ବିଗତ ଦିନର ମହିଳା ନିର୍ଯ୍ୟାତନାକୁ ଚାପୁଥିଲେ, ଏବେ ଏକ୍ସନ ମୁଡ଼ରେ ବିଜେପି ସରକାର ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ଗତକିଛି ଦିନ ଧରି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଓଡିଶା ରାଜନୀତିରେ ଦୁଇ ବିରୋଧୀ ଦଳ ରୋଟି…
View More ସ୍ଥିତି ପାଇଁ ସଂଗ୍ରାମ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଚାଲିଛି କସରତ, ବିରୋଧୀଙ୍କ ଆକ୍ରମଣ ମୋହନଙ୍କ ପାଇଁ ସୃଷ୍ଟି ହେଉଛି ଅନୁକମ୍ପାCategory: ରାଜ୍ୟ
ଜଙ୍ଗଲ ଅଧିକାରୀଙ୍କ ଜମି ନିଶା, ୧୧୫ଟି ପ୍ଲଟର ମାଲିକ, ଫାଇଭ ଷ୍ଟାର ହଟେଲ ଭଳି ଘର
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ ) ନଗଦ ରଖିଲେ ରିକ୍ସ ବେଶୀ। ସୁନା ଅଳଙ୍କାର ରଖିଲେ ଚୋରି ହେବାର ଭୟ। ଅନୈତିକ ଅର୍ଜିତ ଟଙ୍କାକୁ ସାଇତି ରଖିବା ଲାଗି ମାଷ୍ଟର ମାଇଣ୍ଡ କରିଥିଲେ ଡିଏଫଓ ନିତ୍ୟାନନ୍ଦ…
View More ଜଙ୍ଗଲ ଅଧିକାରୀଙ୍କ ଜମି ନିଶା, ୧୧୫ଟି ପ୍ଲଟର ମାଲିକ, ଫାଇଭ ଷ୍ଟାର ହଟେଲ ଭଳି ଘରଭିଜିଲାନସ୍ ଜାଲରେ କେନ୍ଦୁଝର କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକ ।
କେନ୍ଦୁଝର (ପ୍ରତିଫଳନ ମିଡ଼ିଆ) ରାଜ୍ୟରେ ଭିଜିଲାନସ ବିଭାଗ ବହୁତ ପ୍ରଭାବୀ ଢଙ୍ଗରେ କାମ କରୁଥିବା ଦୃଷ୍ଟି ଗୋଚର ହେଉଛି। କାହାରିକୁ ଛାଡ଼ୁ ନାହିଁ ଭିଜିଲାନସ। ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି IAS,OAS,OFS ସମସ୍ତ…
View More ଭିଜିଲାନସ୍ ଜାଲରେ କେନ୍ଦୁଝର କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକ ।ଗୋ ମାତାଙ୍କ ଉପରେ ଚଡକ, ମରିଗଲେ ୬ଟି ବଳଦ,ଗୋଟାଏ ଗାଈ, ଜଗୁଆଳି ଗୁରୁତର ।
ପ୍ରତିଫଳନ ମିଡ଼ିଆ ମୃତ ଗୋରୁ ପାଳକଙ୍କୁ କ୍ଷତି ପୁରଣ ଓ ଆହତ ଗୋରୁଙ୍କୁ ଚିକିତ୍ସା ଯୋଗାଇଦେବାକୁ ସରପଞ୍ଚଙ୍କ ନିବେଦନ । ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେବା ବିପଦ ଘଟୁଛି।ଚଡକ ପଡ଼ି ବହୁ…
View More ଗୋ ମାତାଙ୍କ ଉପରେ ଚଡକ, ମରିଗଲେ ୬ଟି ବଳଦ,ଗୋଟାଏ ଗାଈ, ଜଗୁଆଳି ଗୁରୁତର ।ଲକ୍ଷ୍ମୀପୁରରେ ଅଭାବନୀୟ ଘଟଣା, ବାପାକୁ ହାଣିଲା ପୁଅ
ଲକ୍ଷ୍ମୀପୁର (ପ୍ରତିଫଳନ ମିଡ଼ିଆ ) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି। ନିଜର ଜନ୍ମ କରିଥିବା ବାପାଙ୍କୁ ଟାଙ୍ଗିଆରେ ହାଣିବାକୁ ପଛେଇ ନାହିଁ ପୁଅ। ରକ୍ତ ଜୁଡୁବୁଡୁ…
View More ଲକ୍ଷ୍ମୀପୁରରେ ଅଭାବନୀୟ ଘଟଣା, ବାପାକୁ ହାଣିଲା ପୁଅପୁଣି ଜିଆଇଇଟି ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଆରମ୍ଭ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) କିଛି ଦିନର ବ୍ୟବଧାନ ପରେ ପୁଣି ଜିଆଇଇଟିରେ ଘଟିଛି ଛାତ୍ର ଆତ୍ମହତ୍ୟା। ରାୟଗଡା ଜିଲ୍ଲା ଗୁଣପୁର ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟର ପଠାଣି ସାମନ୍ତ ହଷ୍ଟେଲରେ ଜଣେ ଛାତ୍ରର…
View More ପୁଣି ଜିଆଇଇଟି ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଆରମ୍ଭସୌମ୍ୟଶ୍ରୀଙ୍କ ବିୟୋଗରେ ପଦ୍ମପୁର ଏଭିବିପି ତରଫରୁ ଶୋକ ଶୋଭା।
ପଦ୍ମପୁର (ପ୍ରତିଫଳନ ମିଡ଼ିଆ ) ବାଲେଶ୍ୱରଫକୀରମୋହନସ୍ୱୟଂଶାସିତମହବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପଦ୍ମପୁର ଏଭିବିପି ତରଫରୁ ଶୋକସଭା ପାଳନ କରାଯାଇଥିଲା।ଏହା ପଦ୍ମପୁର ସୁନାରିଘାଇ ଛକ ନିକଟସ୍ଥ ଖିଲାମୁଣ୍ଡା…
View More ସୌମ୍ୟଶ୍ରୀଙ୍କ ବିୟୋଗରେ ପଦ୍ମପୁର ଏଭିବିପି ତରଫରୁ ଶୋକ ଶୋଭା।ଧୃତରାଷ୍ଟ୍ର ନବୀନଙ୍କ ଏବେ ଯୁଧିଷ୍ଟିର ରୂପ, ଇତିଶ୍ରୀ ପାଇଁ ଲିପାପୋଛା ସୌମ୍ୟାଶ୍ରୀ ପାଇଁ ବିଚଳିତ, ବିଜେଡିର କୃତ କର୍ମ ପାଇଁ ଓଡିଶା ଏବେ ଭୋଗୁଛି !
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ) ସୌମ୍ୟଶ୍ରୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଅକାଳରେ ଜଣେ ଝିଅର ପ୍ରାଣ ଗଲା। ଏହା ସମସ୍ତଙ୍କୁ ବିଚଳିତ କରୁଛି। ବ୍ୟବସ୍ଥାର ବିଫଳତା ଯୋଗୁଁ ଏଭଳି ଘଟଣା ଘଟିଛି ସତ। ସରକାର…
View More ଧୃତରାଷ୍ଟ୍ର ନବୀନଙ୍କ ଏବେ ଯୁଧିଷ୍ଟିର ରୂପ, ଇତିଶ୍ରୀ ପାଇଁ ଲିପାପୋଛା ସୌମ୍ୟାଶ୍ରୀ ପାଇଁ ବିଚଳିତ, ବିଜେଡିର କୃତ କର୍ମ ପାଇଁ ଓଡିଶା ଏବେ ଭୋଗୁଛି !ନୂଆ ଡିଆଇଜିଙ୍କ ନୂଆ ପ୍ଲାନ, ମାଓ ମୂଳପୋଛ,ପବ୍ଲିକ ଗ୍ରିଭିଏନସକୁ ଅଗ୍ରାଧିକାର ଦିଆଯିବ : ଡିଆଇଜି ଡ. କନୱର ଵିଶାଲ ସିଂ
କୋରାପୁଟ ପ୍ରତିଫଳନ ମିଡ଼ିଆ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଯୋଗ ଦେଲେ ଡାକ୍ତର କନୱାର ଵିଶାଲ ସିଂ। କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡଅଫ ଅନର ଦେଇ ସ୍ୱାଗତ କରିଥିଲେ କର୍ମଚାରୀ।…
View More ନୂଆ ଡିଆଇଜିଙ୍କ ନୂଆ ପ୍ଲାନ, ମାଓ ମୂଳପୋଛ,ପବ୍ଲିକ ଗ୍ରିଭିଏନସକୁ ଅଗ୍ରାଧିକାର ଦିଆଯିବ : ଡିଆଇଜି ଡ. କନୱର ଵିଶାଲ ସିଂଗୁପ୍ତେଶ୍ୱର ରାସ୍ତାରେ ବୋଲବମ ଗାଡି ଦୁର୍ଘଟଣା , ବୋଲବମ ଯାତ୍ରୀଙ୍କ ଗାଡି ସହ ଦମକଳ ଗାଡ଼ିର ଧକ୍କା,ଜଣେ ମୃତ ୨ ଗୁରୁତର ଆହତ ।
ପ୍ରତିଫଳନ ମିଡ଼ିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କଲେ ।ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କଲେ ଶ୍ରାବଣ ମାସ ପ୍ରଥମ ସୋମବାରରେ ଜଳ ଲାଗି…
View More ଗୁପ୍ତେଶ୍ୱର ରାସ୍ତାରେ ବୋଲବମ ଗାଡି ଦୁର୍ଘଟଣା , ବୋଲବମ ଯାତ୍ରୀଙ୍କ ଗାଡି ସହ ଦମକଳ ଗାଡ଼ିର ଧକ୍କା,ଜଣେ ମୃତ ୨ ଗୁରୁତର ଆହତ ।
