ରାୟଗଡ଼ା(ପ୍ରତିଫଳନ ମିଡ଼ିଆ ) ‘ବିକଳ୍ପ’ ଆମ ମାଟି ଆମ ସଂକଳ୍ପ ସଂଗଠନ, ରାୟଗଡ଼ ର ଉଦ୍ୟମରେ ସଦର ବ୍ଳକ ଜପାଖାଲ ଗ୍ରାମର ୧୧୫ ଜଣ ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୁଁ…
View More ବିକଳ୍ପ ସଂଗଠନର ସଚେତନତା କାର୍ଯ୍ୟକ୍ରମ “ମୁଁ ବି କମ୍ ନୁହେଁ”Category: ସ୍ଥାନୀୟ
ସିଜିମାଳି, କୁଟ୍ରୁ ମାଳି, ଶାଶୁବୋହୁ ମାଳି ଖଣିରୁ ବକ୍ସାଇଟି ଖନନ କରାଗଲେ କାଶୀପୁର ମରୁଭୂମି ପାଲଟିଯିବ -ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା
ପ୍ରତିଫଳନ ମିଡ଼ିଆ ଅଂଚଳର ସ୍ୱାର୍ଥକୁ ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା ପ୍ରତି ଦୃଷ୍ଟି ନଦେଇ ଖଣି ଖନନ କରାଗଲେ କାଶୀପୁର ମରୁଭୂମି ପାଲଯିବ, ପରିବେଶ ସନ୍ତୁଳନ ବିଗିଡ଼ିଯିବ, ଜଳ ସ୍ତର କମିଯିବ, ଝରଣା ଗୁଡିକ…
View More ସିଜିମାଳି, କୁଟ୍ରୁ ମାଳି, ଶାଶୁବୋହୁ ମାଳି ଖଣିରୁ ବକ୍ସାଇଟି ଖନନ କରାଗଲେ କାଶୀପୁର ମରୁଭୂମି ପାଲଟିଯିବ -ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଡେରାବିଶ ଇରିଗେସନ୍ ସବ୍-ଡିଭିଜନ୍ର ସହକାରୀ ଏକଜୁକ୍ୟୁଟିଭ ଇଞ୍ଜିନିୟର ପ୍ରମୋଦ ରାୟଙ୍କଘରେ ଭିଜିଲାନସ ଚଢ଼ାଉ, ବହୁ କୋଟିର ଆୟ ବହିର୍ଭୁତ ସମ୍ପତି ଠାବ!
ପ୍ରତିଫଳନ ମିଡ଼ିଆ, ଭୁବନେଶ୍ୱର ଚାକିରୀ କରି ସରକାରୀ ଅର୍ଥ ହଡପ କରି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଇଞ୍ଜିନିୟର ଙ୍କ ଘର ଓ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି…
View More ଡେରାବିଶ ଇରିଗେସନ୍ ସବ୍-ଡିଭିଜନ୍ର ସହକାରୀ ଏକଜୁକ୍ୟୁଟିଭ ଇଞ୍ଜିନିୟର ପ୍ରମୋଦ ରାୟଙ୍କଘରେ ଭିଜିଲାନସ ଚଢ଼ାଉ, ବହୁ କୋଟିର ଆୟ ବହିର୍ଭୁତ ସମ୍ପତି ଠାବ!ରାୟଗଡା ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାୟଗଡ଼ ଜିସିଡ଼ି ହାଇସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଛି ରାୟଗଡା ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପିଏମଶ୍ରୀ ଉତ୍ସବ। ଜିଲ୍ଲାର 26ଟି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟକୁ ନେଇ ଆୟୋଜିତ ଏଇ ଉତ୍ସବରେ…
View More ରାୟଗଡା ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବପ୍ରେମ ଗୁଣପୁରରେ ମୃତ୍ୟୁ ବାଙ୍ଗାଲୋରରେ • ସାମାନ୍ୟ ଭୁଲ ବୁଝାମଣା ନେଇଗଲା ଦୁଇ ଜୀବନ• ଘଟଣାର ଦୁଇ ଦିନ ପରେ ବାଙ୍ଗାଲୋର ପୋଲିସ ମୃତ ଦେହ କଲା ଉଦ୍ଧାର
ଗୁଣପୁର( ପ୍ରତିଫଳନ ମିଡ଼ିଆ ) “ସ୍ତ୍ରୀକୁ ଖୁବ ଭଲ ପାଉଥିଲି। ଆମ ଭିତରେ ସାମାନ୍ୟ ବୁଝାମଣା ଅଭାବରୁ ଘଟିଗଲା ବଡ଼ ଘଟଣା। ମୁଁ ଶୋଇ ଉଠିଲା ବେଳକୁ ସ୍ତ୍ରୀ ସୋଫାରେ ଶୋଇ ଜୀବନ ହାରିଦେଇଛି।…
View More ପ୍ରେମ ଗୁଣପୁରରେ ମୃତ୍ୟୁ ବାଙ୍ଗାଲୋରରେ • ସାମାନ୍ୟ ଭୁଲ ବୁଝାମଣା ନେଇଗଲା ଦୁଇ ଜୀବନ• ଘଟଣାର ଦୁଇ ଦିନ ପରେ ବାଙ୍ଗାଲୋର ପୋଲିସ ମୃତ ଦେହ କଲା ଉଦ୍ଧାରରାଜ୍ୟର ସବୁଠାରୁ ବଡ଼ ଅବକାରୀ ଚଢ଼ାଉ : ଓଡ଼ିଶା-ଆନ୍ତଃ ରାଜ୍ୟ ସୀମାରେ ₹200 କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ , ପୋଲିସ ହାତରେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗତ ବର୍ଷମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଘାଟି ର କାହାଣୀକୁ ପ୍ରତିଫଳିତ କରି ଏକ ନାଟକୀୟ ବାସ୍ତବ କାର୍ଯ୍ୟାନୁଷ୍ଠାନରେ, ଓଡିଶା ପୋଲିସ ଏକ ବିଶାଳ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ…
View More ରାଜ୍ୟର ସବୁଠାରୁ ବଡ଼ ଅବକାରୀ ଚଢ଼ାଉ : ଓଡ଼ିଶା-ଆନ୍ତଃ ରାଜ୍ୟ ସୀମାରେ ₹200 କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ , ପୋଲିସ ହାତରେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟଖଣି ଅଧିକାରୀଙ୍କ ଘରେ ଟଙ୍କାର ଖଣି,ବିଡା ବିଡା ଟଙ୍କା ଦେଖି ଭିଜିଲାନ୍ସ ଆଵା କାବା•କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪କୋଟି ଟଙ୍କାରୁ ଅଧିକ ନୋଟ ଜବତ
ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) ମାତ୍ର ତିରିଶି ହଜାର ଲାଞ୍ଚ ଖୋଲି ଦେଲା ଦୁର୍ନୀତିର ପାହାଡ଼ର ଦ୍ୱାର। ଆଉ ଦୁର୍ନୀତିର ଗୁମ୍ଫା ଭିତରେ ସଜେଇ ହୋଇ…
View More ଖଣି ଅଧିକାରୀଙ୍କ ଘରେ ଟଙ୍କାର ଖଣି,ବିଡା ବିଡା ଟଙ୍କା ଦେଖି ଭିଜିଲାନ୍ସ ଆଵା କାବା•କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪କୋଟି ଟଙ୍କାରୁ ଅଧିକ ନୋଟ ଜବତଗଞ୍ଜା ଚାଷ, ଚାଷୀ ଓ ଚୋରା ବ୍ୟବସାୟୀ ବିରୁଦ୍ଧରେ ପୋଲିସ ହେବ କଠୋର,ନିଆଯିବ କଡା କାର୍ଯ୍ୟାନୁଷ୍ଠାନ,ଓଡିଶା–ଆନ୍ଧ୍ର ପୋଲିସର ସଂଯୁକ୍ତ ସମନ୍ୱୟ ବୈଠକ,ଜାମିନ ବିହୀନ ଗିରଫ ପରୱାନକୁ NBW କଡାକଡି କାର୍ଯ୍ୟକାରୀ କରିବାକୁ ଏସପିଙ୍କ ଦାୟିତ୍ୱ – କନୱର ବିଶାଳ ସିଂହ,ଡିଆଇଜି
ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗଂଜା ଚାଷ, ଚାଷୀ ଓ ଚୋରା ଚାଲାଣ କାରୀଙ୍କ ସମେତ NBWଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପଡୋଶୀ ଆନ୍ଧ୍ର ପୋଲିସ ଓ ଓଡିଶା ପୋଲିସ ମଧ୍ୟରେ…
View More ଗଞ୍ଜା ଚାଷ, ଚାଷୀ ଓ ଚୋରା ବ୍ୟବସାୟୀ ବିରୁଦ୍ଧରେ ପୋଲିସ ହେବ କଠୋର,ନିଆଯିବ କଡା କାର୍ଯ୍ୟାନୁଷ୍ଠାନ,ଓଡିଶା–ଆନ୍ଧ୍ର ପୋଲିସର ସଂଯୁକ୍ତ ସମନ୍ୱୟ ବୈଠକ,ଜାମିନ ବିହୀନ ଗିରଫ ପରୱାନକୁ NBW କଡାକଡି କାର୍ଯ୍ୟକାରୀ କରିବାକୁ ଏସପିଙ୍କ ଦାୟିତ୍ୱ – କନୱର ବିଶାଳ ସିଂହ,ଡିଆଇଜିରାୟଗଡ଼ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ•”ମଣିଷର ସକଳ ଦୁଃଖକୁ ପିଏ ଯେ ସେ ହିଁ ଲେଖକ”
ଗବେଷକ ଶ୍ରୀରଙ୍ଗ ନାୟକ ପାଇଲେ ସମ୍ବାଦ ସାହିତ୍ୟ ଘର ସମ୍ମାନ ରାୟଗଡ଼ (ପ୍ରତିଫଳନ ମିଡ଼ିଆ ) ପ୍ରକୃତି ଯେତେବେଳେ ପର୍ଯ୍ୟନ୍ତ ଥିବ ସେତେଦିନ ପର୍ଯ୍ୟନ୍ତ ସାହିତ୍ୟ ବଂଚିଥିବ। ସମାଜରୁ ମାନବିକତା ଲିଭି ଗଲେ ସାହିତ୍ୟ…
View More ରାୟଗଡ଼ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ•”ମଣିଷର ସକଳ ଦୁଃଖକୁ ପିଏ ଯେ ସେ ହିଁ ଲେଖକ”ଜିଲ୍ଲାପାଳଙ୍କ କୋଟିଆ ଗସ୍ତ : ପାହାଡ଼ ଚଡିଲେ, ମିଲେଟ୍ କାଫେ ଦେଖିଲେ, ଜୀବିକା ଉନ୍ନୟନକାର୍ଯ୍ୟକ୍ରମର କଲେ ଅନୁଧ୍ୟାନ
ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲାପାଳ କୋଟିଆ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି। ପାହାଡ଼ ଚଡିଲେ ଜଙ୍ଗଲରେ ଚାଲି ଚାଲି ଗଲେ, ଚାଷୀଙ୍କ ଦୁଃଖ ବୁଝିଲେ। କୋଟିଆ ଗସ୍ତ କ୍ରମରେ…
View More ଜିଲ୍ଲାପାଳଙ୍କ କୋଟିଆ ଗସ୍ତ : ପାହାଡ଼ ଚଡିଲେ, ମିଲେଟ୍ କାଫେ ଦେଖିଲେ, ଜୀବିକା ଉନ୍ନୟନକାର୍ଯ୍ୟକ୍ରମର କଲେ ଅନୁଧ୍ୟାନ
