ଖୋର୍ଦ୍ଧା (ପ୍ରତିଫଳନ ମିଡ଼ିଆ ) ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ମୋନ୍ଥIକୁ ଦୃଷ୍ଟିରେ ରଖି, (ଯାହା 28 ଅକ୍ଟୋବର ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ସନ୍ଧ୍ୟା/ରାତି ସୁଦ୍ଧା କାକିନଡା…
View More ସାଇକ୍ଲୋନ୍ ମୋନ୍ଥା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବ୍ୟାପକ ପ୍ରସ୍ତୁତି, ବାତିଲ ହେଲା ବ୍ରହ୍ମପୁର -ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ଅନେକ ଟ୍ରେନ, ହୀରାଖଣ୍ଡ ରାୟଗଡା ପର୍ଯ୍ୟନ୍ତ ଚାଲିବCategory: ରାଜ୍ୟ
ମୋନ୍ଥାକୁ ନେଇ ହାଇ ଏଲର୍ଟ ଗଞ୍ଜାମ ପ୍ରଶାସନ, ଜିଲ୍ଲାପାଳ ବୁଲି ବୁଲି ନିଜେ କରୁଛନ୍ତି ସମୀକ୍ଷା, ଆନ୍ଧ୍ରର 28 ଟ୍ରଲରକୁ ସୁରକ୍ଷା ଦେଲେ ଜିଲ୍ଲାପାଳ
625ଜଣଙ୍କୁ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତରିତ, 1212 ଗର୍ଭବତୀ ମହିଳାଙ୍କୁ କରାଗଲା ମେଡ଼ିକାଲରେ ଭର୍ତ୍ତି ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ମୋନ୍ଥାକୁ ନେଇ ଗଞ୍ଜାମ ପ୍ରଶାସନ ହାଇ ଏଲର୍ଟରେ।ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କାର୍ଯ୍ୟାଳୟରେ ନବସି…
View More ମୋନ୍ଥାକୁ ନେଇ ହାଇ ଏଲର୍ଟ ଗଞ୍ଜାମ ପ୍ରଶାସନ, ଜିଲ୍ଲାପାଳ ବୁଲି ବୁଲି ନିଜେ କରୁଛନ୍ତି ସମୀକ୍ଷା, ଆନ୍ଧ୍ରର 28 ଟ୍ରଲରକୁ ସୁରକ୍ଷା ଦେଲେ ଜିଲ୍ଲାପାଳବାତ୍ୟା ମୋନ୍ଥାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସତର୍କ,ଓଡ଼ିଶାର 8 ଜିଲ୍ଲା, ଆନ୍ଧ୍ର ର 23 ଜିଲାରେ ହାଇଆଲର୍ଟ ଜାରି
ବିଶାଖାପାଟଣା -( ଯଶୋବନ୍ତ ପାଢୀ) ଭୁବନେଶ୍ୱର -ସନ୍ତୋଷ ସ୍ବାଇଁଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ହେବା ସହ ଆସନ୍ତା 28 ଅକ୍ଟୋବର 2025 ରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଅବତରଣ କରିବ ବୋଲି ପାଣିପାଗ…
View More ବାତ୍ୟା ମୋନ୍ଥାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସତର୍କ,ଓଡ଼ିଶାର 8 ଜିଲ୍ଲା, ଆନ୍ଧ୍ର ର 23 ଜିଲାରେ ହାଇଆଲର୍ଟ ଜାରିଡିସେମ୍ବର ୧୪ ରେ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫
ରାୟଗଡ଼ ( ପ୍ରତିଫଳନ ମିଡ଼ିଆ) ଆଗାମୀ ଡିସେମ୍ବର ୧୪ ତାରିଖରେ ଆୟୋଜିତ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ। ଏଥିସହ ମହୋତ୍ସବର ମୁଖପତ୍ର ଶବ୍ଦରାଗ ମଧ୍ୟ ପ୍ରକାଶିତ ହେବ।. ସ୍ଥାନୀୟ ନ୍ୟୁ କଲୋନୀ ପୂଜା କମିଟି ସମ୍ମିଳନୀ…
View More ଡିସେମ୍ବର ୧୪ ରେ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ୱର ଗଲେ ରାୟଗଡ଼ାର ଦିବ୍ୟାଙ୍ଗ ପ୍ରତିଯୋଗୀ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ପାରା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଭାଗ ନେବେ ରାୟଗଡ ର ଦିବ୍ୟାଙ୍ଗ ପ୍ରତିଯୋଗୀ। 4ଜଣ ପ୍ରତିଯୋଗୀ ଭୁବନେଶ୍ୱର ଗସ୍ତ କରିଛନ୍ତି। 25 ତାରିଖଠାରୁ ଆରମ୍ଭ ହୋଇଥିବା…
View More ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ୱର ଗଲେ ରାୟଗଡ଼ାର ଦିବ୍ୟାଙ୍ଗ ପ୍ରତିଯୋଗୀ।ସହସ୍ର ଶିବ ଲିଙ୍ଗର ପୀଠ କୁଟୁଣିପଦରରୁ ଶୁଭାରମ୍ଭ ହେବ ପରଵ🔹ପ୍ରତି ପଂଚାୟତରେ ଆୟୋଜିତ ହେବ ପରଵ🔹ପରଵ ଷ୍ଟଲରେ ପ୍ରଦର୍ଶିତ ହେବ ଦ୍ରବ୍ୟ ଉତ୍ପାଦନର ଲାଇଭ ଡେମୋ
ଡିସେମ୍ବର 18 ତାରିଖରୁ 22 ତାରିଖରୁ ହେବ ମୁଖ୍ୟ ପରବ କୋରାପୁଟ (ପ୍ରତିଫଳନ ମିଡ଼ିଆ ) ପରବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ନଭେମ୍ବର ମାସ ୧୨ ତାରିଖରେ କୁଟୁଣି ପଦରରୁ ଶୁଭାରମ୍ଭ…
View More ସହସ୍ର ଶିବ ଲିଙ୍ଗର ପୀଠ କୁଟୁଣିପଦରରୁ ଶୁଭାରମ୍ଭ ହେବ ପରଵ🔹ପ୍ରତି ପଂଚାୟତରେ ଆୟୋଜିତ ହେବ ପରଵ🔹ପରଵ ଷ୍ଟଲରେ ପ୍ରଦର୍ଶିତ ହେବ ଦ୍ରବ୍ୟ ଉତ୍ପାଦନର ଲାଇଭ ଡେମୋଆନ୍ଧ୍ରପ୍ରଦେଶର ଚିନ୍ତାକୁର ନିକଟରେ ବସ ଦୁର୍ଘଟଣାଗ୍ରସ୍ତ, ଜଳିଗଲା ୧୫ ଜୀବନ ।
ବିଶାଖାପାଟଣା- (ଯଶୋବନ୍ତ ପାଢ଼ୀ) ହାଇଦ୍ରାବାଦ ରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା କାଭେରୀ ଟ୍ରାଭେଲସ ବସଟି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଚିନ୍ନାଟେକୁରୁ ଗ୍ରାମ ନିକଟରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।ଏହି ଦୁର୍ଘଟଣାରେ ଅତି କମରେ…
View More ଆନ୍ଧ୍ରପ୍ରଦେଶର ଚିନ୍ତାକୁର ନିକଟରେ ବସ ଦୁର୍ଘଟଣାଗ୍ରସ୍ତ, ଜଳିଗଲା ୧୫ ଜୀବନ ।ରେଳ ପଥରେ ପଡ଼ିଲା ପଥର, ବନ୍ଦ ରହିଛି ରେଳ ଚଳାଚଳ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ମାଲିଗୁଡା ଷ୍ଟେସନ୍ ନିକଟରେ ପାହାଡ଼ରୁ ପଥର ଧସିଲ । ଅପରାହ୍ନ ପ୍ରାୟ, 3 ଟା ସମୟରେ ହଠାତ ରେଳ ଧାରଣା ଉପରେ ପଡ଼ିଥିଲା ପଥର । ଫଳରେ ରେଳ…
View More ରେଳ ପଥରେ ପଡ଼ିଲା ପଥର, ବନ୍ଦ ରହିଛି ରେଳ ଚଳାଚଳକ୍ଷମତା ପାଇଁ ଶତୃତା ! ପିପିମର୍ଡର:ଫିଲ୍ମ ଠାରୁ କିଛି କମ ନାହିଁ !
ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ପୀତବାସ ପଣ୍ଡା @ ପିପି ହତ୍ୟାର ପଟ୍ଟ କଥା ୬ ଅକ୍ଟୋବର, ୨୦୨୫ ରାତି ପ୍ରାୟ ୧୦ଟା, ଓକିଲ ପୀତବାସ ପଣ୍ଡା ତାଙ୍କ ଘରକୁ ଫେରୁଥିବା ସମୟରେ ତାଙ୍କ…
View More କ୍ଷମତା ପାଇଁ ଶତୃତା ! ପିପିମର୍ଡର:ଫିଲ୍ମ ଠାରୁ କିଛି କମ ନାହିଁ !ରାଜନୈତିକ ପତିଆରା ପାଇଁ ପୀତବାସଙ୍କୁ ହତ୍ୟା !🔸ପୋଲିସ ଖୋଲିଲା ଗୁମର 🔹ବାର ଗିରଫ ଓ ପୋଲିସ ସ୍କାନରରେ ଆହୁରି ଅନେକ
🔹ବିଜେଡି କହିଲା ଖାଣ୍ଟି ରାଜନୀତି କରି ବିକ୍ରମ ପଣ୍ଡାକୁ ଫସାଯାଇଛି 🔸ବିଜେପି କହିଲା ଆଉ କେତେ ପ୍ରମାଣ ଲୋଡ଼ା? ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର ଖୁଲାସା। 16 ଦିନ…
View More ରାଜନୈତିକ ପତିଆରା ପାଇଁ ପୀତବାସଙ୍କୁ ହତ୍ୟା !🔸ପୋଲିସ ଖୋଲିଲା ଗୁମର 🔹ବାର ଗିରଫ ଓ ପୋଲିସ ସ୍କାନରରେ ଆହୁରି ଅନେକ
