ଗଛକୁ ପିଟିଲା ଅଟୋ◆୪ଗୁରୁତର

(ପ୍ରତିଫଳନ ମିଡିଆ)

ରାୟଗଡା ଜିଲ୍ଲା ଗୁଣପୁର ଥାନା ବେଗମପୁର ନିକଟ ରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ଯାତ୍ରୀ ବାହି ଅଟୋ | ଆଟୋ ଡ୍ରାଇଭର ସହ ଅଟୋ ରେ ବସିଥିବା 4 ଜଣ ମଧ୍ୟରୁ ଦୁଇ ଜଣ ଗୁରୁତର ଜଣେ ଆହତ | ଅଟୋ ଟି ଯାତ୍ରୀ ଧରି ଗୁଣପୁର ରୁ ଆନ୍ଧ୍ର ର ବାତିଲି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଗସ୍ତ ର ଶିକାର ହୋଇଥିଲା | ପାଖରେ ଥିବା ଗାଁ ଲୋକ ପହଂଚି ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି |

Spread the love