ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ ) ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ି ଉପରେ ପଥର ପଡିବାରୁ ଓଡ଼ିଆ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ…
View More କାଶ୍ମୀର ଅନନ୍ତନାଗରେ ଇନୋଭା ଗାଡ଼ିରେ ପଡିଲା ପଥର , ଓଡ଼ିଆ ପର୍ଯ୍ୟଟକ ଗଞ୍ଜାମ ଜିଲ୍ଲା ଗୋପାଳପୁର ନାରାୟଣପୁର ଗ୍ରାମର ପୂର୍ବତନ ସରପଞ୍ଚ ହିମାଂଶୁଙ୍କ ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟାAuthor: Keerti chandra Sahu
ସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !
ପ୍ରତିଫଳନ ମିଡ଼ିଆ ରାୟଗଡ଼ ସହରକୁ ସ୍ୱଚ୍ଛ ରଖିବା ଓ ପରିବେଶର ସୁରକ୍ଷା ପାଇଁ ପୌର ପରିଷଦ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା…
View More ସ୍ୱଚ୍ଛ ସହର ଅଭିଯାନ: ବାୟୋ-ମାଇନିଂ ମାଧ୍ୟମରେ ହଟିବ ପୁରୁଣା ବର୍ଜ୍ୟବସ୍ତୁ, ବଦଳିବ ମଝିଘରିଆଣୀ ମନ୍ଦିର ଅଞ୍ଚଳର ଚିତ୍ର !କବିତାର ମର୍ଯ୍ୟାଦା ଫେରାଇବାକୁ ସାଧନା ଓ ସୃଜନଶୀଳତାର ଆହ୍ୱାନ
ଉତ୍କଳ ସାହିତ୍ୟ ସମାଜର ୧୨୪ତମ ବାର୍ଷିକ ସମାବର୍ତ୍ତନରେ ଜମିଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ ପ୍ରତିଫଳନ ମିଡ଼ିଆ, କଟକ କବିତା କେବଳ ଶବ୍ଦର ସମାହାର ନୁହେଁ; ଏହା ହୃଦୟର ଅନୁଭବ, ଚେତନାର ଅଭିବ୍ୟକ୍ତି ଓ ସମାଜର…
View More କବିତାର ମର୍ଯ୍ୟାଦା ଫେରାଇବାକୁ ସାଧନା ଓ ସୃଜନଶୀଳତାର ଆହ୍ୱାନରାୟଗଡ଼ରେ ସ୍ୱାୟତ୍ତ ଶାସନ ଦିବସ: ବିକଶିତ ସହର ଗଠନ, ସେବାକୁ ଗୁରୁତ୍ୱ ପାଇଁ ସଂକଳ୍ପ
ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରତିଭାଙ୍କୁ ସମ୍ମାନ ପ୍ରଦାନ ପ୍ରତିଫଳନ ମିଡ଼ିଆ ରାୟଗଡ଼ା:ସହରର ବିକାଶ ଓ ନାଗରିକ ସେବାର ପ୍ରଗତିର ସଂକଳ୍ପକୁ ଆହୁରି ଦୃଢ଼ କରିବାର ଆହ୍ୱାନ ସହ ରାୟଗଡ଼ ପୌରପରିଷଦ ପରିସରରେ ଆଡ଼ମ୍ବର ଓ…
View More ରାୟଗଡ଼ରେ ସ୍ୱାୟତ୍ତ ଶାସନ ଦିବସ: ବିକଶିତ ସହର ଗଠନ, ସେବାକୁ ଗୁରୁତ୍ୱ ପାଇଁ ସଂକଳ୍ପପଚିଶ ବର୍ଷ ଶିକ୍ଷକ ଜୀବନର ପୂର୍ତ୍ତି, ରଜତ ଜୟନ୍ତୀ ପାଳନ ସମାରୋହ ଆୟୋଜିତ , ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବାକୁ ଶପଥ ନେଲେ ୨୦୦୧ କଲ୍ୟାଣ ବିଭାଗ ଶିକ୍ଷକଶିକ୍ଷୟିତ୍ରୀ ଗୋଷ୍ଠୀ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ପାରସ୍ପରିକ ସମ୍ପର୍କ ଓ ସଦଭାବନା ବଜାୟ ରଖିବା ଲାଗି ଗତ ରବିବାର ରାୟଗଡ଼ାସ୍ଥିତ ହୋଟେଲ ରାଜଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରେ ୨୦୦୧ ମସିହାରେ…
View More ପଚିଶ ବର୍ଷ ଶିକ୍ଷକ ଜୀବନର ପୂର୍ତ୍ତି, ରଜତ ଜୟନ୍ତୀ ପାଳନ ସମାରୋହ ଆୟୋଜିତ , ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବାକୁ ଶପଥ ନେଲେ ୨୦୦୧ କଲ୍ୟାଣ ବିଭାଗ ଶିକ୍ଷକଶିକ୍ଷୟିତ୍ରୀ ଗୋଷ୍ଠୀରାଜସ୍ୱ ସଂଗ୍ରହରେ ଗୁଡାରୀ NACକୁ ରାଜ୍ୟ ସ୍ତରୀୟ ସମ୍ମାନ
“ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧିରେ ସ୍ୱାୟତ୍ତ ସଂସ୍ଥାର ପ୍ରଶଂସନୀୟ କାର୍ଯ୍ୟଦକ୍ଷତା”ପାଇଁ ମିଳିବ ସମ୍ନାନ, NACକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର ରାଶି। ପ୍ରତିଫଳନ ମିଡ଼ିଆ ରାୟଗଡା ଜିଲ୍ଲା ଗୁଡାରୀ ଏନଏସି ନିଜସ୍ୱ ରାଜସ୍ୱ…
View More ରାଜସ୍ୱ ସଂଗ୍ରହରେ ଗୁଡାରୀ NACକୁ ରାଜ୍ୟ ସ୍ତରୀୟ ସମ୍ମାନକୋରାପୁଟରେ ସାଇବର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କୋରାପୁଟ, ପ୍ରତିଫଳନ ମିଡ଼ିଆ କୋରାପୁଟ ସାଇବର ପୋଲିସ୍ ପକ୍ଷରୁ ଲଗାତାର ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।କୋରାପୁଟ କଫିବୋର୍ଡ ନିକଟସ୍ଥ ମାଛରା ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସାଇବର ଡିଏସ୍ପି ଭବାନୀ ପ୍ରଧାନଙ୍କ…
View More କୋରାପୁଟରେ ସାଇବର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡା ( ପ୍ରତିଫଳନ ମିଡ଼ିଆ ) ପିଲାଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଜାଗ୍ରତ କରିବା ଓ ନେତୃତ୍ୱର ବିକାଶ ଲାଗି ରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ (Youth Parliament)…
View More ରାୟଗଡା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ‘ଯୁବ ସଂସଦ’ ପ୍ରତିଯୋଗିତା ଅନୁଷ୍ଠିତ୨୪୯ ଦିନ ଧରି ହାତଲେଖା କବିତା ଅପଲୋଡ୍, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କିଶୋର କୁମାର
ରାୟଗଡ଼( ପ୍ରତିଫଳନ ମିଡ଼ିଆ ) ରାୟଗଡ ସହରର ଇନ୍ଦିରା ନଗର ଦ୍ଵିତୀୟ ଗଳିରେ ବସବାସ କରୁଥିବା କିଶୋର କୁମାର ପଟ୍ଟନାୟକ ଏକ ବିରଳ କୃତିତ୍ୱ ଅର୍ଜନ କରି ରାୟଗଡ ପାଇଁ ଗୌରବ ଆଣିଛନ୍ତି ।…
View More ୨୪୯ ଦିନ ଧରି ହାତଲେଖା କବିତା ଅପଲୋଡ୍, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କିଶୋର କୁମାରRayagada Police Bust Burglary Gang: 12 Arrested,Gold, Silver,3 Cars, Bullet & 12 Mobile Phones Seized
Major Crackdown on Burglary Network; Stolen Valuables Recovered Pratiphalan Media Rayagada: In a major breakthrough against a burglary network operating across Rayagada district, police have…
View More Rayagada Police Bust Burglary Gang: 12 Arrested,Gold, Silver,3 Cars, Bullet & 12 Mobile Phones Seized
