କୋରାପୁଟ / ରାୟଗଡା (ପ୍ରତିଫଳନ ମିଡ଼ିଆ ) ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ଠାକୁରଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ରରେ ପାରମ୍ପରିକ…
View More କୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ବେଦୀରେ ଗଜାନନ ବେଶରେ ଶୋଭା ପାଉଛନ୍ତି ତିନି ଠାକୁରCategory: ରାଜ୍ୟ
ଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗାଇସିଲଟ ଜେଇ ପରେ ଏବେ କୋରାପୁଟ ଲମତାପୁଟ ଏଇ ଙ୍କ ପାଳି। ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା…
View More ଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ
ବିଲର ଦଶ ପ୍ରତିଶତ ନେଉଥିଲେ ଲାଞ୍ଚ, ପଇସା ଦେଲେ ହିଁ ବିଲ କରୁଥିଲେ ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ପୁଣି ଥରେ ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ ପଡିଛି। ଜଣେ ଯୁବ…
View More ପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେପଦ୍ମପୁରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜୟନ୍ତୀ ପାଳିତ
ପଦ୍ମପୁର ( ପ୍ରତିଫଳନ ମିଡ଼ିଆ ) ସୋମବାର ଏଙ୍ଗର୍ବା ସ୍ଥିତ ଏସ୍ ପି ମାଙ୍ଗାଇ ଆଶ୍ରମ ପରିସରରେ ବିଦ୍ରୋହୀ ନାୟକ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୨୫ ତମ ଜନ୍ମ ଜୟନ୍ତି ଉତ୍ସବ ରାଜ୍ୟ…
View More ପଦ୍ମପୁରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜୟନ୍ତୀ ପାଳିତକୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସ
ଜିଲ୍ଲାର ବିକାଶ ପାଇଁ ସର୍ବଦଳୀୟ ଉଦ୍ୟମ ପ୍ରୟୋଜନ ରାୟଗଡା ( ପ୍ରତିଫଳନ ମିଡ଼ିଆ) ନିର୍ବାଚନ ବର୍ଷେ ପୂର୍ଣ୍ଣ ହୋଇଛି। ଗତ ନିର୍ବାଚନ ରେ ଜିଲ୍ଲାର ସମସ୍ତ ତିନୋଟି ଆସନରେ କଂଗ୍ରେସ ବିଜୟ ଲାଭ କରିଛି।…
View More କୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସଭିଜିଲାନ୍ସ ଜାଲରେ ଆଇଏଏସ, ଧର୍ମଗଡ଼ ଉପଜିଲ୍ଲାପାଳ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଲା, ଘରୁ ବାହାରିଲା 47 ଲକ୍ଷ ନଗଦ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ଦୁର୍ନୀତି ବିରୁଦ୍ଧରେ ମୋହନ ସରକାରଙ୍କ କଡା ପଦକ୍ଷେପ । ଆଉ ଜଣେ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡିଛି। ଏଥର ଫସିଛନ୍ତି ଜଣେ ଆଇଏଏସ। କଳାହାଣ୍ଡି ଜିଲ୍ଲାର…
View More ଭିଜିଲାନ୍ସ ଜାଲରେ ଆଇଏଏସ, ଧର୍ମଗଡ଼ ଉପଜିଲ୍ଲାପାଳ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଲା, ଘରୁ ବାହାରିଲା 47 ଲକ୍ଷ ନଗଦଜିଲ୍ଲା ପ୍ରଶାସନର ପ୍ରସ୍ତାବରେ ମୋହର, ‘ଭୋକାଲ ଫର ଲୋକାଲ ‘ ଅଭିଯାନ ଅଧୀନରେ କୋରାପୁଟ କଫିକୁ ଅନ୍ତର୍ଭୁକ୍ତ କଲା ନୀତି ଆୟୋଗ, କୋରାପୁଟରେ ଖୁସିର ମାହୋଲ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ସ୍ୱଦେଶୀ ଉଦ୍ୟୋଗ ଏବଂ ସ୍ଥାୟୀ କୃଷିକୁ ସ୍ୱୀକୃତି ଦେଇ, ଗ୍ରାମୀଣ ଜୀବିକା, ପରିବେଶଗତ ସମନ୍ୱୟ ଏବଂ ‘ ଭୋକାଲ ଫର ଲୋକାଲ’ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି…
View More ଜିଲ୍ଲା ପ୍ରଶାସନର ପ୍ରସ୍ତାବରେ ମୋହର, ‘ଭୋକାଲ ଫର ଲୋକାଲ ‘ ଅଭିଯାନ ଅଧୀନରେ କୋରାପୁଟ କଫିକୁ ଅନ୍ତର୍ଭୁକ୍ତ କଲା ନୀତି ଆୟୋଗ, କୋରାପୁଟରେ ଖୁସିର ମାହୋଲଉତ୍କଳ ଆଲୁମିନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ରାୟଗଡା ( ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି । ପ୍ଲାଷ୍ଟିକ ପ୍ରଦୂଷଣ…
View More ଉତ୍କଳ ଆଲୁମିନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତପରିବେଶବିତ ମେଧା ପାଟେକରଙ୍କୁ ରାୟଗଡ଼ାରେ ଅଟକ, ଶୁଙ୍ଗେର ସଭାସ୍ଥଳକୁ ଛାଡ଼ିଲାନି ରାୟଗଡା ପୋଲିସ, ସୁରକ୍ଷା ମଧ୍ୟରେ ନେଲେ ବ୍ରହ୍ମପୁର .
ଆଜି ବିଶ୍ଵ ପରିବେଶ ଦିବସ ପାଳିଲେ ଆଦିବାସୀ ମୁଁ ଆତଙ୍କବାଦୀ ନାହିଁ। ଶାନ୍ତି ଓ ଅହିଂସା ପୂର୍ବକ ଆନ୍ଦୋଳନ ରେ ମୁଁ ବିଶ୍ୱାସ ରଖି ଆସିଛି : ମେଧା ପାଟେକର ରାୟଗଡା (ପ୍ରତିଫଳନ ମିଡ଼ିଆ…
View More ପରିବେଶବିତ ମେଧା ପାଟେକରଙ୍କୁ ରାୟଗଡ଼ାରେ ଅଟକ, ଶୁଙ୍ଗେର ସଭାସ୍ଥଳକୁ ଛାଡ଼ିଲାନି ରାୟଗଡା ପୋଲିସ, ସୁରକ୍ଷା ମଧ୍ୟରେ ନେଲେ ବ୍ରହ୍ମପୁର .ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଅବକାରୀ ବିଭାଗର ସଚେତନତା. ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ.
ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଅଭିଯାନ ଆରମ୍ଭ କରିଛି । ସଚେତନତା ରଥର ଶୁଭାରମ୍ଭ କରଯାଇଛି । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କୋରାପୁଟ…
View More ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଅବକାରୀ ବିଭାଗର ସଚେତନତା. ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ.
