ପଦ୍ମପୁର (ପ୍ରତିଫଳନ ମିଡିଆ) ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ବିଳମ୍ବିତ ରାତ୍ରି ସମୟରେ ଅଜଣା ଗାଡି ଧକ୍କା ରେ ୩ ଯୁବକ ର ମୃତ ଘଟିଛି। ପଦ୍ମପୁର…
View More ଅଜଣା ଗାଡିଧକ୍କାରେ ତିନି ଯୁବକ ମୃତCategory: ସ୍ଥାନୀୟ
ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବି ବାସୁଦେବ ପାତ୍ରଙ୍କ ସ୍ମୃତି ସଭା
ରାୟଗଡା ( ପ୍ରତିଫଳନ ମିଡ଼ିଆ) ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ସଭାପତି ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କବି ଭାରତୀ ବାସୁଦେବ ପାତ୍ରଙ୍କ ତିରୋଧାନ ଦିବସ ଅବସରରେ ସ୍ମୃତି ସଭା ଅନୁଷ୍ଠିତ…
View More ରାୟଗଡା ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବି ବାସୁଦେବ ପାତ୍ରଙ୍କ ସ୍ମୃତି ସଭାପାଚେରୀକୁ ଧକ୍କା ଦେଲା ଟ୍ରକ, ବଞ୍ଚିଗଲେ ଘରେ ଥିବା ଲୋକ, ଭାଙ୍ଗିଲା ବିଦ୍ୟୁତ୍ ପୋଲ
କୋରାପୁଟ (ପ୍ରତିଫଳନ ମିଡ଼ିଆ) ଗାଡ଼ି ଧକ୍କା ଦେଲା ବିଦ୍ୟୁତ୍ ପୋଳକୁ ଓ ଘରକୁ ।ପାଚେରୀ କାନ୍ଥ ଭାଙ୍ଗିଲା । ଅଳ୍ପକେ ବର୍ତିଲେ ଘରେ ଥିବା ଲୋକେ ।ପାଚେରୀ ଭାଙ୍ଗିଥିଲା ମଧ୍ୟ ଘରେ ଥିବା ଲୋକଙ୍କ…
View More ପାଚେରୀକୁ ଧକ୍କା ଦେଲା ଟ୍ରକ, ବଞ୍ଚିଗଲେ ଘରେ ଥିବା ଲୋକ, ଭାଙ୍ଗିଲା ବିଦ୍ୟୁତ୍ ପୋଲଚିଦାନନ୍ଦ ସେ ପରମାନନ୍ଦ
ଦ୍ବିତୀ ଚନ୍ଦ୍ର ଓ କୀର୍ତ୍ତି ଚନ୍ଦ୍ର ସାହୁ ସଞ୍ଜ ହେଲା ବେଳକୁ ଗାଈ ଗୋଠ ଫେରିଥିବ । ଘରେ ଘରେ ସଂଜ ଦୀପ ପାଇଁ ସଜବାଜ ହେଉଥିବେ ମାଆ ମାନେ। ଏହି ସମୟରେ ଆଉ…
View More ଚିଦାନନ୍ଦ ସେ ପରମାନନ୍ଦଗୁଣପୁର ତାଲୁକ୍ ଆଇନସେବା ସଂସ୍ଥା ପକ୍ଷରୁ ଗୁଣପୁର ବ୍ଲକ ଅଫିସରେ ଆଇନ ସଚେତନତା ଶିବିର
ଗୁଣପୁର(ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲା ଗୁଣପୁର ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ପକ୍ଷରୁ ଗୁଣପୁର ବ୍ଲକ୍ ଅଫିସ ସଭା ଗୃହରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁଣପୁରତାଲୁକ୍ ଆଇନସେବା ସଂସ୍ଥା…
View More ଗୁଣପୁର ତାଲୁକ୍ ଆଇନସେବା ସଂସ୍ଥା ପକ୍ଷରୁ ଗୁଣପୁର ବ୍ଲକ ଅଫିସରେ ଆଇନ ସଚେତନତା ଶିବିରଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା, ୨୦ରୁ ଊର୍ଦ୍ଧ୍ବ ଗାଈ ମୃତ
ପଟାଙ୍ଗି (ପ୍ରତିଫଳନ ମିଡ଼ିଆ) ୨୬ ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ କଣ୍ଟେନର ଦୁର୍ଘଟଣା।ରାଲେଗେଡା ଘାଟିରେ ଘଟିଛି ଦୁର୍ଘଟଣା । ଆନ୍ଧ୍ର ଅଭିମୁଖେ ଯାଉଥିଲା କଣ୍ଟେନର ।ଭାରସାମ୍ୟ ହରାଇ ପାହାଡକୁ ଦେଲା ଧକ୍କା।ବହୁ ଗାଈ…
View More ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା, ୨୦ରୁ ଊର୍ଦ୍ଧ୍ବ ଗାଈ ମୃତତୁର୍କୀ, ଚୀନ ଏବଂ ଆଜେରବାଇଜାନକୁ ବର୍ଜନ କରିବାକୁ ଆହ୍ୱାନ ଦେଲା ସ୍ୱଦେଶୀ ଜାଗରଣ ମଞ୍ଚ
କୋରାପୁଟ(ପ୍ରତିଫଳନ ମିଡ଼ିଆ) ଭାରତକୁ ବିରୋଧ କରୁଥିବା ତୁର୍କୀ, ଚୀନ ଏବଂ ଆଜେରବାଇଜାନ ବିରୁଦ୍ଧରେ ଦେଶବ୍ୟାପୀ ବର୍ଜନ ଅଭିଯାନକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ସ୍ୱଦେଶୀ ଜାଗରଣ ମଞ୍ଚ । କୋରାପୁଟ ଜଗନ୍ନାଥ ମନ୍ଦିର ଛକଠାରେ ଏ…
View More ତୁର୍କୀ, ଚୀନ ଏବଂ ଆଜେରବାଇଜାନକୁ ବର୍ଜନ କରିବାକୁ ଆହ୍ୱାନ ଦେଲା ସ୍ୱଦେଶୀ ଜାଗରଣ ମଞ୍ଚଅଫିସ ଭିତରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ ଦେହ ଠାବ, ପୋଲିସ ତଦନ୍ତ ଆରମ୍ଭ
ରାୟଗଡା (ପ୍ରତିଫଳନ ମିଡ଼ିଆ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗ୍ରାମ୍ୟ ନିର୍ମାଣ ବିଭାଗୀୟ କାର୍ଯ୍ୟାଳୟ ପରିସରରୁ କର୍ମରତ 4ର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ ଦେହ ଠାବ । ମୃତକ ହେଲେ ଅଜାମ୍ୱିଳ ସାହାଣୀ । ତାଙ୍କ…
View More ଅଫିସ ଭିତରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ ଦେହ ଠାବ, ପୋଲିସ ତଦନ୍ତ ଆରମ୍ଭରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ: ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ
ଗୁଡ଼ାରୀ (ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଗୁଡାରୀରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ…
View More ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ: ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନବିବାହିତ ଯୁବକଙ୍କ ସହ ପ୍ରେମ ସଂମ୍ପର୍କର କରୁଣ ପରିଣତି, ସ୍ତ୍ରୀ ଘର ଲୋକଙ୍କ କାଠ ଫାଳିଆ ରେ ପ୍ରେମିକାର ମୃତ୍ୟୁ, 3 ଅଟକ
ଗୁଣପୁର ( ପ୍ରତିଫଳନ ମିଡ଼ିଆ) ବିବାହିତ ଯୁବକଙ୍କ ସହ ପ୍ରେମ ସଂମ୍ପର୍କ ରୁ ଜଣେ ମହିଳା ଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା …
View More ବିବାହିତ ଯୁବକଙ୍କ ସହ ପ୍ରେମ ସଂମ୍ପର୍କର କରୁଣ ପରିଣତି, ସ୍ତ୍ରୀ ଘର ଲୋକଙ୍କ କାଠ ଫାଳିଆ ରେ ପ୍ରେମିକାର ମୃତ୍ୟୁ, 3 ଅଟକ
