ଡ୍ରୋନ୍ ଭିଡିଓ ସେୟାର କରି କହିଲେ—ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟର ଅପୂର୍ବ ପ୍ରକାଶ କୋରାପୁଟ ( ପ୍ରତିଫଳନ ମିଡ଼ିଆ ) ଯେଉଁଠି ପାହାଡ଼ ସହ ମେଘର ମିଳନ, ଯେଉଁଠି ଘଞ୍ଚ ସବୁଜିମାର ଛାତି ଚିରି ସାପ…
View More ଜୟପୁର ଘାଟିର ସୌନ୍ଦର୍ଯ୍ୟରେ ମୁଗ୍ଧ ଓଡିଶା ରାଜ୍ୟପାଳCategory: ପରିବେଶ
ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ, ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ଜିଲ୍ଲାପାଳ ନିଜେ କଲେ ସଫେଇ
ବ୍ରହ୍ମପୁର : (ପ୍ରତିଫଳନ ମିଡ଼ିଆ ) ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ କ୍ରମରେ ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ଝାଡୁ ଓ କୋଡ଼ି ଧରି ସଫେଇ କଲେ…
View More ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ, ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ଜିଲ୍ଲାପାଳ ନିଜେ କଲେ ସଫେଇଯନ୍ତ୍ରରେ ସଫେଇ,ଧୂଳିମୁକ୍ତ ଚକାଚକ୍ ହେବ ରାୟଗଡ ସହର
ରାୟଗଡ଼ ସହରରେ ଆଧୁନିକ ସ୍ୱଚ୍ଛତାର ନୂଆ ଅଧ୍ୟାୟ।ଆରମ୍ଭ ହେବ ଅତ୍ୟାଧୁନିକ ମେକାନିକାଲ୍ ସ୍ୱିପିଂ ବ୍ୟବସ୍ଥା। ପ୍ରତିଫଳନ ମିଡ଼ିଆ ମନୁଷ୍ୟ ଦ୍ୱାରା ନୁହେଁ ଏବେ ସହରକୁ ସଫେଇ କରିବ ଯନ୍ତ୍ର। ଯନ୍ତ୍ର ଦ୍ୱାରା ସ୍ୱଚ୍ଛ, ସୁନ୍ଦର…
View More ଯନ୍ତ୍ରରେ ସଫେଇ,ଧୂଳିମୁକ୍ତ ଚକାଚକ୍ ହେବ ରାୟଗଡ ସହରସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !
ପ୍ରତିଫଳନ ମିଡ଼ିଆ ରାୟଗଡ଼ ସହରକୁ ସ୍ୱଚ୍ଛ ରଖିବା ଓ ପରିବେଶର ସୁରକ୍ଷା ପାଇଁ ପୌର ପରିଷଦ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା…
View More ସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !ରାୟଗଡ଼ରେ ସ୍ୱାୟତ୍ତ ଶାସନ ଦିବସ: ବିକଶିତ ସହର ଗଠନ, ସେବାକୁ ଗୁରୁତ୍ୱ ପାଇଁ ସଂକଳ୍ପ
ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରତିଭାଙ୍କୁ ସମ୍ମାନ ପ୍ରଦାନ ପ୍ରତିଫଳନ ମିଡ଼ିଆ ରାୟଗଡ଼ା:ସହରର ବିକାଶ ଓ ନାଗରିକ ସେବାର ପ୍ରଗତିର ସଂକଳ୍ପକୁ ଆହୁରି ଦୃଢ଼ କରିବାର ଆହ୍ୱାନ ସହ ରାୟଗଡ଼ ପୌରପରିଷଦ ପରିସରରେ ଆଡ଼ମ୍ବର ଓ…
View More ରାୟଗଡ଼ରେ ସ୍ୱାୟତ୍ତ ଶାସନ ଦିବସ: ବିକଶିତ ସହର ଗଠନ, ସେବାକୁ ଗୁରୁତ୍ୱ ପାଇଁ ସଂକଳ୍ପରାଜସ୍ୱ ସଂଗ୍ରହରେ ଗୁଡାରୀ NACକୁ ରାଜ୍ୟ ସ୍ତରୀୟ ସମ୍ମାନ
“ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧିରେ ସ୍ୱାୟତ୍ତ ସଂସ୍ଥାର ପ୍ରଶଂସନୀୟ କାର୍ଯ୍ୟଦକ୍ଷତା”ପାଇଁ ମିଳିବ ସମ୍ନାନ, NACକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର ରାଶି। ପ୍ରତିଫଳନ ମିଡ଼ିଆ ରାୟଗଡା ଜିଲ୍ଲା ଗୁଡାରୀ ଏନଏସି ନିଜସ୍ୱ ରାଜସ୍ୱ…
View More ରାଜସ୍ୱ ସଂଗ୍ରହରେ ଗୁଡାରୀ NACକୁ ରାଜ୍ୟ ସ୍ତରୀୟ ସମ୍ମାନୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତ
ରାୟଗଡ଼ା ( ପ୍ରତିଫଳନ ମିଡ଼ିଆ ) ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହାର ସିଏସଆର ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ…
View More ୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ କଲେ ପତ୍ତାକା ଉତ୍ତୋଳନ
ନବରଙ୍ଗପୁର, ପ୍ରତିଫଳନ ମିଡ଼ିଆ -ନବରଙ୍ଗପୁର ଜିଲ୍ଲା ସଦରମହକୁମା ଠାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ରେ ପାଳିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର,…
View More ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ କଲେ ପତ୍ତାକା ଉତ୍ତୋଳନଓମଫେଡ଼ର ବନ୍ୟା ପ୍ରଭାବିତ ଅଂଚଳରେ ଗୋଖାଦ୍ୟ ବଣ୍ଟନ • ଗତ ୪ ଦିନରେ ବାଣ୍ଟିଛି ୫୦୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ • ୧୦୦୦ ମେଟ୍ରିକ୍ ଟନରୁଅଧିକ ଗୋଖାଦ୍ୟ ବାଣ୍ଟିବ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା। ବନ୍ୟା ବିତ୍ପାତରେ ବେଘର ଅନେକ ଲୋକ । ପାଣିରେ ଉବୁଟୁବୁ ଅନେକ ଗାଁ। ମଣିଷଙ୍କ ଅବସ୍ଥା ସାଙ୍ଘାତିକ । ଏଭଳି ସ୍ଥିତିରେ…
View More ଓମଫେଡ଼ର ବନ୍ୟା ପ୍ରଭାବିତ ଅଂଚଳରେ ଗୋଖାଦ୍ୟ ବଣ୍ଟନ • ଗତ ୪ ଦିନରେ ବାଣ୍ଟିଛି ୫୦୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ • ୧୦୦୦ ମେଟ୍ରିକ୍ ଟନରୁଅଧିକ ଗୋଖାଦ୍ୟ ବାଣ୍ଟିବରାୟଗଡାରେ ଆଦାନୀ ଗ୍ରୁପ ମୁଖ୍ୟ,ଆକାଶ ମାର୍ଗରୁ କାଶୀପୁର ଖଣି ଅଞ୍ଚଳ ଓ କାରଖାନା ସ୍ଥାନ କଲେ ସର୍ଭେ
ରାୟଗଡା ( ପ୍ରତିଫଳନ ମିଡ଼ିଆ ) ରାୟଗଡାରେ ଆଦାନୀ ଗ୍ରୁପର ମୁଖ୍ୟ । ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାକୁ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀ ଗ୍ରୁପର ମାଲିକ ଆଜି ହେଲିକପ୍ଟର…
View More ରାୟଗଡାରେ ଆଦାନୀ ଗ୍ରୁପ ମୁଖ୍ୟ,ଆକାଶ ମାର୍ଗରୁ କାଶୀପୁର ଖଣି ଅଞ୍ଚଳ ଓ କାରଖାନା ସ୍ଥାନ କଲେ ସର୍ଭେ
