ବ୍ରହ୍ମପୁର (ବେଣୁଧର ମହାନ୍ତି ) ଓଡ଼ିଶାରେ ବ୍ରିକ୍ସ ଫିବେର । ବ୍ରହ୍ମପୁରର କଳାକାର କେ. ବିଜୟ କୁମାର ରେଡ୍ଡୀ ଚକ୍ ଖଡ଼ିରେ ତିଆରି କଲେ ବ୍ରିକ୍ସ ନେତାଙ୍କ କ୍ଷୁଦ୍ର ପ୍ରତିକୃତି, କଳାକୃତି କରିବାକୁ ଲାଗିଥିଲା…
View More ଓଡ଼ିଶାରେ ବ୍ରିକ୍ସ ଫିଭର, ବ୍ରହ୍ମପୁର କଳାକାର ଦେଖାଇଲେ କମାଲ, ଚକ ଖଡ଼ିରେ ତିଆରି କଲେ ବ୍ରିକ୍ସ ନେତାଙ୍କ ପ୍ରତିକୃତିAuthor: Keerti chandra Sahu
ବ୍ରିକ୍ସରେ ଭାରତର ବଡ଼ କୂଟନୈତିକ ସଫଳତା
ରାତି ୪ଟା ପର୍ଯ୍ୟନ୍ତ ଆଲୋଚନା ପରେ ନୂଆଦିଲ୍ଲୀ ଘୋଷଣାନାମା ଉପରେ ସର୍ବସମ୍ମତି ପ୍ରତି ଫଳନ ମିଡ଼ିଆ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ସର୍ବସମ୍ମତି ସୃଷ୍ଟି କରି ଭାରତ ଏକ ବଡ଼…
View More ବ୍ରିକ୍ସରେ ଭାରତର ବଡ଼ କୂଟନୈତିକ ସଫଳତାINDIA BROKERS BRICS BREAKTHROUGH
NEW DELHI FORGES CONSENSUS AFTER MARATHON 4 AM TALKS NEW DELHI:(Pratiphalan media )Report by Bijendra Singh India has delivered a major diplomatic breakthrough, successfully forging…
View More INDIA BROKERS BRICS BREAKTHROUGHଚିରନିଦ୍ରାରେ ଗଣକବିଙ୍କ ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀ
ପାଞ୍ଚ ଦଶନ୍ଧି ତଳେ ମଞ୍ଚରେ ନାରୀ ଅଭିନୟର ଦୃଢ଼ ପରିଚୟ ଦେଇଥିଲେ ପ୍ରତିଫଳନ ମିଡ଼ିଆ ଓଡ଼ିଆ ଗୀତିନାଟ୍ୟ ଜଗତର ପ୍ରସିଦ୍ଧ ନାଟ୍ୟକାର ଗଣକବି ବୈଷ୍ଣବ ପାଣିଙ୍କ ନାଟକରେ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି…
View More ଚିରନିଦ୍ରାରେ ଗଣକବିଙ୍କ ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀଖଣି ଲୁଟ ଲୁଚାଇବାକୁ ବିଜେଡିର କୁମ୍ଭୀର କାନ୍ଦଣା: ବିଜେପି
ବିଜେଡିକୁ ବିଜେପିର ପ୍ରଶ୍ନ ୨୪ ବର୍ଷରେ ବିଜୁ ବାବୁଙ୍କ ସ୍ୱପ୍ନ କେତେ ପୂରଣ କରିଲ? ଭୁବନେଶ୍ୱର, ପ୍ରତିଫଳନ ମିଡ଼ିଆରାଜ୍ୟର ଖଣିଜ ସମ୍ପଦକୁ ନେଇ ବିଜେଡିର ଆନ୍ଦୋଳନକୁ ତୀବ୍ର ସମାଲୋଚନା କରିଛି ବିଜେପି। ବିଜେପି ସାଧାରଣ…
View More ଖଣି ଲୁଟ ଲୁଚାଇବାକୁ ବିଜେଡିର କୁମ୍ଭୀର କାନ୍ଦଣା: ବିଜେପିବିନାୟକ ପର୍ବ ପାଳନ ପାଇଁ ପଞ୍ଚମା ପୀଠରେ ପ୍ରସ୍ତୁତି
ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ଆସନ୍ତା ଭାଦ୍ରବ ଶୁକ୍ଳ ଚତୁର୍ଥୀ ୧୪ ସେପ୍ଟେମ୍ବର (ସୋମବାର) ଦିନ ପଞ୍ଚମା ସ୍ଥିତ ସିଦ୍ଧ ବିନାୟକଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ “ଶ୍ରୀ…
View More ବିନାୟକ ପର୍ବ ପାଳନ ପାଇଁ ପଞ୍ଚମା ପୀଠରେ ପ୍ରସ୍ତୁତିରାୟଗଡ଼ ସହରବାସୀଙ୍କ ପାଇଁ ଖୁସି ଖବର,ଅଣ୍ଟାରିଗୁଡ଼ାରେ ଆରମ୍ଭ ହେଲା ଆକର୍ଷଣୀୟ ଫୁଡ୍ କୋର୍ଟ
ସ୍ୱାଦିଷ୍ଟ ଖାଦ୍ୟ ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ! ରାୟଗଡ଼(ପ୍ରତିଫଳନ ମିଡ଼ିଆ)ରାୟଗଡ଼ ସହରବାସୀଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ସହରବାସୀ ଗୋଟିଏ ସୁବ୍ୟବସ୍ଥିତ ଓ ମନୋରମ ପରିବେଶରେ ମନପସନ୍ଦର ବିଭିନ୍ନ…
View More ରାୟଗଡ଼ ସହରବାସୀଙ୍କ ପାଇଁ ଖୁସି ଖବର,ଅଣ୍ଟାରିଗୁଡ଼ାରେ ଆରମ୍ଭ ହେଲା ଆକର୍ଷଣୀୟ ଫୁଡ୍ କୋର୍ଟଜୟପୁର ଘାଟିର ସୌନ୍ଦର୍ଯ୍ୟରେ ମୁଗ୍ଧ ଓଡିଶା ରାଜ୍ୟପାଳ
ଡ୍ରୋନ୍ ଭିଡିଓ ସେୟାର କରି କହିଲେ—ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟର ଅପୂର୍ବ ପ୍ରକାଶ କୋରାପୁଟ ( ପ୍ରତିଫଳନ ମିଡ଼ିଆ ) ଯେଉଁଠି ପାହାଡ଼ ସହ ମେଘର ମିଳନ, ଯେଉଁଠି ଘଞ୍ଚ ସବୁଜିମାର ଛାତି ଚିରି ସାପ…
View More ଜୟପୁର ଘାଟିର ସୌନ୍ଦର୍ଯ୍ୟରେ ମୁଗ୍ଧ ଓଡିଶା ରାଜ୍ୟପାଳଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ, ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ଜିଲ୍ଲାପାଳ ନିଜେ କଲେ ସଫେଇ
ବ୍ରହ୍ମପୁର : (ପ୍ରତିଫଳନ ମିଡ଼ିଆ ) ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ କ୍ରମରେ ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ଝାଡୁ ଓ କୋଡ଼ି ଧରି ସଫେଇ କଲେ…
View More ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ, ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ଜିଲ୍ଲାପାଳ ନିଜେ କଲେ ସଫେଇନିଖୋଜ ଏମ କେ ସି ଜି ମେଡିକାଲ ଛାତ୍ର ସାଗର ସାହୁ ଉଦ୍ଧାର, ମୟୁରଭଞ୍ଜ ତିରିଂରେ ଠାବ କଲା ପୋଲିସ
ବ୍ରହ୍ମପୁର : ( ପ୍ରତିଫଳନ ମିଡ଼ିଆ ) ନିଖୋଜ ଏମ କେ ସି ଜି ମେଡିକାଲ ଛାତ୍ର ସାଗର ସାହୁ ମୟୁରଭଞ୍ଜ ତିରିଂ ଥାନା ପୁଲିସ ଦ୍ୱରା ଉଦ୍ଧାର କରାଯାଇଛି ।ଯାଜପୁର ଜିଲ୍ଲା କପାଳୀ…
View More ନିଖୋଜ ଏମ କେ ସି ଜି ମେଡିକାଲ ଛାତ୍ର ସାଗର ସାହୁ ଉଦ୍ଧାର, ମୟୁରଭଞ୍ଜ ତିରିଂରେ ଠାବ କଲା ପୋଲିସ
