ମାଲକାନଗିରି (ପ୍ରତିଫଳନ ମିଡ଼ିଆ )ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଗତି ପଥେ ମାଲକାନଗିରି ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯିବ। ସ୍ଵଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ସମସ୍ତ ଜଟିଳ ଓ ବହୁସ୍ତରୀୟ…
View More ମାଲକାନଗିରି ଜିଲ୍ଲାପାଳଙ୍କୁ ଜାତୀୟ ସ୍କଚ ଆୱାର୍ଡ, ଛୁଟୁଛି ଶୁଭେଚ୍ଛାର ସୁଅAuthor: Keerti chandra Sahu
ଟାଟା ଏଆଇଏ ପକ୍ଷରୁ ଡ଼. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ସମ୍ମାନିତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ପବିତ୍ର ଗୁରୁ ଦିବସ ଅବସରରେ ଟାଟା ଏଆଇଏ ଲାଇଫ ଇନ୍ଷ୍ୟୁରେନ୍ସ କମ୍ପାନୀ ପକ୍ଷରୁ ଶିକ୍ଷକ ଡ଼. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ…
View More ଟାଟା ଏଆଇଏ ପକ୍ଷରୁ ଡ଼. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ସମ୍ମାନିତନିଶାମୁକ୍ତ ଓଡ଼ିଶା ଅଭିଯାନ: କୋରାପୁଟ ପୁଲିସ ଦ୍ୱାରା ୧୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ, ୩ ଗିରଫ
ସୂଚନା ଲୁଚାଇଲେ ଅଂଚଳର ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ -କୋରାପୁଟ ଏସପି ପ୍ରତିଫଳନ ମିଡ଼ିଆ କୋରାପୁଟ: ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗଞ୍ଜେଇ ଚାଷ ଓ ଚୋରା କାରବାର…
View More ନିଶାମୁକ୍ତ ଓଡ଼ିଶା ଅଭିଯାନ: କୋରାପୁଟ ପୁଲିସ ଦ୍ୱାରା ୧୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ, ୩ ଗିରଫପାରା ଭଲିବଲ ଚାମ୍ପିୟନସିପ୍ରେ ଖେଳିବେ ରାୟଗଡ଼ାର ଦିବ୍ୟାଙ୍ଗ ଖେଳାଳି
ରେଳ ଯୋଗେ ଭୁବନେଶ୍ୱର ଯାତ୍ରା,ଷ୍ଟେସନରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଓ ଉତ୍ସାହବର୍ଦ୍ଧନ ପ୍ରତିଫଳନ ମିଡ଼ିଆ ପ୍ରତିବନ୍ଧକତାକୁ ପଛରେ ପକାଇ ଦୃଢ଼ ମନୋବଳ ସହ ଖେଳ ମଇଦାନରେ ଆଗକୁ ବଢ଼ୁଛନ୍ତି ରାୟଗଡ଼ାର ଦିବ୍ୟାଙ୍ଗ ଭଲିବଲ…
View More ପାରା ଭଲିବଲ ଚାମ୍ପିୟନସିପ୍ରେ ଖେଳିବେ ରାୟଗଡ଼ାର ଦିବ୍ୟାଙ୍ଗ ଖେଳାଳିଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟର
ଜଗତସିଂହପୁର (ପ୍ରତିଫଳନ ମିଡ଼ିଆ ) ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜଗତସିଂହପୁର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଯାଜପୁର ସ୍ଥିତ ଏକ ହୋଲସେଲରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ…
View More ଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟରବିଜେପିରେ ଗୋଳମାଳିଆ ସ୍ଥିତି, ବିଜେଡି ହେଉଛି ରସାତଳ, କଂଗ୍ରେସ ହେବ ନିଛିହ୍ନ !
ଗଞ୍ଜାମ ରାଜନୀତି ଘଡିକେ ଘୋଡା ଛୁଟୁଛି ବ୍ରହ୍ମପୁର : (ବେଣୁଧର ମହାନ୍ତି ) ବିଜେପିରେ ଗୋଳମାଳିଆ ସ୍ଥିତି । ବିଜେଡି ହେଉଛି ରସାତଳ । ଆଉ କଂଗ୍ରେସ ହେବ ନିଛିହ୍ନ ! ଵର୍ତମାନ ଗଞ୍ଜାମ…
View More ବିଜେପିରେ ଗୋଳମାଳିଆ ସ୍ଥିତି, ବିଜେଡି ହେଉଛି ରସାତଳ, କଂଗ୍ରେସ ହେବ ନିଛିହ୍ନ !ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଜନଜାତି କଳାକାର, ଗଞ୍ଜାମ ଗସ୍ତ ବେଳେ ନୃତ୍ୟରେ ବିମୋହିତ ହୋଇଥିଲେ ରାଷ୍ଟ୍ରପତି
ବ୍ରହ୍ମପୁର (ବେଣୁଧର ମହାନ୍ତି ) ଅଗଷ୍ଟ ୪ ତାରିଖରେ ମହାମହିମ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣିସ୍ଥିତ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ…
View More ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଜନଜାତି କଳାକାର, ଗଞ୍ଜାମ ଗସ୍ତ ବେଳେ ନୃତ୍ୟରେ ବିମୋହିତ ହୋଇଥିଲେ ରାଷ୍ଟ୍ରପତିଯନ୍ତ୍ରରେ ସଫେଇ,ଧୂଳିମୁକ୍ତ ଚକାଚକ୍ ହେବ ରାୟଗଡ ସହର
ରାୟଗଡ଼ ସହରରେ ଆଧୁନିକ ସ୍ୱଚ୍ଛତାର ନୂଆ ଅଧ୍ୟାୟ।ଆରମ୍ଭ ହେବ ଅତ୍ୟାଧୁନିକ ମେକାନିକାଲ୍ ସ୍ୱିପିଂ ବ୍ୟବସ୍ଥା। ପ୍ରତିଫଳନ ମିଡ଼ିଆ ମନୁଷ୍ୟ ଦ୍ୱାରା ନୁହେଁ ଏବେ ସହରକୁ ସଫେଇ କରିବ ଯନ୍ତ୍ର। ଯନ୍ତ୍ର ଦ୍ୱାରା ସ୍ୱଚ୍ଛ, ସୁନ୍ଦର…
View More ଯନ୍ତ୍ରରେ ସଫେଇ,ଧୂଳିମୁକ୍ତ ଚକାଚକ୍ ହେବ ରାୟଗଡ ସହର50 ଘଣ୍ଟା ବିତିଲା ମିଳୁନି ମେଡିକାଲ ଛାତ୍ରର ସନ୍ଧାନ, ଥାନାରେ ଅଭିଯୋଗ କଲେ ଏମ କେ ସି ଜି ମେଡିକାଲ କଲେଜ କର୍ତ୍ତୃପକ୍ଷ , ପୁଲିସର ତଦନ୍ତ ଆରମ୍ଭ
ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ସାଗର ସାହୁ ନିଖୋଜ ହୋଇଥିବା ଜଣାପଡିଛି ।କଲେଜ ପରୀକ୍ଷା ହଲ ସମ୍ମୁଖରୁ ଗତ…
View More 50 ଘଣ୍ଟା ବିତିଲା ମିଳୁନି ମେଡିକାଲ ଛାତ୍ରର ସନ୍ଧାନ, ଥାନାରେ ଅଭିଯୋଗ କଲେ ଏମ କେ ସି ଜି ମେଡିକାଲ କଲେଜ କର୍ତ୍ତୃପକ୍ଷ , ପୁଲିସର ତଦନ୍ତ ଆରମ୍ଭକାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ିରେ ପଡିଲା ପଥର , ଓଡ଼ିଆ ପର୍ଯ୍ୟଟକ ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ ସରପଞ୍ଚ ହିମାଂଶୁଙ୍କ ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ି ଉପରେ ପଥର ପଡିବାରୁ ଓଡ଼ିଆ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ…
View More କାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ିରେ ପଡିଲା ପଥର , ଓଡ଼ିଆ ପର୍ଯ୍ୟଟକ ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ ସରପଞ୍ଚ ହିମାଂଶୁଙ୍କ ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
