ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାୟଗଡା ଜିଲ୍ଲାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଷୁରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରକୃତି ରକ୍ଷା ନେଇ କୃତ୍ରିମ ବୁଦ୍ଧିମତାର ବିନମ୍ର ପ୍ରାର୍ଥନା ଆଧାରିତ…
View More ବିଲେଷୁ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ, ବେତାର ରୂପକ “ଏଇଆଇର ସବୁଜ ସ୍ବପ୍ନ” ଉନ୍ମୋଚିତCategory: ସ୍ଥାନୀୟ
ରାୟଗଡା ପୋଲିସର ସଫଳତା, ରଘୁବାରୀ ଜଙ୍ଗଲରେ ମାଓ ସାମଗ୍ରୀ ସଂରକ୍ଷଣସ୍ଥଳ ଠାବ, ବିପୁଳ ମାଓ ସାମଗ୍ରୀ ଜବତ
ରାୟଗଡା ( ପ୍ରତିଫଳନ ମିଡ଼ିଆ ) ରାୟଗଡା ଜିଲ୍ଲା ଅମ୍ବାଦଳା ପୋଲିସ ଦ୍ୱାରା ସୀମାବର୍ତ୍ତୀ ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ଏକ ବିଶାଳ ମାଓ ସାମଗ୍ରୀ ମହଜୁଦ ସ୍ଥଳ ଠାବ କରି ମାଓ ବିରୋଧୀ ଅଭିଯାନରେ…
View More ରାୟଗଡା ପୋଲିସର ସଫଳତା, ରଘୁବାରୀ ଜଙ୍ଗଲରେ ମାଓ ସାମଗ୍ରୀ ସଂରକ୍ଷଣସ୍ଥଳ ଠାବ, ବିପୁଳ ମାଓ ସାମଗ୍ରୀ ଜବତକୋଡ଼ିଙ୍ଗା ମାଳି ଖଣିରୁ ୩.୬ମିଲିୟନ ଟନରୁ ୬ମିଲିୟନ ଟନ ବକ୍ସାଇଟ ଖନନ ବୃଦ୍ଧିକୁ ନେଇ ଜନ ଶୁଣାଣି ଅନୁଷ୍ଠିତ 🔹ଅଞ୍ଚଳର ବିକାଶ ପାଇଁ ସର୍ତ୍ତ ରଖି ଲୋକେ କଲେ ସମର୍ଥନ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଚମ୍ପିଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜୁନ 25 ତାରିଖ ଗୁରୁବାର ଦିନ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଜନ…
View More କୋଡ଼ିଙ୍ଗା ମାଳି ଖଣିରୁ ୩.୬ମିଲିୟନ ଟନରୁ ୬ମିଲିୟନ ଟନ ବକ୍ସାଇଟ ଖନନ ବୃଦ୍ଧିକୁ ନେଇ ଜନ ଶୁଣାଣି ଅନୁଷ୍ଠିତ 🔹ଅଞ୍ଚଳର ବିକାଶ ପାଇଁ ସର୍ତ୍ତ ରଖି ଲୋକେ କଲେ ସମର୍ଥନଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ,ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.
କୋରାପୁଟ :ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ହଠାତ୍ ଗୁରୁବାର ସକାଳେ…
View More ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ,ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.ଭିଜିଲାନ୍ସର କାବୁରେ ରାୟଗଡ଼ାର ଲାଞ୍ଚୁଆ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ 🔹 ବିଲ୍ ପାସ୍ ପାଇଁ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲେ ଭିଜିଲାନ୍ସ 🔹 ଏକାଧିକ ସ୍ଥାନରେ ଚଢ଼ାଉ ଜାରି
ରାୟଗଡା (ପ୍ରତିଫଳନ ମିଡ଼ିଆ ) ମୋଟା ଦରମା ଅଣ୍ଟିଲାନି ବାବୁଙ୍କୁ। ଲୋଭ ବଢିଲା। ବିଲ ପାଇଁ ଦାବୀ କଲେ ଲାଂଚ । ଆଉ ଲାଞ୍ଚଖିଆ ଇଞ୍ଜିନିଅର ଶେଷରେ ଭିଜିଲାନ୍ସ ହାତରେ ଧରାପଡିଲେ। ସବୁଠାରୁ ଉଲ୍ଲେଖନୀୟ…
View More ଭିଜିଲାନ୍ସର କାବୁରେ ରାୟଗଡ଼ାର ଲାଞ୍ଚୁଆ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ 🔹 ବିଲ୍ ପାସ୍ ପାଇଁ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲେ ଭିଜିଲାନ୍ସ 🔹 ଏକାଧିକ ସ୍ଥାନରେ ଚଢ଼ାଉ ଜାରିସୃଜନ ଶିଳ୍ପୀ, ସଂଗଠକ ତଥା ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକଙ୍କ ପରଲୋକ
ରାୟଗଡ଼ା ( ପ୍ରତିଫଳନ ମିଡ଼ିଆ ) ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ(୬୯ ବର୍ଷ)ଙ୍କ ଗତ ୨୧ ତାରିଖ ରାତିରେ ହୃଦଘାତ ଜନିତ ଦେହାନ୍ତ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ…
View More ସୃଜନ ଶିଳ୍ପୀ, ସଂଗଠକ ତଥା ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକଙ୍କ ପରଲୋକଖଲିଗୁଡାରେ ବ୍ୟାଗ ଭିତରୁ ମହିଳାଙ୍କ ଗଳିତ ଶଵ ଉଦ୍ଧାର, ପରିଚୟ ପରେ ଜଣାପଡିବ ପ୍ରକୃତ କାରଣ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି । ହ୍ୟୁଣ୍ଡାଇ ଶୋରୁମ ପାଖ ରାସ୍ତା କଡ଼ରୁ ଏକ କଳା ରଙ୍ଗର ବ୍ୟାଗ…
View More ଖଲିଗୁଡାରେ ବ୍ୟାଗ ଭିତରୁ ମହିଳାଙ୍କ ଗଳିତ ଶଵ ଉଦ୍ଧାର, ପରିଚୟ ପରେ ଜଣାପଡିବ ପ୍ରକୃତ କାରଣଲୋକାର୍ପିତ ହେଲା ଶିବାଶିଷ ପାଢ଼ୀଙ୍କ ଗଳ୍ପ ସଙ୍କଳନ ‘ବଦଳୁଥିବା ମଣିଷ’
ଶବ୍ଦରେ ସମୟର ସ୍ପନ୍ଦନ ସଦାକାଳେ ଲିପିବଦ୍ଧ ସୁନ୍ଦରଗଡ଼ (ପ୍ରତିଫଳନ ମିଡ଼ିଆ )ମଣିଷ, ସମ୍ପର୍କ ଓ ସମୟ ନିରବରେ ପରିବର୍ତ୍ତନଶୀଳ । ଅଥଚ ମଣିଷ ଓ ମଣିଷ ଭିତର ଭାବ ଚିର ଜୀବନ୍ତ ହେତୁ ସମୟର…
View More ଲୋକାର୍ପିତ ହେଲା ଶିବାଶିଷ ପାଢ଼ୀଙ୍କ ଗଳ୍ପ ସଙ୍କଳନ ‘ବଦଳୁଥିବା ମଣିଷ’କୋରାପୁଟ:ପଟାଙ୍ଗୀ ନିକଟ ପାହାଡ଼ରେ ବୁଲୁଛି ହାତୀ ପଲ,ଫସଲ ନଷ୍ଟ କରିଦେବେ ଚିନ୍ତାରେ ଚାଷୀ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିକଟରେ ହାତୀପଲ ବୁଲୁଥୁବା ଦେଖିବାକୁ ମିଳିଛି।ପଲ୍ଲରେ 7ଟି ହାତୀ ରହିଥିବା ବେଳେ ସେଥି ମଧ୍ୟରୁ 3ଟି ଛୁଆ ହାତୀ ରହିଥିବା ଦୃଷ୍ଟି ଗୋଚର ହେଉଛି।…
View More କୋରାପୁଟ:ପଟାଙ୍ଗୀ ନିକଟ ପାହାଡ଼ରେ ବୁଲୁଛି ହାତୀ ପଲ,ଫସଲ ନଷ୍ଟ କରିଦେବେ ଚିନ୍ତାରେ ଚାଷୀପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଦେହାନ୍ତ 🔸ବିଭିନ୍ନ ମହଲରେ ଶୋକ 🔸ପ୍ରଗତିଶୀଳ ଗୁଣୁପୁର ଗଠନରେ ତାଙ୍କ ଅବଦାନ ସ୍ମରଣୀୟ
ଗୁଣପୁର (ପ୍ରତିଫଳନ ମିଡ଼ିଆ ) ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଦେହାନ୍ତ। କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ 76…
View More ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଦେହାନ୍ତ 🔸ବିଭିନ୍ନ ମହଲରେ ଶୋକ 🔸ପ୍ରଗତିଶୀଳ ଗୁଣୁପୁର ଗଠନରେ ତାଙ୍କ ଅବଦାନ ସ୍ମରଣୀୟ
