Advertisement

ବାଣିଜ୍ୟ View More

ବ୍ରିକ୍ସରେ ଭାରତର ବଡ଼ କୂଟନୈତିକ ସଫଳତା

ରାତି ୪ଟା ପର୍ଯ୍ୟନ୍ତ ଆଲୋଚନା ପରେ ନୂଆଦିଲ୍ଲୀ ଘୋଷଣାନାମା ଉପରେ ସର୍ବସମ୍ମତି ପ୍ରତି ଫଳନ ମିଡ଼ିଆ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ସର୍ବସମ୍ମତି ସୃଷ୍ଟି କରି ଭାରତ ଏକ ବଡ଼…

ରାୟଗଡ଼ ସହରବାସୀଙ୍କ ପାଇଁ ଖୁସି ଖବର,ଅଣ୍ଟାରିଗୁଡ଼ାରେ ଆରମ୍ଭ ହେଲା ଆକର୍ଷଣୀୟ ଫୁଡ୍ କୋର୍ଟ

ସ୍ୱାଦିଷ୍ଟ ଖାଦ୍ୟ ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ! ରାୟଗଡ଼(ପ୍ରତିଫଳନ ମିଡ଼ିଆ)ରାୟଗଡ଼ ସହରବାସୀଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ସହରବାସୀ ଗୋଟିଏ ସୁବ୍ୟବସ୍ଥିତ ଓ ମନୋରମ ପରିବେଶରେ ମନପସନ୍ଦର ବିଭିନ୍ନ…

ସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !

ପ୍ରତିଫଳନ ମିଡ଼ିଆ ରାୟଗଡ଼ ସହରକୁ ସ୍ୱଚ୍ଛ ରଖିବା ଓ ପରିବେଶର ସୁରକ୍ଷା ପାଇଁ ପୌର ପରିଷଦ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା…

ରାଜସ୍ୱ ସଂଗ୍ରହରେ ଗୁଡାରୀ NACକୁ ରାଜ୍ୟ ସ୍ତରୀୟ ସମ୍ମାନ

“ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧିରେ ସ୍ୱାୟତ୍ତ ସଂସ୍ଥାର ପ୍ରଶଂସନୀୟ କାର୍ଯ୍ୟଦକ୍ଷତା”ପାଇଁ ମିଳିବ ସମ୍ନାନ, NACକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର ରାଶି। ପ୍ରତିଫଳନ ମିଡ଼ିଆ ରାୟଗଡା ଜିଲ୍ଲା ଗୁଡାରୀ ଏନଏସି ନିଜସ୍ୱ ରାଜସ୍ୱ…

ରାଜନୀତି View More

ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ଯୌନ କେଳେଙ୍କାରୀ,ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିସ୍କୃତ !

କଂଗ୍ରେସର ନୀରବତାକୁ ନେଇ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଶ୍ନ ! ରାହୁଳ ଗାନ୍ଧୀ ଓ ପ୍ରଫେସର ବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା. ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ):…

SIR–୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ,ରାୟଗଡ଼ରେ ୬.୭୧ ଲକ୍ଷ ଭୋଟର, ମହିଳା ୩.୫୩ ଲକ୍ଷ, ପୁରୁଷ ୩.୧୭ ଲକ୍ଷ

ପ୍ରତିଫଳନ ମିଡ଼ିଆ ରାୟଗଡ଼, ୨୧/୦୯: ରାୟଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଶେଷ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୁତୋଷ…

କୋରାପୁଟରେ SIR-୨୦୨୬ ସମାପ୍ତ,ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ପ୍ରତିଫଳନ ମିଡ଼ିଆ ୯.୦୮ ଲକ୍ଷ ଭୋଟରଙ୍କ ନାମରେ ମୋହର — ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା ୫ ବିଧାନସଭା ଆସନରେ ୯,୦୮,୫୬୪ ଭୋଟର | ମହିଳା ୫୧.୩୯%, ପୁରୁଷ ୪୮.୬୦% | ୨.୧୨…

ବ୍ରିକ୍ସରେ ଭାରତର ବଡ଼ କୂଟନୈତିକ ସଫଳତା

ରାତି ୪ଟା ପର୍ଯ୍ୟନ୍ତ ଆଲୋଚନା ପରେ ନୂଆଦିଲ୍ଲୀ ଘୋଷଣାନାମା ଉପରେ ସର୍ବସମ୍ମତି ପ୍ରତି ଫଳନ ମିଡ଼ିଆ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ସର୍ବସମ୍ମତି ସୃଷ୍ଟି କରି ଭାରତ ଏକ ବଡ଼…

ଅପରାଧ View More

ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ଯୌନ କେଳେଙ୍କାରୀ,ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିସ୍କୃତ !

କଂଗ୍ରେସର ନୀରବତାକୁ ନେଇ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଶ୍ନ ! ରାହୁଳ ଗାନ୍ଧୀ ଓ ପ୍ରଫେସର ବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା. ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ):…

ପାରିବା ପଣିଆ ଦେଖାଇଲା ବ୍ରହ୍ମପୁର ପୁଲିସ, ଚୋରି ମୋବାଇଲ ଓ ଗାଡି ଫେରିପାଇଲେ ଲୋକେ, ସାଧାରଣରେ ପୁଲିସକୁ ପ୍ରଶଂସା

ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ପାରିବା ପଣିଆ ଦେଖାଇଲା ବ୍ରହ୍ମପୁର ପୁଲିସ । ସାଧାରଣରେ ଏବେ ବ୍ରହ୍ମପୁର ପୁଲିସକୁ ପ୍ରଶଂସା। ଗୋଟିଏ ଦିନରେ ତିନି ତିନୋଟି ସଫଳ ପଦକ୍ଷେପ l କେଉଁଠି ହଜିଥିବା…

ଜେଲରେ ବିକ୍ରମଙ୍କୁ ଫୋନ ଦେଇ ଅଡୁଆରେ ଡାକ୍ତର, ଜେଲରୁ ବିକ୍ରମ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ, ଡାକ୍ତର ହେଲେ ନିଲମ୍ବିତ

ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ଜେଲ ଭିତରେ ରହି ବିକ୍ରମ ସାକ୍ଷୀଙ୍କୁ ଧମକ ଦେବା ଘଟଣା । ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ନିଲମ୍ବିତ । ରାଜ୍ୟ ସରକାର ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି।…

ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋରାପୁଟ ପୁଲିସ ଦ୍ୱାରା ୧୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ, ୩ ଗିରଫ

ସୂଚନା ଲୁଚାଇଲେ ଅଂଚଳର ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ -କୋରାପୁଟ ଏସପି ପ୍ରତିଫଳନ ମିଡ଼ିଆ କୋରାପୁଟ: ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗଞ୍ଜେଇ ଚାଷ ଓ ଚୋରା କାରବାର…

ଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟର

ଜଗତସିଂହପୁର (ପ୍ରତିଫଳନ ମିଡ଼ିଆ ) ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜଗତସିଂହପୁର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଯାଜପୁର ସ୍ଥିତ ଏକ ହୋଲସେଲରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ…

Sports News View More

ଗଣେଶ ପୂଜା ଉପଲକ୍ଷେ ହନୁମାନ ନଗରରେ ରକ୍ତ ଦାନ ଶିବିର

ବ୍ରହ୍ମପୁର ( ବେଣୁଧର ମହାନ୍ତି ) ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସ୍କା ରୋଡ ହନୁମାନ ନଗରରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଯୁବ ସମାଜସେବୀ ରୋହିତ୍ ମାଝୀଙ୍କ ପ୍ରତ୍ୟକ୍ଷ…

ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି

ରାୟଗଡ, ପ୍ରତିଫଳନ ମିଡ଼ିଆ ରାୟଗଡ଼ ପୌରପରିଷଦ ଦ୍ୱାରା ସଫେଇ କର୍ମଚାରୀ ସମ୍ବର୍ଦ୍ଧନାଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ସ୍ୱାସ୍ଥ୍ୟ ଶିବିର ଓ ‘ବଡ଼ଖାନା’ଆୟୋଜନ କରାଯାଇ ଥିଲା।ରାୟଗଡ ସହରର ସ୍ୱଚ୍ଛତା ବଜାୟ ରଖୁଥିବା ସଫେଇ କର୍ମଚାରୀମାନଙ୍କୁ…

ଇମ୍ଫାରେ ହେପାଟାଇଟିସ ସଚେତନତା ଶିବର, ଡ୍ରାଇଭରଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷଣ

କୋଲନରା (ପ୍ରତିଫଳନ ମିଡ଼ିଆ ) କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଇମ୍ଫା ଥେରୁବାଲି ପ୍ରାଙ୍ଗଣରେ ଉଚ୍ଚ ବିପଦସଂକୁଳ ଶ୍ରେଣୀ ଲୋକଙ୍କ ପାଇଁ ଭାଇରଲ ହେପାଟାଇଟିସ ବି ଓ ସି ସମ୍ପର୍କିତ ସଚେତନତା ଓ…

ମୁମ୍ବାଇ: ଚର୍ଚ୍ଚାରେ ଓଡ଼ିଆ ଡାକ୍ତରଙ୍କ ସଫଳତା। ଜଟିଳ ପରିସ୍ଥିତିରେ ସହଜରେ ବାହାରକଲେ 550 ଗ୍ରାମ ପ୍ରୋଷ୍ଟେଟ୍‌ ଗ୍ରନ୍ଥି।

ପ୍ରତିଫଳନ ମିଡ଼ିଆ ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ସଠିକ ସମୟରେ ଚିକିତ୍ସାର ଅଭାବ ଯୋଗୁଁ ସ୍ଥିତି ଗୁରୁତର ହୋଇପଡୁଛି। ଏଥିଯୋଗୁ ରୋଗୀମାନଙ୍କ ସ୍ଥିତି ଜଟିଳ ହୋଇ ପଡୁଛି.ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି…

ଗୁଣୁପୁର ପରେ ଗୁଡାରୀ, ବେଆଇନ କ୍ଲିନିକ୍ ଉପରେ ଉପଜିଲ୍ଲାପାଳଙ୍କ ଚଢାଉ, କ୍ଲିନିକ ସିଲ୍ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

ଗୁଣୁପୁର ( ପ୍ରତିଫଳନ ମିଡ଼ିଆ) ଗୁଣୁପୁର ପରେ ଗୁଡ଼ାରୀରେ ଚଢ଼ାଉ। ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢ଼ାଉ। ରାୟଗଡା ଜିଲ୍ଲା ଗୁଡାରୀ ଏନ୍ଏସି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ତୁଳ କ୍ଲିନିକ୍ ଉପରେ ଗୁଣପୁର…

ରାୟଗଡ ଓାକର୍ସ କ୍ଲବର ସଭାପତି ବ୍ରଜ ସୁନ୍ଦର ନାୟକ,ଉପ ସଭାପତି ହେଲେ ପ୍ରଭାକର ଓ ଜଳନ୍ଧର।

ରାୟଗଡ ଓାକର୍ସ କ୍ଲବର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ବ୍ରଜ ସୁନ୍ଦର ନାୟକ ନିର୍ବାଚିତ ହୋଇଛନ୍ତି। 2ଜଣ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ପ୍ରଭାକର ଦୋରା ଓ…