କୋରାପୁଟ ( ପ୍ରତିଫଳନ ମିଡ଼ିଆ ) ଓଡ଼ିଶାର କୋଟିଆ ସୀମାନ୍ତ ଗାଁ ନେରେଡି ଵାଲାସା ଗସ୍ତରେ ଆସି ମହିଳା ସମାବେଶ ରେ ଯୋଗଦେଲେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ…
View More କୋଟିଆରେ ଆନ୍ଧ୍ର ପ୍ରଦେଶ ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ 🔸ଆନ୍ଧ୍ରର ଦାଣ୍ଡିଗାଁ- ଓଡ଼ିଶା ନେରିଡିବାଲସା ଗ୍ରାମ ରାସ୍ତାର କଲେ ଉଦଘାଟନ🔸Category: ସ୍ଥାନୀୟ
ଦାଦାର ଜମି ହଡପ କଲା ପୁତୁରା🔷 ସନ୍ଦେହରେ ରାଜସ୍ବ ନିରୀକ୍ଷକ 🔷 ତଦନ୍ତ ନିର୍ଦ୍ଦେଶ ଦେଲେ ରାୟଗଡା ଉପଜିଲ୍ଲାପାଳ
ରାୟଗଡା (ପ୍ରତିଫଳନ ମିଡ଼ିଆ ) କାଶୀପୁର ଏବେ ପୁଣି ଚର୍ଚାରେ !ନିଜ ବୃଦ୍ଧ ଦାଦାଙ୍କୁ ମୃତ ଦର୍ଶାଇ ଜମି ହଡପ କରିଛି ପୁତୁରା । ଏପରି ଘଟଣା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ତଳପାଡିଖାଲ…
View More ଦାଦାର ଜମି ହଡପ କଲା ପୁତୁରା🔷 ସନ୍ଦେହରେ ରାଜସ୍ବ ନିରୀକ୍ଷକ 🔷 ତଦନ୍ତ ନିର୍ଦ୍ଦେଶ ଦେଲେ ରାୟଗଡା ଉପଜିଲ୍ଲାପାଳଧର୍ମପରାୟଣା ଜୟନ୍ତୀମାଳା ସାହୁଙ୍କ ପରଲୋକ
ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ବରିଷ୍ଠ ସମାଜସେବୀ, ଧର୍ମପରାୟଣା ଏବଂ ବରିଷ୍ଠ ଓ ସମ୍ମାନିତ ବ୍ୟକ୍ତିତ୍ଵ ଜୟନ୍ତୀ ମାଳା ସାହୁ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା…
View More ଧର୍ମପରାୟଣା ଜୟନ୍ତୀମାଳା ସାହୁଙ୍କ ପରଲୋକRayagada Citizens’ Forum Seeks ‘Sabara Express’ Name for New Puri–Koraput Train
RAYAGADA(Pratiphalan Media ) The Rayagada Citizens’ Forum has urged the Indian Railways to name the newly announced Puri–Koraput–Puri Express as the “Sabara Express”, highlighting the…
View More Rayagada Citizens’ Forum Seeks ‘Sabara Express’ Name for New Puri–Koraput Trainରାମନାଗୁଡାରେ: ଜୁନ ୧ରୁ ତିନିଦିନ ହେବ ବିଶ୍ୱ ଶାନ୍ତି ମହାଯଜ୍ଞ।ଭୂମି ପୂଜନ,ଧ୍ବଜା ପ୍ରତିଷ୍ଠା ସମ୍ପନ୍ନ
ପ୍ରତିଫଳନ ମିଡ଼ିଆ,ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ସଦର ମହକୁମା ଠାରେ ରେ ୧୦୮ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏଥି ପାଇଁ ଭୂମି ପୂଜନ ଓ ଧ୍ବଜା ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ…
View More ରାମନାଗୁଡାରେ: ଜୁନ ୧ରୁ ତିନିଦିନ ହେବ ବିଶ୍ୱ ଶାନ୍ତି ମହାଯଜ୍ଞ।ଭୂମି ପୂଜନ,ଧ୍ବଜା ପ୍ରତିଷ୍ଠା ସମ୍ପନ୍ନମେ ପହିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ 🔻ଯୋଗଦେବେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ, ରାଜ୍ୟ ଗ୍ରାମୀଣ ଉନ୍ନୟନ, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ🔻
ରାୟଗଡ଼ – ( ପ୍ରତିଫଳନ ମିଡ଼ିଆ ) ଆସନ୍ତା ମଇ ୧ତାରିଖରେ ଓଡିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ ଅନୁଷ୍ଠିତ ହେବ l ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର…
View More ମେ ପହିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ 🔻ଯୋଗଦେବେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ, ରାଜ୍ୟ ଗ୍ରାମୀଣ ଉନ୍ନୟନ, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ🔻LPG ଗ୍ୟାସ ସିଲିଣ୍ଡର ବୁକିଂ ଅପଡେଟ୍: ରିଫିଲ୍ ପାଇଁ ନୂତନ ନିୟମ ମଧ୍ୟରେ, ଇଣ୍ଡେନ ଗ୍ୟାସ୍, ଭାରତ ଗ୍ୟାସ୍, HP ଗ୍ୟାସ୍ ଅନଲାଇନରେ କିପରି ବୁକ୍ କରିବେ?
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) ଗ୍ୟାସ୍ ସିଲିଣ୍ଡର ବୁକିଂ ନିୟମ: ରିଫିଲ୍ ପାଇଁ ପ୍ରମୁଖ ନିୟମ ମଧ୍ୟରେ, ସରକାର ବିତରକମାନଙ୍କୁ ଏଡାଇବା ପାଇଁ ଅନଲାଇନ୍ ପଦ୍ଧତି ମାଧ୍ୟମରେ LPG ସିଲିଣ୍ଡର ବୁକିଂକୁ ଉତ୍ସାହିତ କରୁଛନ୍ତି। ଇଣ୍ଡେନ…
View More LPG ଗ୍ୟାସ ସିଲିଣ୍ଡର ବୁକିଂ ଅପଡେଟ୍: ରିଫିଲ୍ ପାଇଁ ନୂତନ ନିୟମ ମଧ୍ୟରେ, ଇଣ୍ଡେନ ଗ୍ୟାସ୍, ଭାରତ ଗ୍ୟାସ୍, HP ଗ୍ୟାସ୍ ଅନଲାଇନରେ କିପରି ବୁକ୍ କରିବେ?ଅର୍ଥ ବ୍ୟୟରେ ନୂଆ ମାଇଲଖୁଣ୍ଟ ସ୍ଥାପନ କଲା ରାୟଗଡା ଜିଲ୍ଲା ପରିଷଦ 🔸ଗୃହ ନିର୍ମାଣ ଓ ପ୍ରଧାନମନ୍ତ୍ରୀ ଜନମନ ଆବାସ ଯୋଜନା ଏବଂ ବିକଶିତ ଓଡିଶା, ବିକଶିତ ଗାଁ ଯୋଜନାରେ ରାୟଗଡା ଜିଲ୍ଲା ରାଜ୍ୟସ୍ତରରେ ଅଗ୍ରଣୀ
୨୦୨୫-୨୬ ଆର୍ଥିକ ବର୍ଷକୁ ସାମୂହିକ ପ୍ରୟାସ ଏବଂ ପ୍ରତିବଦ୍ଧତାର ବର୍ଷ କହିଲେ ରାୟଗଡା ସିଡିଓ ଖେମୁଣ୍ଡୁ ରାୟଗଡା (ପ୍ରତିଫଳନ ମିଡ଼ିଆ ) ଗ୍ରାମୀଣ ଅର୍ଥନୀତି ଯେତେବେଳେ ଉଜ୍ଜ୍ୱଳ ହୁଏ ଦେଶ ଉଜ୍ଜ୍ୱଳ ହୁଏ।…
View More ଅର୍ଥ ବ୍ୟୟରେ ନୂଆ ମାଇଲଖୁଣ୍ଟ ସ୍ଥାପନ କଲା ରାୟଗଡା ଜିଲ୍ଲା ପରିଷଦ 🔸ଗୃହ ନିର୍ମାଣ ଓ ପ୍ରଧାନମନ୍ତ୍ରୀ ଜନମନ ଆବାସ ଯୋଜନା ଏବଂ ବିକଶିତ ଓଡିଶା, ବିକଶିତ ଗାଁ ଯୋଜନାରେ ରାୟଗଡା ଜିଲ୍ଲା ରାଜ୍ୟସ୍ତରରେ ଅଗ୍ରଣୀଆନ୍ଧ୍ରରେ ଉତ୍କଳ ଦିବସ , ଓଡିଆଙ୍କ ପିଠା ଓ ମିଠାର ସ୍ୱାଦରେ ବିମୋହିତ ହେଲେ ବିଶାଖାପାଟଣାବାସୀ
ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ ) ବିଶାଖାପାଟଣାସ୍ଥ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ସହାୟତାରେ 90 ତମ ଉତ୍କଳ ଦିବସ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ଏବଂ ଏଥିସହ ଓଡ଼ିଆ ଫୁଡ ଫେଷ୍ଟିଭଲ…
View More ଆନ୍ଧ୍ରରେ ଉତ୍କଳ ଦିବସ , ଓଡିଆଙ୍କ ପିଠା ଓ ମିଠାର ସ୍ୱାଦରେ ବିମୋହିତ ହେଲେ ବିଶାଖାପାଟଣାବାସୀରାୟଗଡ଼ ପୌରପରିଷଦର ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକୁ ପ୍ରଶଂସା କଲେ ଗୁଡାରି ଏନଏସିର ଲୋକପ୍ରତିନିଧି ଓ ଅଧିକାରୀ
ପ୍ରତିଫଳନ ମିଡ଼ିଆ ରାୟଗଡ ସହରର ପରିଷ୍କାର ପରିଛନ୍ନତା ଓ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ରରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗୁଡ଼ାରୀ ଏନଏସି ର…
View More ରାୟଗଡ଼ ପୌରପରିଷଦର ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକୁ ପ୍ରଶଂସା କଲେ ଗୁଡାରି ଏନଏସିର ଲୋକପ୍ରତିନିଧି ଓ ଅଧିକାରୀ
