ପ୍ରତିଫଳନ ମିଡ଼ିଆ ରାଜ୍ୟରେ ମାଓ ମୂଳପୋଛ ଅପରେସନକୁ ତୀବ୍ର କରାଯାଇଛି । ମାଓବାଦୀ ମାନେ ଆତ୍ମଗୋପନ କରିବାକୁ ମିଳୁନାହିଁ ସୁରକ୍ଷିତ ସ୍ଥାନ ।ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସ କୁ ମିଳୁଛି ସୂଚନା। ମାଓ ଶିବିର…
View More ରାୟଗଡ଼ା ପୋଲିସକୁ ବଡ ସଫଳତା.ଦୁର୍ଦ୍ଦାନ୍ତ ମାଓନେତା ଅଜୟର ଆତ୍ମ ସମର୍ପଣ.ବନ୍ଧୁକ ଓ ଗୁଳି ସହ ଆତ୍ମ ସମର୍ପଣCategory: ସ୍ଥାନୀୟ
କାଠ ମାଫିଆ ଗିରଫ. ଗାଡ଼ି ସହ ମୂଲ୍ୟବାନ କାଠ ଜବତ
ଗୁଣପୁର (ପ୍ରତିଫଳନ ମିଡ଼ିଆ) ଜଙ୍ଗଲ ସଫା ହେଉଛି । କାଠ ମାଫିଆ ସକ୍ରିୟ ଅଛନ୍ତି । ପୋଡୁ ଚାଷ ନାମରେ ଜଙ୍ଗଲ ପୋଡି ଦେଉଛନ୍ତି । ଜଙ୍ଗଲର କାଠ ଗୁଡ଼ିକୁ ସାଇଜ କରି କଟା…
View More କାଠ ମାଫିଆ ଗିରଫ. ଗାଡ଼ି ସହ ମୂଲ୍ୟବାନ କାଠ ଜବତଜିଲ୍ଲା ଶିଶୁ ମଙ୍ଗଳ ସମିତି ଭଙ୍ଗ ନିର୍ଦ୍ଦେଶନମାକୁ ସ୍ଥଗିତ ରଖିଲେ ହାଇକୋର୍ଟ. ବିଦୁଲତାଙ୍କୁ କୋର୍ଟରୁ ମିଳିଲା ସାମୟିକ ଆଶ୍ଵସ୍ଥି .
ଜୁନ ୪ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ରାୟଗଡା (ପ୍ରତିଫଳନ ମିଡ଼ିଆ) ମଇ ୧ତାରିଖରେ ଜିଲ୍ଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମାକୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୪ଜୁନ ୨୦୨୫ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ…
View More ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭଙ୍ଗ ନିର୍ଦ୍ଦେଶନମାକୁ ସ୍ଥଗିତ ରଖିଲେ ହାଇକୋର୍ଟ. ବିଦୁଲତାଙ୍କୁ କୋର୍ଟରୁ ମିଳିଲା ସାମୟିକ ଆଶ୍ଵସ୍ଥି .ମୌସୁମୀ ଆସିନାହିଁ ଲମତାପୁଟରେ ରାଝିଲା ବର୍ଷା,ବୋହିଲା ପାଣି, ଭାସିଗଲା ହାଟର ପରିବା
କୋରାପୁଟ ( ପ୍ରତିଫଳନ ମିଡ଼ିଆ) ମୌସୁମ୍ ଆସିବା ପୂର୍ବରୁ ରଝିଲା ବର୍ଷା। ଭାସିଗଲା ପରିବା।ଘଣ୍ଟାଏ ବର୍ଷା ରେ ଲମତାପୁଟ ବଜାର ବେହାଲ l ଆଜି ସାପ୍ତାହିକ ହାଟ ଥିବା ବେଳେ ଅପରାହ୍ନ ରେ ଅଚାନକ…
View More ମୌସୁମୀ ଆସିନାହିଁ ଲମତାପୁଟରେ ରାଝିଲା ବର୍ଷା,ବୋହିଲା ପାଣି, ଭାସିଗଲା ହାଟର ପରିବାଓଡ଼ିଆ ଅସ୍ମିତାର ସରକାର. କୋଟିଆ ବିକାଶ ପାଇଁ ଗଠନ କଲେ ଟାସ୍କ ଫୋର୍ସ କମିଟି
କୋରାପୁଟ (ପ୍ରତିଫଳନ ମିଡିଆ) କୋଟିଆ ଓଡିଶାର । କୋଟିଆ ସମସ୍ୟାର ସମାଧାନ , ସୁରକ୍ଷା ଓ ବିକାଶ ପାଇଁ ଓଡ଼ିଆ ଅସ୍ମିତା ର ସରକାର ସଚେତନ ଅଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ରହିଛି…
View More ଓଡ଼ିଆ ଅସ୍ମିତାର ସରକାର. କୋଟିଆ ବିକାଶ ପାଇଁ ଗଠନ କଲେ ଟାସ୍କ ଫୋର୍ସ କମିଟିଆଦିବାସୀଙ୍କ ସଂଘର୍ଷର ଗାଥା. ଉଜାଣି ଝଂଝାବତୀ ପାଠକାର୍ପିତ.
କୋରାପୁଟ( ପ୍ରତିଫଳନ ମିଡ଼ିଆ) କୋରାପୁଟସ୍ଥିତ ବିଶ୍ଲେଷଣାତ୍ମକ ଆଦିବାସୀ ପରିଷଦ ସଭା ଗୃହରେ ଶ୍ରୀ ନିଗମାନନ୍ଦ ଷଡଙ୍ଗୀଙ୍କ ରଚିତ ” ଉଜାଣି ଝଞ୍ଜାବତୀ” ଗବେଷଣାତ୍ମକ ପୁସ୍ତକ ଲୋକାର୍ପିତ ହୋଇଯାଇଅଛି। ନାରାୟଣପାଟଣା – ବନ୍ଧୁ ଗାଁ ଅଞ୍ଚଳର…
View More ଆଦିବାସୀଙ୍କ ସଂଘର୍ଷର ଗାଥା. ଉଜାଣି ଝଂଝାବତୀ ପାଠକାର୍ପିତ.ଲକ୍ଷ୍ମୀପୁର କଲେଜର ଉଲ୍ଲେଖନୀୟ ସଫଳତା.ବାଳିକା ବର୍ଗରେ ରେବତୀ ଓ ବାଳକ ବର୍ଗରେ ଆକାଶ ଟପ୍ପର
ପ୍ରତିଫଳନ ମିଡ଼ିଆ ପରୀକ୍ଷା ଫଳ ବାହାରିଛି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ସମେତ ବ୍ଲକର କାକିରିଗୁମା, ବୁର୍ଜା ମାଧ୍ୟମିକ ସ୍କୁଲର ପିଲାମାନେ ମଧ୍ୟ ଭଲ କରିଥିବା ଜଣା ପଡ଼ିଛି । ପରୀକ୍ଷା ଫଳ ପ୍ରକାଶିତ…
View More ଲକ୍ଷ୍ମୀପୁର କଲେଜର ଉଲ୍ଲେଖନୀୟ ସଫଳତା.ବାଳିକା ବର୍ଗରେ ରେବତୀ ଓ ବାଳକ ବର୍ଗରେ ଆକାଶ ଟପ୍ପରଖାଇଦେଲେ ସରକାରୀ ଟଙ୍କା,ଠକି ଥିଲେ ଲୋକଙ୍କୁ,୪ଜଣକୁ ଗିରଫ କଲା ଭିଜିଲାନସ
ବଢୁଛି ଦୁର୍ନୀତି: ଧରୁଛି ଭିଜିଲାନ୍ସ ରାୟଗଡା(ପ୍ରତିଫଳନ ମିଡ଼ିଆ) ପୋଖରି ଖୋଲିଥିବା ନାମରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ । କାଶୀପୁର ବ୍ଲକ୍ ରେ ୨୩ ଗୋଟି ପୋଖରୀ ଖୋଲିବା ନାମରେ ୨୦ଲକ୍ଷ ଟଙ୍କା…
View More ଖାଇଦେଲେ ସରକାରୀ ଟଙ୍କା,ଠକି ଥିଲେ ଲୋକଙ୍କୁ,୪ଜଣକୁ ଗିରଫ କଲା ଭିଜିଲାନସଗୁଣପୁର ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉ
ଗୁଣପୁର (ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲା ଗୁଣପୁର ଯୋଗାଣ ବିଭାଗ ପକ୍ଷରୁ ସହର ରେ ଥିବା ବିଭିନ୍ନ ହୋଟେଲ ଉପରେ ଅଚାନକ ଚଢାଉ କରିଛି । ଏହି ଚଢ଼ାଉ ପ୍ରାୟ ୭/୮ ଟି ହୋଟେଲ…
View More ଗୁଣପୁର ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉନେତାଙ୍କ ରିପୋର୍ଟ କାର୍ଡ: ରାୟଗଡା ବିଧାୟକ
ନିର୍ବାଚନ ହୋଇ ବର୍ଷେ ପୂରିବ। ଆମ ବିଧାୟକଙ୍କ ରିପୋର୍ଟ କାର୍ଡ ଏବେ ଭୋଟର ଜାଣିବାର ଅଛି । ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କେତେ କାମ କରିଛନ୍ତି, କଣ ସବୁ କାମ କରିଛନ୍ତି ଆମ…
View More ନେତାଙ୍କ ରିପୋର୍ଟ କାର୍ଡ: ରାୟଗଡା ବିଧାୟକ
