ରାୟଗଡା (ପ୍ରତିଫଳନ ମିଡ଼ିଆ ) ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ଡକାୟତ ଗ୍ୟାଙ୍ଗ। ରାୟଗଡା ସହରରେ କରୁଥିଲେ ସିରିଜ ଚୋରି। ପୋଲିସ ହୋଇ ପଡିଥିଲା ନାକେଦମ। ବାହାର ରାଜ୍ୟର ପାଞ୍ଚ ଆସାମୀ କରୁଥିଲେ…
View More ପୋଲିସ ହାତରେ ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ, ଅଳଙ୍କାର, ବିଦେଶୀ ମୁଦ୍ରା ଓ ମୋବାଇଲ ଜବତ, ପାଞ୍ଚ ଗିରଫCategory: ସ୍ଥାନୀୟ
ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ଓ ଭାରତୀୟ ମଜଦୁର ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ବାଇଶି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଗୁଣୁପୁର ଉପଜିଲ୍ଲାପାଳ…
View More ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ଓ ଭାରତୀୟ ମଜଦୁର ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ରଗଂଜେଇ ଜବତ, ଦୁଇ ଗିରଫ
ଗୁଣପୁର (ପ୍ରତିଫଳନ ମିଡ଼ିଆ ) ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରାୟଗଡା ଜିଲ୍ଲା ଗୁଣପୁର ଅବକାରୀ ପୋଲିସ | ଦୁଇ ଜଣଙ୍କୁ ଠାରୁ ଦୁଇଟି ବ୍ୟାଗ୍ ରେ ଥିବା 12…
View More ଗଂଜେଇ ଜବତ, ଦୁଇ ଗିରଫଅଲେଖ ଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ଗୁଣୁପୁର ( ପ୍ରତିଫଳନ ମିଡ଼ିଆ ) ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଆମ୍ବାବାଡ଼ି ଅଲେଖ ମହିମା ଟ୍ରଷ୍ଟ ପକ୍ଷରୁ ଅନ୍ଧ ଗୁରୁ ମହିମା ଧର୍ମ ମନ୍ଦିର ପ୍ରତିଷ୍ଠାତା ଗୋପାଳ ଶବର ଙ୍କ ଶ୍ରାଦ୍ଧ ଦିବସ…
View More ଅଲେଖ ଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତବିଶ୍ଵ ପରିବେଶ ଦିବସରେ ମାଟି ପାଇଁ ଆଦିବାସୀଙ୍କ ଗର୍ଜ୍ଜନ, ଦେଶର ଫୋକସରେ ରହିବ କାଶୀପୁର, ବେଦାନ୍ତ ଓ ଆଦାନୀର ବଢିଲା ଚିନ୍ତା
କାଶୀପୁର (ପ୍ରତିଫଳନ ମିଡ଼ିଆ ) ବିଶ୍ବ ପରିବେଶ ଦିବସରେ ପ୍ରାକୃତିକ ସଂପଦ ସୁରକ୍ଷା ନେଇ ରାୟଗଡା କାଶୀପୁରରେ ହେଉଛି ବଡ ଆୟୋଜନ। ଏଥିରେ ଦେଶର ବହୁ ବିଶିଷ୍ଟ ପରିବେଶବିତ ଓ ଆନ୍ଦୋଳନକାରୀ ଯୋଗ ଦେବାର…
View More ବିଶ୍ଵ ପରିବେଶ ଦିବସରେ ମାଟି ପାଇଁ ଆଦିବାସୀଙ୍କ ଗର୍ଜ୍ଜନ, ଦେଶର ଫୋକସରେ ରହିବ କାଶୀପୁର, ବେଦାନ୍ତ ଓ ଆଦାନୀର ବଢିଲା ଚିନ୍ତାଏସୟୁଯେ ରାଜ୍ୟ ଉପସଭାପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ.ସାମ୍ବାଦିକଙ୍କ ଦାବୀ ପୂରଣ ନେଇ କଲେ ଆଲୋଚନା
ପ୍ରତିଫଳନ ମିଡ଼ିଆ ଏସୟୁଯେ କଳାହାଣ୍ଡି ଜିଲ୍ଲା ଶାଖାର ସଂଗଠନକୁ ସଶକ୍ତ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହା ସହ ସାମ୍ବାଦିକଙ୍କ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ନିକଟରେ ଦାବି ଉପସ୍ଥାପନ…
View More ଏସୟୁଯେ ରାଜ୍ୟ ଉପସଭାପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ.ସାମ୍ବାଦିକଙ୍କ ଦାବୀ ପୂରଣ ନେଇ କଲେ ଆଲୋଚନାକୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
କୋରାପୁଟ ( ପ୍ରତିଫଳନ ମିଡ଼ିଆ ) ଶାବର ଶ୍ରୀକ୍ଷେତ୍ର କୋରାପୁଟ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ଠାକୁରଙ୍କ ଠାରୁ ଆଜ୍ଞାମାଳ ଆଣି ରଥଖଳାରେ ରଥ କାଠ ଗୁଡିକୁ…
View More କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭଲକ୍ଷ୍ମୀପୁର ପଲଟିକ୍ସ : ବିଜେଡ଼ି ଶାସନରେ ଖୋଲିଲା ମଦ ଦୋକାନ, ବିଜେପି କରୁଛି ସମର୍ଥନ, କଂଗ୍ରେସ କହୁଛି ଚାଲିବ ମଦ ବିରୋଧୀ ଅଭିଯାନ
ମୁଁ ଲୋକଙ୍କ ବିଧାୟକ – ଲକ୍ଷ୍ମୀପୁର ବିଧାୟକବିଜେପି ବିଜେଡ଼ି ଆଦିବାସୀ ବିରୋଧୀ, କଂଗ୍ରେସ ଗରିବ ଓ ଆଦିବାସୀଙ୍କ ଦଳ : କୋରାପୁଟ ସାଂସଦ କଂଗ୍ରେସ ଅମଳରେ ହିଁ ମଦ ଦୋକାନ ଖୋଲିବା ବ୍ୟବସ୍ଥା ହୋଇଛି,…
View More ଲକ୍ଷ୍ମୀପୁର ପଲଟିକ୍ସ : ବିଜେଡ଼ି ଶାସନରେ ଖୋଲିଲା ମଦ ଦୋକାନ, ବିଜେପି କରୁଛି ସମର୍ଥନ, କଂଗ୍ରେସ କହୁଛି ଚାଲିବ ମଦ ବିରୋଧୀ ଅଭିଯାନବେଦାନ୍ତକୁ ଶକ୍ତ ଧକ୍କା, ଲୋକେ କଲେ ବିରୋଧ, ସିଜିମାଳିକୁ ଯାଇ ନପାରି ଫେରିଲେ ଅଧିକାରୀ ଓ ପୋଲିସ ଫୋର୍ସ
ପ୍ରତିଫଳନ ମିଡ଼ିଆ ବକ୍ସାଇଟ ଖଣି ଖନକୁ ନେଇ କାଶୀପୁର ରେ ପୁଣି ଅଶାନ୍ତି ଦେଖାଦେଇଛି।କୋଡିଙ୍ଗା ମାଳିକୁ ଲୁଟିବା ପରେ ବେଦାନ୍ତର ଏବେ ଆଖି ସିଜିମାଳି ଉପରେ ପଡ଼ିଛି। କାଶୀପୁର ଲୋକେ କିନ୍ତୁ ମାଟି ମାଆକୁ…
View More ବେଦାନ୍ତକୁ ଶକ୍ତ ଧକ୍କା, ଲୋକେ କଲେ ବିରୋଧ, ସିଜିମାଳିକୁ ଯାଇ ନପାରି ଫେରିଲେ ଅଧିକାରୀ ଓ ପୋଲିସ ଫୋର୍ସବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ମାଫିଆ,ଗୁଳି ମାଡରୁ ବଂଚିଗଲା ପୋଲିସ
ଗଞ୍ଜେଇ ମାଫିଆଙ୍କୁ ଡିଆଇଜି ଦେଲେ କଡ଼ା ଚେତାବନୀ: ଏଣିକି ହେବ କଠୋର କାର୍ଯ୍ୟାନୁଷ୍ଠାନ କୋରାପୁଟ( ପ୍ରତିଫଳନ ମିଡ଼ିଆ) ଲାଗୁଥିଲା କୋରାପୁଟରେ ଦକ୍ଷିଣ ଭାରତର ଫିଲ୍ମ ସୁଟିଂ ଚାଲିଛି। ପୋଲିସ ଅଟୋକୁ ଅଟକାଉଛି । ଅଟୋଟି…
View More ବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ମାଫିଆ,ଗୁଳି ମାଡରୁ ବଂଚିଗଲା ପୋଲିସ
