ ଜାତୀୟ ସମ୍ମାନ◆ପହିଆ କୁର୍ସି କୁ ଦୁଇଟି ଜାତୀୟ ସମ୍ମାନସାନ ପଙ୍କଳବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କବିସୂର୍ଯ୍ୟନଗର– ପ୍ରତିଫଳନ ମିଡ଼ିଆ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ସାନ ପଙ୍କଳବାଡ଼ି ପ୍ରକଳ୍ପ ଉଚ୍ଚ ବାର୍ଷିକ ଉତ୍ସବ- ୨୦୨୫ ପାଳିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ବେହେରାଙ୍କ…
View More ସାନ ପଙ୍କଳବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବନାବାଳକ ପିଲାର କଥାରେ ନାଚିଲା ପ୍ରଶାସନ◆ମୋବାଇଲ ପାଇଁ ପାଣି ପିଇଲେ ଅଗ୍ନିଶମ
ତଥାପି ହାତକୁ ଆସିଲା ନାହିଁ ପୋଖରୀରେ ପଡିଥିବା ଆଇ ଫୋନ ପ୍ରତିଫଳନ ମିଡ଼ିଆ ପୋଖରୀରେ ପଡିଲା ମୋବାଇଲ ଫୋନ, ନୟାନ୍ତ ହେଲେ ଅଗ୍ନିଶମ ବିଭାଗ । ପୋଖରୀ ଭିତରେ ତିନି ଘଣ୍ଟାର କସରତ। ଜଣେ…
View More ନାବାଳକ ପିଲାର କଥାରେ ନାଚିଲା ପ୍ରଶାସନ◆ମୋବାଇଲ ପାଇଁ ପାଣି ପିଇଲେ ଅଗ୍ନିଶମଡା. ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ◆ଯୋଗଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ
ପ୍ରତିଫଳନ ମିଡ଼ିଆ ଏକାଦଶାହରେ ତାଳଚେର ର ଦୀନଦୟାଲ ଉପାଧ୍ୟାୟ PMIT କ୍ୟାମ୍ପସ ପରିସରରେ ଆୟୋଜିତ ସ୍ମୃତି ସଭାରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ,କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୂଖ୍ୟମନ୍ତ୍ରୀ ମୋହନ ଚରଣ…
View More ଡା. ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ◆ଯୋଗଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀତଥାପି ମାଣ୍ଡିଆ ମଦ !
ମାଣ୍ଡିଆରୁ ମଦ ପ୍ରସ୍ତୁତି କରିବାକୁ ଓଡିଶା ସରକାର ସ୍ଥିର ପରେ ଏହାର ପ୍ରାସଙ୍ଗିକତାକୁ ନେଇ ପ୍ରତିଫଳନର ମନ୍ଥନ । ଏହିକ୍ରମରେ ଏହାର ତୃତୀୟ ଭାଗର ପ୍ରସ୍ତୁତି ଆପଣଙ୍କ ପାଇଁ । ମାଣ୍ଡିଆରୁ ମଦ ପ୍ରସ୍ତୁତ…
View More ତଥାପି ମାଣ୍ଡିଆ ମଦ !ବ୍ରିଜ ନମ୍ବର୍ ୧ ରେ ମାଲ ବୋଝେଇ ଟ୍ରଲର ଭାଙ୍ଗିଲା ରେଲୱେ ପିଲାର◆ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା
କୋରାପୁଟ : ପ୍ରତିଫଳନ ମିଡ଼ିଆ ବଡ ଧରଣର ବିପଦରୁ ଉଦ୍ଧାର ହୋଇଛି କେ କେ ରେଳ ପଥ । ମାଲ ବୋଝେଇ ଟ୍ରଲର ଧକା ରେ ଭାଙ୍ଗିଲା ରେଳୱେର ଉଚ୍ଚତା ନିୟନ୍ତ୍ରଣ ପିଲାର(Limited height…
View More ବ୍ରିଜ ନମ୍ବର୍ ୧ ରେ ମାଲ ବୋଝେଇ ଟ୍ରଲର ଭାଙ୍ଗିଲା ରେଲୱେ ପିଲାର◆ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲାସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଆମ ଖେଳନା ଓ ଆମ ସଂସ୍କୃତି କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର: ପ୍ରତିଫଳନ ମିଡ଼ିଆଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଆମ ଖେଳନା ଓ ଆମ ସଂସ୍କୃତି କାର୍ଯ୍ୟକ୍ରମ ଏବଂ ବାର୍ଷିକ…
View More ସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
