ପ୍ରେରଣାର ଉତ୍ସ ପଦ୍ମଶ୍ରୀ କମଳା ପୂଜାରୀ ପଦ୍ମଶ୍ରୀ କମଳା ପୂଜାରୀ ହେଉଛନ୍ତି ତାଙ୍କ ବଡ଼ ମାଆ, ପିଲା ଦିନେ ବଡ଼ ମାଆଙ୍କ ସାଙ୍ଗରେ ଧାନ କ୍ଷେତକୁ ଯାଇ ତାଙ୍କ ଠାରୁ ପୁରୁଣା କାଳିଆ ଧାନ…
View More ମିଲେଟ ରାଣୀ ଡ଼. ରାଇମତି ଘିଉରିଆCategory: ସ୍ଥାନୀୟ
ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା
(ପ୍ରତିଫଳନ ମିଡ଼ିଆ) ଆରମ୍ଭ ହୋଇଛି ମାଲକାନଗିରିର ଗଣ ପର୍ଵ ବଡ଼ଯାତ୍ରା । ପ୍ରତି ଦୁଇ ବର୍ଷର ଅନ୍ତରରେ ଆୟୋଜିତ ଏହି ଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ପବିତ୍ର ମୁହୂର୍ତ୍ତ । ଏହି ଯାତ୍ରାଠାରୁ ନିଜକୁ…
View More ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରାନମସ୍ତେ ଫୁଲମେ
ଅଧିକାର ପାଇଁ ଲଢେଇ ସେ ଦୁଇ ଦୁଇ ଥର ସରପଞ୍ଚ । ସମାଜସେବୀ ମଧ୍ୟ । ନିଜ ଅଞ୍ଚଳର ସେ ପ୍ରାଣକର୍ତ୍ତା । ଫୁଲ ପରି ହୃଦୟ ତାଙ୍କର କୋମଳ । ଅଥଚ ଅନ୍ୟାୟ…
View More ନମସ୍ତେ ଫୁଲମେମାର୍ଚ୍ଚ ଆରମ୍ଭରୁ ଡରାଇଲା ଖରା◆ପାରଦ ଛୁଇଁଲା ୩୬ଡିଗ୍ରୀ◆ଖରାରେ ଶିଝୁଛି ରାୟଗଡା
ପ୍ରତିଫଳନ ମିଡ଼ିଆ ମାର୍ଚ୍ଚ ୨ ତାରିଖ । ତାପମାତ୍ରା ୩୬ଡିଗ୍ରୀ । ରାୟଗଡ଼ାରେ ବଢ଼ିଲା ପାରଦ । ଖରାରେ ରାୟଗଡ଼ା ଶିଝୁଛି । ଫଗୁଣର ରଙ୍ଗରେ ଓ ବସନ୍ତର ମାଦକତାରେ ଏବେ ପ୍ରକୃତି ପ୍ରାଣବନ୍ତ…
View More ମାର୍ଚ୍ଚ ଆରମ୍ଭରୁ ଡରାଇଲା ଖରା◆ପାରଦ ଛୁଇଁଲା ୩୬ଡିଗ୍ରୀ◆ଖରାରେ ଶିଝୁଛି ରାୟଗଡାବିକଳ୍ପ ପକ୍ଷରୁ ଝୋଡ଼ିଆ ସାହିରେ ଅଭିନବ ଶିକ୍ଷାଦାନ♦ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ରଖିବାକୁ ଗୁରୁତ୍ବ
(ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲାରେ ବିକଳ୍ପ ସଙ୍ଗଠନ ପକ୍ଷରୁ ପିଲାଙ୍କୁ ଅଭିନବ ଶିକ୍ଷା ପ୍ରଦାନ ଅଭିଯାନ ଜାରି ରହିଛି । ରାୟଗଡ଼ା ସହର ର ଝୋଡ଼ିଆ ସାହିରେ ରହୁଥିବା କୁନି କୁନି ପିଲାଙ୍କ ମଧ୍ୟରେ…
View More ବିକଳ୍ପ ପକ୍ଷରୁ ଝୋଡ଼ିଆ ସାହିରେ ଅଭିନବ ଶିକ୍ଷାଦାନ♦ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ରଖିବାକୁ ଗୁରୁତ୍ବଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ଅଧିକାରୀ◆ ମାଣ୍ଡିଆ ବିକିବା ବିଲ କରିବା ପାଇଁ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚ
(ପ୍ରତିଫଳନ ମିଡ଼ିଆ) କୋରାପୁଟ ଜିଲ୍ଲାର ଚାଷୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଲ୍ୟାମ୍ପ ଅଧିକାରୀ । ଲାଞ୍ଚ ନେବା ବେଳେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ ଭିଜିଲାନସ୍ ହାତରେ ଧର ପଡିଛନ୍ତି।…
View More ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ଅଧିକାରୀ◆ ମାଣ୍ଡିଆ ବିକିବା ବିଲ କରିବା ପାଇଁ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚସୋନୁ ସିଂ ମୃତ୍ୟୁ ମାମଲା◆ପାଞ୍ଚ ସହଯୋଗୀଙ୍କୁ ଗିରଫ କଲା ଗୁଣୁପୁର ପୋଲିସ◆ ତାର ଚୋରାଇବାକୁ ଯାଇ ମଲା ସୋନୁ
(ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଗୁଣପୁର ଥାନା ଆଚବା ନାଳରୁ ବିହାରି ଯୁବକ ସୋନୁ କୁମାର ସିଂ ଙ୍କ ମୃତ ଉଦ୍ଧାର ମାମଲା ର ପର୍ଦାଫାସ କରିଛି ଗୁଣପୁର ପୋଲିସ୍। 5 ଦିନ ପରେ…
View More ସୋନୁ ସିଂ ମୃତ୍ୟୁ ମାମଲା◆ପାଞ୍ଚ ସହଯୋଗୀଙ୍କୁ ଗିରଫ କଲା ଗୁଣୁପୁର ପୋଲିସ◆ ତାର ଚୋରାଇବାକୁ ଯାଇ ମଲା ସୋନୁରାମନଗୁଡା: ରୋଗୀ କଲ୍ୟାଣ ସମିତି ସାଧାରଣ ପରିଷଦ ବୈଠକ , ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାକୁ ଗୁରୁତ୍ବ।
ରାମନାଗୁଡା(ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ…
View More ରାମନଗୁଡା: ରୋଗୀ କଲ୍ୟାଣ ସମିତି ସାଧାରଣ ପରିଷଦ ବୈଠକ , ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାକୁ ଗୁରୁତ୍ବ।ପାଡୁଆରେ ବାଇକ ଦୁର୍ଘଟଣା ◆ଦୁଇ ଜଣ ମୃତ
(ପ୍ରତିଫଳନ ମିଡ଼ିଆ) ବ୍ରିଜ ତଳକୁ ଖସିଲା ବାଇକ । ୨ ଜଣ ମୃତ୍ୟୁ ଓ ଜଣେ ଗୁରୁତର । ଚାଟୁଆ ରେ ଶିବରାତ୍ରି ଉତ୍ସବରେ ଯୋଗଦେଇ ଫେରୁଥିଲେ ଦୁହେଁ । ରାତିରେ ଯାତ୍ରା ଦେଖିଲେ…
View More ପାଡୁଆରେ ବାଇକ ଦୁର୍ଘଟଣା ◆ଦୁଇ ଜଣ ମୃତବିଜେଡିର ଆଶାବାଡ଼ି ପୋଲାଭରମ ! ◆ପୋଲାଭରମ କ୍ରିୟାନୁଷ୍ଠାନ କମିଟି ସହ ଆନ୍ଦୋଳନ କରିବ ବିଜେଡ଼ି◆ ବିଜେଡି ତୁଚ୍ଛା ନାଟକ କରୁଛି : କଂଗ୍ରେସ
ପୋଲାଭରମ ପୋଲଟିକ୍ସ ମାଲକାନଗିରି (ପ୍ରତିଫଳନ ମିଡ଼ିଆ) ପୋଲାଭରମ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯିବ। ମାଲକାନଗିରି ସୀମାନ୍ତ ମୋଟୁଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ହେବ । ଏଭଳି ନିଷ୍ପତି ନେଇଛି ପୋଲାଭରମ କ୍ରିୟାନୁଷ୍ଠାନ କମିଟି l…
View More ବିଜେଡିର ଆଶାବାଡ଼ି ପୋଲାଭରମ ! ◆ପୋଲାଭରମ କ୍ରିୟାନୁଷ୍ଠାନ କମିଟି ସହ ଆନ୍ଦୋଳନ କରିବ ବିଜେଡ଼ି◆ ବିଜେଡି ତୁଚ୍ଛା ନାଟକ କରୁଛି : କଂଗ୍ରେସ
