(ପ୍ରତିଫଳନ ମିଡ଼ିଆ) ସମୟର ପ୍ରତିଫଳନ ଯାହା ଅନୁମାନ କରୁଥିଲା ତାହା ସତ୍ୟ ପ୍ରମାଣିତ ହେଲା । ଏକ ବଙ୍ଗଳା ଭାଷାର ନ୍ୟୁଜ ଚ୍ୟାନେଲ ଛି ଛି ଛିରେ ନୁନି ଛି କୁ ସମ୍ବଲପୁରୀ ବୋଲି…
View More ପ୍ରତିଫଳନ ମିଡ଼ିଆର ଅନୁମାନସତ୍ୟ ହେଲା■ବଙ୍ଗଳା ନ୍ୟୁଜ ଚ୍ୟାନେଲରେ ଦେଶିଆ ଗୀତ ହେଲା ସମ୍ବଲପୁରୀ◆ମାଳଭୂମିରେ ବଢୁଛି ଅସନ୍ତୋଷAuthor: Keerti chandra Sahu
ଏସୟୁଜେ ଓଡ଼ିଶାର ୫ ମ ବାର୍ଷିକ ଉତ୍ସବ◆ବିପଦକୁ ନ ଡରି ସତ୍ୟକୁ ସାମନାକୁ ଆଣିବା ସାମ୍ବାଦିକଙ୍କ ଧର୍ମ ଓ କର୍ତ୍ତବ୍ୟ ହେଉ -ମନ୍ତ୍ରୀ ସୁରେଶ ପୂଜାରୀ।
(ପ୍ରତିଫଳନ ମିଡ଼ିଆ) ସତ୍ୟ ଓ ନ୍ୟାୟ ରେ ରହିଲେ ବିପଦ ଆସିବା ସ୍ଵାଭାବିକ । ପୁରାଣ ଓ ଇତିହାସରୁ ଜଣାଯାଏ । ସାମ୍ବାଦିକ ବୃତ୍ତି ରେ ଚାପ କୁ ଖାତିର ନକରି ସତ୍ୟ ତଥ୍ୟକୁ…
View More ଏସୟୁଜେ ଓଡ଼ିଶାର ୫ ମ ବାର୍ଷିକ ଉତ୍ସବ◆ବିପଦକୁ ନ ଡରି ସତ୍ୟକୁ ସାମନାକୁ ଆଣିବା ସାମ୍ବାଦିକଙ୍କ ଧର୍ମ ଓ କର୍ତ୍ତବ୍ୟ ହେଉ -ମନ୍ତ୍ରୀ ସୁରେଶ ପୂଜାରୀ।ଟ୍ରାକ୍ଟର ଓଲଟି ସ୍ବାମୀ ସ୍ତ୍ରୀ ମୃତ
(ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତା ରେ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗସ୍ତ ହୋଇଛି | ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟର ଦୁର୍ଘଟଣା…
View More ଟ୍ରାକ୍ଟର ଓଲଟି ସ୍ବାମୀ ସ୍ତ୍ରୀ ମୃତରାୟଗଡ଼ାର କୃତି ଶିକ୍ଷାବିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସଂପାଦକ ଭାବେ ନିର୍ବାଚିତ◆ବିଭିନ୍ନ ମହଲରୁ ଡ଼ ଈଶ୍ଵର ଚନ୍ଦ୍ର ନାୟକଙ୍କୁ ଶୁଭେଚ୍ଛା
(ପ୍ରତିଫଳନ ମିଡ଼ିଆ) ଓଡ଼ିଶାର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା )ର ସମ୍ପାଦକ ଭାବେ ଡ: ଈଶ୍ୱର ଚନ୍ଦ୍ର ନାୟକ ମନୋନୀତ ହୋଇଛନ୍ତି ।ସେ ସୋସିୟୋଲୋଜି ବିଭାଗର ସହକାରୀ ପ୍ରଫେସର ଭାବେ…
View More ରାୟଗଡ଼ାର କୃତି ଶିକ୍ଷାବିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସଂପାଦକ ଭାବେ ନିର୍ବାଚିତ◆ବିଭିନ୍ନ ମହଲରୁ ଡ଼ ଈଶ୍ଵର ଚନ୍ଦ୍ର ନାୟକଙ୍କୁ ଶୁଭେଚ୍ଛାଦେଶିଆ ଗୀତକୁ କୁହାଯାଉଛି ସମ୍ବଲପୁରୀ◆ଦେଶିଆ ଭାଷା ସଂସ୍କୃତି ପ୍ରତି ଅପମାନ◆କ୍ଷମା ମାଗନ୍ତୁ ଦୁଇ ମ୍ୟୁଜିକ କମ୍ପାନୀ: ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ
(ପ୍ରତିଫଳନ ମିଡ଼ିଆ) ଚମତ୍କାର ଶବ୍ଦ ସଂଯୋଜନା, ଅଦ୍ଭୁତ ଗାୟକୀ, ମନ୍ତ୍ରମୁଗ୍ଧ ସଙ୍ଗୀତ ସଜ୍ଜା ଓ ମନ ମତାଣିଆ ସୁର ଲୟ ତାଳ ଯୋଗୁଁ ନବେ ଦଶକର ବାଲିଫୁଲର ଦେଶିଆ ଗୀତ “ଛି ଛି ଛିରେ…
View More ଦେଶିଆ ଗୀତକୁ କୁହାଯାଉଛି ସମ୍ବଲପୁରୀ◆ଦେଶିଆ ଭାଷା ସଂସ୍କୃତି ପ୍ରତି ଅପମାନ◆କ୍ଷମା ମାଗନ୍ତୁ ଦୁଇ ମ୍ୟୁଜିକ କମ୍ପାନୀ: ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗର ୮ ଗିରଫ, ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ , ମରଣାସ୍ତ୍ର ସମେତ ଗାଡି ଜବତ
(ପ୍ରତିଫଳନ ମିଡ଼ିଆ) କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ…
View More ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗର ୮ ଗିରଫ, ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ , ମରଣାସ୍ତ୍ର ସମେତ ଗାଡି ଜବତକୋରାପୁଟରେ ସାମ୍ବାଦିକ ସମ୍ମିଳନୀ : ପ୍ରାକୃତିକ ସମ୍ପଦର ସୁରକ୍ଷା ,ଖଣି ଲିଜଗୁଡିକୁ ପ୍ରତ୍ୟାହାର ପାଇଁ ଦାବି କଲେ ପରିବେଶବିତ
(ପ୍ରତିଫଳନ ମିଡିଆ) ଗ୍ରାମ ସଭାର ବିନା ଅନୁମତିରେ କରାଯାଇଥିବା ଖଣି ନିଲାମ ବାଡିଲ କରାଯିବା ସହ କୋଡିଙ୍ଗାମାଲିରୁ ବକ୍ସାଇଟ ଖନନ ଓ ପରିବହନ କୁ ତୁରନ୍ତ ବନ୍ଦ କରିବାକୁ ଦାବିକରିଛନ୍ତି ଲୋକ ଶକ୍ତି ଅଭିଯାନର…
View More କୋରାପୁଟରେ ସାମ୍ବାଦିକ ସମ୍ମିଳନୀ : ପ୍ରାକୃତିକ ସମ୍ପଦର ସୁରକ୍ଷା ,ଖଣି ଲିଜଗୁଡିକୁ ପ୍ରତ୍ୟାହାର ପାଇଁ ଦାବି କଲେ ପରିବେଶବିତସୋନିଆ ଓ ରାହୁଳ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲେ ଯୁବମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା
(ପ୍ରତିଫଳନ ମିଡ଼ିଆ) ଆଦିବାସୀଙ୍କ ପ୍ରତି କଂଗ୍ରେସ ଦଳର ଅସୂୟା ମନୋଭାବ ସ୍ପଷ୍ଟ ହୋଇଛି ।ତୃଣମୂଳ ସ୍ତରରେ କଂଗ୍ରେସ ଦଳ ସହ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କୁ ବିରୋଧ କରାଯାଇଛି । ସୋନିଆ ଗାନ୍ଧୀ…
View More ସୋନିଆ ଓ ରାହୁଳ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲେ ଯୁବମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚାCongress opposes mining and transportation of minerals by Andhra Company.
(Pratiphalan Media) Congress leader and Jeypur MLA Tara Prasad Bahinipati has strongly opposed the allocation of mining and transportation of minerals from Kodinga Mali to…
View More Congress opposes mining and transportation of minerals by Andhra Company.ସାମ୍ୱାଦିକଙ୍କୁ ସମ୍ବର୍ଦ୍ଧନା,ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
(ପ୍ରତିଫଳନ ମିଡ଼ିଆ) କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ଅନୁବନ୍ଧିତ (ଏସୟୂଜେ)ର ଜିଲ୍ଲା ଉପ ସଭାପତି ଭାବେ ସର୍ବ ସମ୍ମତିଭାବେ ଚୟନ ହୋଇଥିବା ସାମ୍ବାଦିକ କାଳୀ ଚରଣ ପଟ୍ଟନାୟକଙ୍କୁ ବିଭିନ୍ନ ସ୍ତରରୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା…
View More ସାମ୍ୱାଦିକଙ୍କୁ ସମ୍ବର୍ଦ୍ଧନା,ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
