ରାୟଗଡା (ପ୍ରତିଫଳନ ମିଡ଼ିଆ ) ପବିତ୍ର ଗୁରୁ ଦିବସ ଅବସରରେ ଟାଟା ଏଆଇଏ ଲାଇଫ ଇନ୍ଷ୍ୟୁରେନ୍ସ କମ୍ପାନୀ ପକ୍ଷରୁ ଶିକ୍ଷକ ଡ଼. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ…
View More ଟାଟା ଏଆଇଏ ପକ୍ଷରୁ ଡ଼. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ସମ୍ମାନିତCategory: ଶିକ୍ଷା
50 ଘଣ୍ଟା ବିତିଲା ମିଳୁନି ମେଡିକାଲ ଛାତ୍ରର ସନ୍ଧାନ, ଥାନାରେ ଅଭିଯୋଗ କଲେ ଏମ କେ ସି ଜି ମେଡିକାଲ କଲେଜ କର୍ତ୍ତୃପକ୍ଷ , ପୁଲିସର ତଦନ୍ତ ଆରମ୍ଭ
ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ସାଗର ସାହୁ ନିଖୋଜ ହୋଇଥିବା ଜଣାପଡିଛି ।କଲେଜ ପରୀକ୍ଷା ହଲ ସମ୍ମୁଖରୁ ଗତ…
View More 50 ଘଣ୍ଟା ବିତିଲା ମିଳୁନି ମେଡିକାଲ ଛାତ୍ରର ସନ୍ଧାନ, ଥାନାରେ ଅଭିଯୋଗ କଲେ ଏମ କେ ସି ଜି ମେଡିକାଲ କଲେଜ କର୍ତ୍ତୃପକ୍ଷ , ପୁଲିସର ତଦନ୍ତ ଆରମ୍ଭସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !
ପ୍ରତିଫଳନ ମିଡ଼ିଆ ରାୟଗଡ଼ ସହରକୁ ସ୍ୱଚ୍ଛ ରଖିବା ଓ ପରିବେଶର ସୁରକ୍ଷା ପାଇଁ ପୌର ପରିଷଦ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା…
View More ସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !କବିତାର ମର୍ଯ୍ୟାଦା ଫେରାଇବାକୁ ସାଧନା ଓ ସୃଜନଶୀଳତାର ଆହ୍ୱାନ
ଉତ୍କଳ ସାହିତ୍ୟ ସମାଜର ୧୨୪ତମ ବାର୍ଷିକ ସମାବର୍ତ୍ତନରେ ଜମିଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ ପ୍ରତିଫଳନ ମିଡ଼ିଆ, କଟକ କବିତା କେବଳ ଶବ୍ଦର ସମାହାର ନୁହେଁ; ଏହା ହୃଦୟର ଅନୁଭବ, ଚେତନାର ଅଭିବ୍ୟକ୍ତି ଓ ସମାଜର…
View More କବିତାର ମର୍ଯ୍ୟାଦା ଫେରାଇବାକୁ ସାଧନା ଓ ସୃଜନଶୀଳତାର ଆହ୍ୱାନପଚିଶ ବର୍ଷ ଶିକ୍ଷକ ଜୀବନର ପୂର୍ତ୍ତି, ରଜତ ଜୟନ୍ତୀ ପାଳନ ସମାରୋହ ଆୟୋଜିତ , ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବାକୁ ଶପଥ ନେଲେ ୨୦୦୧ କଲ୍ୟାଣ ବିଭାଗ ଶିକ୍ଷକଶିକ୍ଷୟିତ୍ରୀ ଗୋଷ୍ଠୀ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ପାରସ୍ପରିକ ସମ୍ପର୍କ ଓ ସଦଭାବନା ବଜାୟ ରଖିବା ଲାଗି ଗତ ରବିବାର ରାୟଗଡ଼ାସ୍ଥିତ ହୋଟେଲ ରାଜଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରେ ୨୦୦୧ ମସିହାରେ…
View More ପଚିଶ ବର୍ଷ ଶିକ୍ଷକ ଜୀବନର ପୂର୍ତ୍ତି, ରଜତ ଜୟନ୍ତୀ ପାଳନ ସମାରୋହ ଆୟୋଜିତ , ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବାକୁ ଶପଥ ନେଲେ ୨୦୦୧ କଲ୍ୟାଣ ବିଭାଗ ଶିକ୍ଷକଶିକ୍ଷୟିତ୍ରୀ ଗୋଷ୍ଠୀକୋରାପୁଟରେ ସାଇବର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କୋରାପୁଟ, ପ୍ରତିଫଳନ ମିଡ଼ିଆ କୋରାପୁଟ ସାଇବର ପୋଲିସ୍ ପକ୍ଷରୁ ଲଗାତାର ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।କୋରାପୁଟ କଫିବୋର୍ଡ ନିକଟସ୍ଥ ମାଛରା ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସାଇବର ଡିଏସ୍ପି ଭବାନୀ ପ୍ରଧାନଙ୍କ…
View More କୋରାପୁଟରେ ସାଇବର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡା ( ପ୍ରତିଫଳନ ମିଡ଼ିଆ ) ପିଲାଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଜାଗ୍ରତ କରିବା ଓ ନେତୃତ୍ୱର ବିକାଶ ଲାଗି ରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ (Youth Parliament)…
View More ରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ ପ୍ରତିଯୋଗିତା ଅନୁଷ୍ଠିତକୋରାପୁଟରେ ସାଇବର ଅପରାଧ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ସାଇବର ପୋଲିସ
କୋରାପୁଟ ଜିଲ୍ଲା ସାଇବର ପୋଲିସ ଥାନା ପକ୍ଷରୁ ଆଜି ବିଜ୍ଞାନ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ରାଜ୍ୟ ପୋଲିସ ସିଆଇଡି ଓ ସାଇବର…
View More କୋରାପୁଟରେ ସାଇବର ଅପରାଧ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ସାଇବର ପୋଲିସରାୟଗଡାରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି,୪ଜଣ ଟିଜିଟି କଳା,୪ଜଣ ସଂସ୍କୃତ, ୭ଜଣ ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଦୃଷ୍ଟିବାଧିତ ଶିକ୍ଷକଙ୍କୁ ନିଯୁକ୍ତି
ରାୟଗଡ଼ (ପ୍ରତିଫଳନ ମିଡ଼ିଆ ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ରାୟଗଡ଼ ଜିଲ୍ଲାର ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ…
View More ରାୟଗଡାରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି,୪ଜଣ ଟିଜିଟି କଳା,୪ଜଣ ସଂସ୍କୃତ, ୭ଜଣ ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଦୃଷ୍ଟିବାଧିତ ଶିକ୍ଷକଙ୍କୁ ନିଯୁକ୍ତିଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ,ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.
କୋରାପୁଟ :ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ହଠାତ୍ ଗୁରୁବାର ସକାଳେ…
View More ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ,ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.
