ଦେଶିଆ ଗୀତକୁ କୁହାଯାଉଛି ସମ୍ବଲପୁରୀ◆ଦେଶିଆ ଭାଷା ସଂସ୍କୃତି ପ୍ରତି ଅପମାନ◆କ୍ଷମା ମାଗନ୍ତୁ ଦୁଇ ମ୍ୟୁଜିକ କମ୍ପାନୀ: ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ

(ପ୍ରତିଫଳନ ମିଡ଼ିଆ) ଚମତ୍କାର ଶବ୍ଦ ସଂଯୋଜନା, ଅଦ୍ଭୁତ ଗାୟକୀ, ମନ୍ତ୍ରମୁଗ୍ଧ ସଙ୍ଗୀତ ସଜ୍ଜା ଓ ମନ ମତାଣିଆ ସୁର ଲୟ ତାଳ ଯୋଗୁଁ ନବେ ଦଶକର ବାଲିଫୁଲର ଦେଶିଆ ଗୀତ “ଛି ଛି ଛିରେ…

View More ଦେଶିଆ ଗୀତକୁ କୁହାଯାଉଛି ସମ୍ବଲପୁରୀ◆ଦେଶିଆ ଭାଷା ସଂସ୍କୃତି ପ୍ରତି ଅପମାନ◆କ୍ଷମା ମାଗନ୍ତୁ ଦୁଇ ମ୍ୟୁଜିକ କମ୍ପାନୀ: ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ

Dangaria Kandh in Telugu film “Game Changer” , Telugu Superstar Ramcharan in the story of Niyamgiri’s struggle

(Pratiphalan Media) Dangaria Kandha is in a recently released Telugu movie.  Dangaria Kandha’s Meli is featured in this film.  Dangaria women are seen in traditional…

View More Dangaria Kandh in Telugu film “Game Changer” , Telugu Superstar Ramcharan in the story of Niyamgiri’s struggle

ତେଲୁଗୁ ଚଳଚ୍ଚିତ୍ରରେ ଡଙ୍ଗରିଆ କନ୍ଧଙ୍କ ଅଭିନୟ◆ନିୟମଗିରିର ସଂଘର୍ଷର କାହାଣୀରେ ରାମଚରଣ

(ପ୍ରତିଫଳନ ସ୍ଵତନ୍ତ୍ର ) ନିକଟରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ ଚଳଚିତ୍ରରେ ଅଛନ୍ତି ଡ଼ଙ୍ଗରିଆ କନ୍ଧ । ଡ଼ଙ୍ଗରିଆ କନ୍ଧଙ୍କ ମେଳି ଏହି ଫିଲ୍ମରେ ସ୍ଥାନିତ ହୋଇଛି । ଏଥିରେ ଡ଼ଙ୍ଗରିଆ ରମଣୀମାନେ ପାରମ୍ପରିକ…

View More ତେଲୁଗୁ ଚଳଚ୍ଚିତ୍ରରେ ଡଙ୍ଗରିଆ କନ୍ଧଙ୍କ ଅଭିନୟ◆ନିୟମଗିରିର ସଂଘର୍ଷର କାହାଣୀରେ ରାମଚରଣ

ରେକର୍ଡ଼ କଲା ପୁଷ୍ପା: ୨◆୨୫ଦିନରେ ୧୭୦୦ କୋଟି ଆୟ

(ପ୍ରତିଫଳନ ମିଡ଼ିଆ) ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଅଭିନୀତ ଚଳଚ୍ଚିତ୍ର ପୁଷ୍ପା ୨ ଏହି ଦଶନ୍ଧିର ସବୁଠାରୁ ବଡ ଚଳଚ୍ଚିତ୍ର |  ଉଲ୍ଲେଖଯୋଗ୍ୟ, ଆମୀର ଖାନଙ୍କ 2016 ଚଳଚ୍ଚିତ୍ର ଦଙ୍ଗଲ ଏବଂ ପ୍ରଭାସଙ୍କ…

View More ରେକର୍ଡ଼ କଲା ପୁଷ୍ପା: ୨◆୨୫ଦିନରେ ୧୭୦୦ କୋଟି ଆୟ

ଉଦଘାଟିତ ହେଲା ରାୟଗଡ ମହୋତ୍ସବ ଚଇତି◆ଚାରି ଜଣ ପ୍ରତିଭା ହେଲେ ସମ୍ମାନିତ

(ପ୍ରତିଫଳନ ମିଡ଼ିଆ) ଉଦଘାଟିତ ହୋଇଯାଇଛି ରାୟଗଡ଼ ମହୋତ୍ସବ ଚଇତି ୨୦୨୪ । ମା ମଝିଘରିଆଣିଙ୍କ ପୀଠରୁ ଆଜ୍ଞା ମାଳ ଗ୍ରହଣ କରିବା ସହ ସହର ପରିକ୍ରମା କରିଥିଲା ସାଂସ୍କୃତିକ ଦଳ ସମୂହ । ସ୍ଥାନୀୟ…

View More ଉଦଘାଟିତ ହେଲା ରାୟଗଡ ମହୋତ୍ସବ ଚଇତି◆ଚାରି ଜଣ ପ୍ରତିଭା ହେଲେ ସମ୍ମାନିତ

ଆସନ୍ତା ୧୪ରୁ ଜାତୀୟ ଲୋକ ମହୋତ୍ସବ ପରବ◆କୋରାପୁଟ କଫି, ପରିବେଶ ସୁରକ୍ଷା ଓ ଜନଜାତି ଜୀବନଜୀବିକା ଏଥର ପରବର ବିଷୟ◆

(ପ୍ରତିଫଳନ ମିଡିଆ) ଜାତୀୟ ଲୋକ ମହୋତ୍ସବ କୋରାପୁଟର ପରବ ପାଇଁ ଅପେକ୍ଷାର ଅନ୍ତ ଘଟିବ । ଆସନ୍ତା୧୪ ତାରିଖରୁ ଆରମ୍ଭ ହେବ ପରବ। ପାଞ୍ଚ ଦିନ ବ୍ୟାପୀ ନୃତ୍ୟ ସଙ୍ଗୀତରେ ଦୁଲିକିବ ପରବ ମଞ୍ଚ।…

View More ଆସନ୍ତା ୧୪ରୁ ଜାତୀୟ ଲୋକ ମହୋତ୍ସବ ପରବ◆କୋରାପୁଟ କଫି, ପରିବେଶ ସୁରକ୍ଷା ଓ ଜନଜାତି ଜୀବନଜୀବିକା ଏଥର ପରବର ବିଷୟ◆

“ରାଇ” ପାଇଁ ଦମ ଦେଖାଉଛି ଭାଇ●ରାଇ ଚରିତ୍ରରେ ଆରଧ୍ୟାଙ୍କ କମାଲ●ଦେଶିଆ ଭାଷାର ଚଳଚ୍ଚିତ୍ର ପ୍ରିମିୟର ସୋ●ସମୀକ୍ଷକମାନଙ୍କ ମନକୁ ଛୁଇଁଲା କାହାଣୀ

ଜୟପୁର(ପ୍ରତିଫଳନ ମିଡିଆ) ଆଜିର ଏହି ଆଧୁନିକ ଯୁଗରେ ଦେବା ଦେବୀଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଏବେ ବି ରହିଛି ଅଗାଢ ଭକ୍ତି ଓ ବିଶ୍ବାସ । ଠାକୁରଙ୍କ ପ୍ରତି ରହିଥିବା ଅତୁଟ ଆସ୍ଥା ଓ…

View More “ରାଇ” ପାଇଁ ଦମ ଦେଖାଉଛି ଭାଇ●ରାଇ ଚରିତ୍ରରେ ଆରଧ୍ୟାଙ୍କ କମାଲ●ଦେଶିଆ ଭାଷାର ଚଳଚ୍ଚିତ୍ର ପ୍ରିମିୟର ସୋ●ସମୀକ୍ଷକମାନଙ୍କ ମନକୁ ଛୁଇଁଲା କାହାଣୀ

ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ କଳା ଉତ୍ସବ

(ପ୍ରତିଫଳନ ମିଡିଆ) ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଏକତା ପର୍ବ ଉପଲକ୍ଷେ କଳା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡାର ଅଧ୍ୟକ୍ଷ ରାଜା ରାମଙ୍କ…

View More ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ କଳା ଉତ୍ସବ

ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର, ୨୯ା୧୦: ଧାମନଗରରେ ଜମୁଛି ପ୍ର·ର । ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ର·ରପ୍ରସାର ଚଳାଇଛନ୍ତି । ଷ୍ଟାର୍‌ପ୍ର·ରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର…

View More ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍‌ବୋଧନ ଦେବେ ନବୀନ

ଭିକି କୌଶଲଙ୍କ ଫିଲ୍ମରୁ ଆଉଟ୍‌ ହେଲେ ସାରା

ମୁମ୍ବାଇ ୨୭ ।୧୦: ଅଭିନେତ୍ରୀ ସାରା ଅଲି ଖାନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରକିଡ୍‌ସଙ୍କ ମଧ୍ୟରୁ ଅନ୍ୟତମ । ସୈଫ ଅଲି ଖାନଙ୍କ ଲାଡଲୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ତାଙ୍କ ବିଷୟରେ ଆଉ…

View More ଭିକି କୌଶଲଙ୍କ ଫିଲ୍ମରୁ ଆଉଟ୍‌ ହେଲେ ସାରା