ପଦ୍ମପୁର (ପ୍ରତିଫଳନ ମିଡ଼ିଆ ) ବ୍ରହ୍ମପୁର ରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ଗୋଈବନ୍ଧ ଘାଟି ରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଆମୁଲାନ୍ସ ଟି ବିଳମ୍ବିତ ରାତି…
View More ଜାତୀୟ ରାଜପଥର ଗୋଇବନ୍ଧ ଘାଟିରେ 108 ଆମ୍ବୁଲାନ୍ସ ଦୁର୍ଘଟଣା, ଦୁଇ ଗୁରୁତରCategory: ସ୍ଥାନୀୟ
କୋରାପୁଟ ଷ୍ଟେସନକୁ ଯିବ ନାହିଁ ଟ୍ରେନ, ମାନବାର ଷ୍ଟେସନରେ ରହିବ ଟ୍ରେନ
କୋରାପୁଟ ( ପ୍ରତିଫଳନ ମିଡ଼ିଆ) କୋରାପୁଟରୁ ଶୁକୁ ମଧ୍ୟରେ ଦୋହରା ରେଳ ପଥର କାମ ସମ୍ପୂର୍ଣ୍ଣ ହୋଇଛି । ବୈଷୟିକ କାମ ଚାଲୁ ରହିଥିବାରୁ ଆସନ୍ତା ଜୁନ ୧୯ ତାରିଖ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନ…
View More କୋରାପୁଟ ଷ୍ଟେସନକୁ ଯିବ ନାହିଁ ଟ୍ରେନ, ମାନବାର ଷ୍ଟେସନରେ ରହିବ ଟ୍ରେନକୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ବେଦୀରେ ଗଜାନନ ବେଶରେ ଶୋଭା ପାଉଛନ୍ତି ତିନି ଠାକୁର
କୋରାପୁଟ / ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ଠାକୁରଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ରରେ ପାରମ୍ପରିକ…
View More କୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ବେଦୀରେ ଗଜାନନ ବେଶରେ ଶୋଭା ପାଉଛନ୍ତି ତିନି ଠାକୁରଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗାଇସିଲଟ ଜେଇ ପରେ ଏବେ କୋରାପୁଟ ଲମତାପୁଟ ଏଇ ଙ୍କ ପାଳି। ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା…
View More ଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ
ବିଲର ଦଶ ପ୍ରତିଶତ ନେଉଥିଲେ ଲାଞ୍ଚ, ପଇସା ଦେଲେ ହିଁ ବିଲ କରୁଥିଲେ ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ପୁଣି ଥରେ ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ ପଡିଛି। ଜଣେ ଯୁବ…
View More ପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେପଦ୍ମପୁରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜୟନ୍ତୀ ପାଳିତ
ପଦ୍ମପୁର ( ପ୍ରତିଫଳନ ମିଡ଼ିଆ ) ସୋମବାର ଏଙ୍ଗର୍ବା ସ୍ଥିତ ଏସ୍ ପି ମାଙ୍ଗାଇ ଆଶ୍ରମ ପରିସରରେ ବିଦ୍ରୋହୀ ନାୟକ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୨୫ ତମ ଜନ୍ମ ଜୟନ୍ତି ଉତ୍ସବ ରାଜ୍ୟ…
View More ପଦ୍ମପୁରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜୟନ୍ତୀ ପାଳିତକୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସ
ଜିଲ୍ଲାର ବିକାଶ ପାଇଁ ସର୍ବଦଳୀୟ ଉଦ୍ୟମ ପ୍ରୟୋଜନ ରାୟଗଡା ( ପ୍ରତିଫଳନ ମିଡ଼ିଆ) ନିର୍ବାଚନ ବର୍ଷେ ପୂର୍ଣ୍ଣ ହୋଇଛି। ଗତ ନିର୍ବାଚନ ରେ ଜିଲ୍ଲାର ସମସ୍ତ ତିନୋଟି ଆସନରେ କଂଗ୍ରେସ ବିଜୟ ଲାଭ କରିଛି।…
View More କୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସଭିଜିଲାନ୍ସ ଜାଲରେ ଆଇଏଏସ, ଧର୍ମଗଡ଼ ଉପଜିଲ୍ଲାପାଳ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଲା, ଘରୁ ବାହାରିଲା 47 ଲକ୍ଷ ନଗଦ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ଦୁର୍ନୀତି ବିରୁଦ୍ଧରେ ମୋହନ ସରକାରଙ୍କ କଡା ପଦକ୍ଷେପ । ଆଉ ଜଣେ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡିଛି। ଏଥର ଫସିଛନ୍ତି ଜଣେ ଆଇଏଏସ। କଳାହାଣ୍ଡି ଜିଲ୍ଲାର…
View More ଭିଜିଲାନ୍ସ ଜାଲରେ ଆଇଏଏସ, ଧର୍ମଗଡ଼ ଉପଜିଲ୍ଲାପାଳ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଲା, ଘରୁ ବାହାରିଲା 47 ଲକ୍ଷ ନଗଦସୁଧୁରୁଛି ବିନିଶପୁର ସ୍ଥିତି, ଗାଁରେ ମେଡିକାଲ ଟିମ, ସ୍ଵାସ୍ଥ୍ୟ ପରିସ୍ଥିତି ଉପରେ ନଜର
ପରୀକ୍ଷାରୁ ସ୍ପଷ୍ଟ : ଅଜଣା ନୁହେଁ ସାଧାରଣ ଜ୍ୱରରେ ପୀଡିତ କୋଲନରା ( ପ୍ରତିଫଳନ ମିଡ଼ିଆ ) ସୁଧୁରୁଛି କୋଲନରା ବ୍ଲକର ବିନିଶପୁର ଗ୍ରାମର ସ୍ଥିତି। ଜ୍ୱରରେ ଏକାଧିକ ଲୋକ ପୀଡିତ ଥିବା ଖବର…
View More ସୁଧୁରୁଛି ବିନିଶପୁର ସ୍ଥିତି, ଗାଁରେ ମେଡିକାଲ ଟିମ, ସ୍ଵାସ୍ଥ୍ୟ ପରିସ୍ଥିତି ଉପରେ ନଜରରଜ ପାଇଁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବିତା ଆସର
କବିତା ସୃଜନର ପ୍ରମୁଖ ଅଳଙ୍କାର ରାୟଗଡା (ପ୍ରତିଫଳନ ମିଡ଼ିଆ ) ରଜ ଅବ୍ୟବହିତ ପୂର୍ବରୁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ନ୍ୟୁ ଟାଉନ ପୂଜା କମିଟି ସମ୍ମିଳନୀ କକ୍ଷରେ କବିତା ଆସର ଆୟୋଜନ…
View More ରଜ ପାଇଁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବିତା ଆସର
