କୋରାପୁଟ (ପ୍ରତିଫଳନ ମିଡ଼ିଆ) କୋରାପୁଟର ବୋହୂ, ଭୁବନେଶ୍ୱରର ଝିଅ, ରାଜସ୍ଥାନର ଉଦୟପୁର ସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସୁନିତା ମିଶ୍ର । ଦୀର୍ଘ ୬୨ ବର୍ଷ ପରେ ବିଶ୍ୱବିଦ୍ୟାଳୟରେ…
View More ଓଡ଼ିଆଙ୍କ ଗର୍ବ ଓ ଗୌରବ : ପ୍ରଥମ ମହିଳା କୁଳପତି ପ୍ରଫେସର ସୁନିତା ମିଶ୍ରCategory: ଶିକ୍ଷା
ଛାତରୁ ଖସିଗଲା ଛାତ୍ର ,ଲୁହା ଗ୍ରୀଲ ଉପରେ ଗଳି ରହିଲା 🔹ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ🔹 ଗଣେଶ ପୂଜା ଆଣିଦେଲା ଦୁଃଖ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଗଣେଶ ପୂଜା ଆଣିଦେଲା ଦୁଃଖ। ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲ ରେ ଘଟିଗଲା ଅଘଟଣ | ଗଣେଶ ପୂଜା ପାଇଁ ଆସି ଅଘଟଣ ଶିକାର ହେଲେ…
View More ଛାତରୁ ଖସିଗଲା ଛାତ୍ର ,ଲୁହା ଗ୍ରୀଲ ଉପରେ ଗଳି ରହିଲା 🔹ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ🔹 ଗଣେଶ ପୂଜା ଆଣିଦେଲା ଦୁଃଖଉତ୍କଳ ସମ୍ମିଳନୀର ବୈଠକ,ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଗୁରୁତ୍ୱାରୋପ ।
ରାୟଗଡ, ପ୍ରତିଫଳନ ମିଡ଼ିଆ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ସବୁବେଳେ ସ୍ୱତନ୍ତ୍ର୍ୟ । ଏସବୁର ସମୃଦ୍ଧି ଘଟିଲେ ଓଡ଼ିଆ ଜାତିର ପ୍ରଗତି ହୋଇପାରିବ।ଏଣୁ ପ୍ରତ୍ୟେକେ ଓଡ଼ିଆ, ଭାଷାର ବ୍ୟବହାର ପ୍ରତି ଯତ୍ନବାନ ରହିବା ଆବଶ୍ୟକ…
View More ଉତ୍କଳ ସମ୍ମିଳନୀର ବୈଠକ,ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଗୁରୁତ୍ୱାରୋପ ।ଜାତୀୟ ସ୍ତରରେ ଚମକିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ଶିକ୍ଷକ, ମାଲକାନଗିରିର ବସନ୍ତ କୁମାର ରଣା ଓ କୋରାପୁଟର ତରୁଣ କୁମାର ଦାସ ଏଥର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର, ଅବିଭକ୍ତ କୋରାପୁଟ ମାଳ ଅଞ୍ଚଳ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦେଖାଉଛି ନୂଆ ରାସ୍ତା
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ଏଥର ମାରିଲେ ବାଜି। ଜାତୀୟ ସ୍ତରରେ ଚମକିଲେ ମାଳ ଅଞ୍ଚଳର ଶିକ୍ଷକ। ଚଳିତ ବର୍ଷ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଦୁଇ ଜଣଙ୍କୁ…
View More ଜାତୀୟ ସ୍ତରରେ ଚମକିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ଶିକ୍ଷକ, ମାଲକାନଗିରିର ବସନ୍ତ କୁମାର ରଣା ଓ କୋରାପୁଟର ତରୁଣ କୁମାର ଦାସ ଏଥର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର, ଅବିଭକ୍ତ କୋରାପୁଟ ମାଳ ଅଞ୍ଚଳ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦେଖାଉଛି ନୂଆ ରାସ୍ତାଶିଶୁ ଶ୍ରମିକ ସମ୍ପର୍କିତ ଡ଼ ସଂଯୁକ୍ତା ମହାରଣାଙ୍କ ପୁସ୍ତକ ଉନ୍ମୋଚିତ🔹 କଳ୍ପନାପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ 🔹
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) କଳ୍ପନା ପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ ଏବଂ ପ୍ରଭାବୀ। ସହଜରେ ଲୋକଙ୍କ ଗ୍ରହଣୀୟତା ହୋଇଥାଏ। ସମାଜ ବିଭିନ୍ନ ସମସ୍ୟା ସାହିତ୍ୟରେ ସ୍ଥାନ ପାଇବା ଆବଶ୍ୟକ। ଏଭଳି…
View More ଶିଶୁ ଶ୍ରମିକ ସମ୍ପର୍କିତ ଡ଼ ସଂଯୁକ୍ତା ମହାରଣାଙ୍କ ପୁସ୍ତକ ଉନ୍ମୋଚିତ🔹 କଳ୍ପନାପ୍ରସୂତ ଠାରୁ ବାସ୍ତବଧର୍ମୀ ସାହିତ୍ୟ ଅଧିକ ଗ୍ରହଣୀୟ 🔹ହଷ୍ଟେଲ ପାଚିକାଙ୍କ ପୁଅ ପାଇଲେ ଏନଆଇଟି◽ ଅଣ୍ଟାମୋଡାରେ ଖୁସିର ଲହରି 🔻 ପିତାମାତା, ମାର୍ଗଦର୍ଶକ ଓ ଶିକ୍ଷକଙ୍କୁ ଦେଲେ ସଫଳତାର ଶ୍ରେୟ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଅଣ୍ଟାମୋଡା ଆବାସିକ ଉଚ୍ଚ ବିଦ୍ୟାଳୟରେ ପାଚିକାଙ୍କ ପୁଅ ପାଇଲା ଏନଆଇଟି। ପ୍ରସିଦ୍ଧ ରାଉରକେଲାର ଏନଆଇଟିରେ ଚଳିତ ବର୍ଷ ମେକାନିକାଲ ଇଞ୍ଜିନିଅର ଭାବେ ନାମ ଲେଖାଇଛନ୍ତି। ଅନୁସୂଚିତ ଜନଜାତି ଓ…
View More ହଷ୍ଟେଲ ପାଚିକାଙ୍କ ପୁଅ ପାଇଲେ ଏନଆଇଟି◽ ଅଣ୍ଟାମୋଡାରେ ଖୁସିର ଲହରି 🔻 ପିତାମାତା, ମାର୍ଗଦର୍ଶକ ଓ ଶିକ୍ଷକଙ୍କୁ ଦେଲେ ସଫଳତାର ଶ୍ରେୟଗୁଣୁପୁରରେ ତ୍ରିରଙ୍ଗା ଯାତ୍ରା
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଗୋଟିଏ ଦିନ ପରେ ସ୍ବାଧିନତା ଦିବସ | ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୁଧବାର ରାୟଗଡା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ହାତରେ…
View More ଗୁଣୁପୁରରେ ତ୍ରିରଙ୍ଗା ଯାତ୍ରାମୃତ ଶିକ୍ଷକଙ୍କୁବି ଛାଡ଼ୁ ନାହିଁ ଲାଞ୍ଚୁଆ କିରାଣୀ,ବକେୟା ବିଲ କରିବାକୁ ନେଉଥିଲେ ଟଙ୍କା,ଲାଞ୍ଚୁଆ କିରାଣୀ ସମ୍ବିତ ତ୍ରିପାଠୀ କୁ ଧରିଲା ଭିଜିଲାନସ୍ ।
ପ୍ରତିଫଳନ ମିଡ଼ିଆ ଧର୍ମ ସହିଲା ନାହିଁ । ଭିଜିଲାନସ୍ ହାତରେ ଧରି ପଡ଼ିଲେନନ୍ଦପୂର୍ ବ୍ଲକ୍ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟର କିରାଣୀ ସମ୍ବିତ ତ୍ରିପାଠୀ । ମୃତ ଶିକ୍ଷକଙ୍କ ଏରିଅର ବିଲ କରିବାକୁ ୩୦ ହଜାର ଟଙ୍କାଲାଞ୍ଚ…
View More ମୃତ ଶିକ୍ଷକଙ୍କୁବି ଛାଡ଼ୁ ନାହିଁ ଲାଞ୍ଚୁଆ କିରାଣୀ,ବକେୟା ବିଲ କରିବାକୁ ନେଉଥିଲେ ଟଙ୍କା,ଲାଞ୍ଚୁଆ କିରାଣୀ ସମ୍ବିତ ତ୍ରିପାଠୀ କୁ ଧରିଲା ଭିଜିଲାନସ୍ ।ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା,୪୧ ଜଣ ସଙ୍କୁଳସ୍ତରକୁ ମନୋନୀତ
ଟିକିରି (ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲା ଟିକିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚଳିତ ବର୍ଷ ର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଶିଶୁ, ବାଲ ଏବଂ କିଶୋର ବର୍ଗରୁ…
View More ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା,୪୧ ଜଣ ସଙ୍କୁଳସ୍ତରକୁ ମନୋନୀତଜ୍ଞାନଲୋକ ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହ
ରାୟଗଡା ( ପ୍ରତିଫଳନ ମିଡ଼ିଆ) ଶିକ୍ଷାବର୍ଷ 2025-26 ପାଇଁ ଜ୍ଞାନଲୋକ ଟ୍ରଷ୍ଟର ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହ ଆସିଷ୍ଟ ଚିଲଡ୍ରେନ ହୋମ, ରାୟଗଡା ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ଦୁଇ…
View More ଜ୍ଞାନଲୋକ ଦ୍ୱିତୀୟ ଛାତ୍ରବୃତ୍ତି ପୁରସ୍କାର ସମାରୋହ
