କୋରାପୁଟ (ପ୍ରତିଫଳନ ମିଡିଆ ) ସେବା ପେପର ମିଲ ବନ୍ଦ ହୋଇଯାଇଛି ।ଶ୍ରମିକମାନଙ୍କୁ ଦରମା ମିଳୁନାହିଁ। ଶ୍ରମିକଙ୍କ ପରିବାର ଢୋକେ ପିଇ ଦଣ୍ଡେ ଜିଇଁ ବା ଅବସ୍ଥାରେ।ପରିବାର ଅବସ୍ଥା ଶୋଚନୀୟ ।କମ୍ପାନୀ ଅର୍ଥକୁ ଚାହିଁ…
View More ଜିଲ୍ଲାପାଳଙ୍କ ଶରଣ ପଶିଲେ ସେବା ପେପର ମିଲ ଶ୍ରମିକ ସଂଗଠନ ।Category: ରାଜନୀତି
ପଦ୍ମପୁର ଉପଖଣ୍ଡ ସ୍ତରୀୟ ବିକାଶ ମେଳାରେ ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣ୍ଟିଲେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ
ବରଗଡ଼ (ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପୁରଣ କରିଛି । ଏହି ଉପଲକ୍ଷେ ପଦମପୁର ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡ…
View More ପଦ୍ମପୁର ଉପଖଣ୍ଡ ସ୍ତରୀୟ ବିକାଶ ମେଳାରେ ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣ୍ଟିଲେ ସହାୟତା ରାଶି ଏବଂ କାର୍ଯ୍ୟାଦେଶଆବୁଧାବିକୁ ଉଡିଲା ବିମାନ, ମୁଖ୍ୟମନ୍ତ୍ରୀ ପତାକା ଦେଖାଇ କଲେ ଉଡାଣର ଶୁଭାରମ୍ଭ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ବିଜେପି ସରକାରଙ୍କ ଯୁଗାନ୍ତ ପଦକ୍ଷେପ । ଭୁବନେଶ୍ୱର ରୁ ଆବୁଧାବିକୁ ଆରମ୍ଭ ହେଲା ଉଡା ଜାହଜ ସେବା । ଆକାଶ ମାର୍ଗରେ ଯାତ୍ରା ଶୁଭାରମ୍ଭ ହେଲା ।…
View More ଆବୁଧାବିକୁ ଉଡିଲା ବିମାନ, ମୁଖ୍ୟମନ୍ତ୍ରୀ ପତାକା ଦେଖାଇ କଲେ ଉଡାଣର ଶୁଭାରମ୍ଭକୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସ
ଜିଲ୍ଲାର ବିକାଶ ପାଇଁ ସର୍ବଦଳୀୟ ଉଦ୍ୟମ ପ୍ରୟୋଜନ ରାୟଗଡା ( ପ୍ରତିଫଳନ ମିଡ଼ିଆ) ନିର୍ବାଚନ ବର୍ଷେ ପୂର୍ଣ୍ଣ ହୋଇଛି। ଗତ ନିର୍ବାଚନ ରେ ଜିଲ୍ଲାର ସମସ୍ତ ତିନୋଟି ଆସନରେ କଂଗ୍ରେସ ବିଜୟ ଲାଭ କରିଛି।…
View More କୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସତୁଟୁନି ଗୋଷ୍ଠୀ କନ୍ଦଳ, ହେଜୁ ନାହାନ୍ତି ନେତା, ରାୟଗଡା ବିଜେଡିର ସ୍ଥିତି ତଳକୁ ତଳକୁ !
ମିଶି ପାରିଲେନି ସବୁ ନେତା, ଅସହାୟ କର୍ମୀ, ନେତାଏ ନିଜ ଅହମିକାରେ ଦୃଢ଼ ରାୟଗଡା (ପ୍ରତିଫଳନ ମିଡ଼ିଆ ) ନେତାଙ୍କୁ ଧୋଇ ଦେଲେ କର୍ମୀ। ଆବାକାବା ହୋଇ ଗଲେ କର୍ମୀ ସମସ୍ତେ। କର୍ମୀଙ୍କ ପୁଞ୍ଜିଭୁତ…
View More ତୁଟୁନି ଗୋଷ୍ଠୀ କନ୍ଦଳ, ହେଜୁ ନାହାନ୍ତି ନେତା, ରାୟଗଡା ବିଜେଡିର ସ୍ଥିତି ତଳକୁ ତଳକୁ !ରିପୋର୍ଟ କାର୍ଡରେ ସଫଳତାକୁ ଦର୍ଶାଇଲେ କୋରାପୁଟ ସାଂସଦ, କହିଲେ ରେଳ, ରାସ୍ତା, ଶିକ୍ଷା ଆଦି ବିକାଶରେ ରହିଛି ପ୍ରମୁଖ ଯୋଗଦାନ
ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସପ୍ତଗିରି କିନ୍ତୁ ନିରବ ରାୟଗଡା ( ପ୍ରତିଫଳନ ମିଡ଼ିଆ ) ନିର୍ବାଚନକୁ ବର୍ଷେ ପୁରିଛି। ପ୍ରତିଫଳନ ପକ୍ଷରୁ ନିର୍ବାଚିତ ପ୍ରତିନିଧିଙ୍କ ରିପୋର୍ଟ କାର୍ଡ ପ୍ରଦାନ କରାଯାଉଛି। ନିକଟରେ ଆମେ…
View More ରିପୋର୍ଟ କାର୍ଡରେ ସଫଳତାକୁ ଦର୍ଶାଇଲେ କୋରାପୁଟ ସାଂସଦ, କହିଲେ ରେଳ, ରାସ୍ତା, ଶିକ୍ଷା ଆଦି ବିକାଶରେ ରହିଛି ପ୍ରମୁଖ ଯୋଗଦାନଲକ୍ଷ୍ମୀପୁର ପଲଟିକ୍ସ : ବିଜେଡ଼ି ଶାସନରେ ଖୋଲିଲା ମଦ ଦୋକାନ, ବିଜେପି କରୁଛି ସମର୍ଥନ, କଂଗ୍ରେସ କହୁଛି ଚାଲିବ ମଦ ବିରୋଧୀ ଅଭିଯାନ
ମୁଁ ଲୋକଙ୍କ ବିଧାୟକ – ଲକ୍ଷ୍ମୀପୁର ବିଧାୟକବିଜେପି ବିଜେଡ଼ି ଆଦିବାସୀ ବିରୋଧୀ, କଂଗ୍ରେସ ଗରିବ ଓ ଆଦିବାସୀଙ୍କ ଦଳ : କୋରାପୁଟ ସାଂସଦ କଂଗ୍ରେସ ଅମଳରେ ହିଁ ମଦ ଦୋକାନ ଖୋଲିବା ବ୍ୟବସ୍ଥା ହୋଇଛି,…
View More ଲକ୍ଷ୍ମୀପୁର ପଲଟିକ୍ସ : ବିଜେଡ଼ି ଶାସନରେ ଖୋଲିଲା ମଦ ଦୋକାନ, ବିଜେପି କରୁଛି ସମର୍ଥନ, କଂଗ୍ରେସ କହୁଛି ଚାଲିବ ମଦ ବିରୋଧୀ ଅଭିଯାନନିର୍ଯାତିତାଙ୍କୁ ନ୍ୟାୟ ପ୍ରଦାନ ଲାଗି କୋରାପୁଟ ଏସପିଙ୍କୁ ଭେଟିଲେ ବିଜେଡ଼ି ମହିଳା ପ୍ରତିନିଧି
କୋରାପୁଟ ( ପ୍ରତିଫଳନ ମିଡ଼ିଆ) ବୋରିଗୁମ୍ମା ବ୍ଲକ୍ ଜୟପୁର ସଦର ଥାନା ଅଞ୍ଚଳରେ ନାବାଳିକା କୁ ଗର୍ଭବତୀ କରିବା ଘଟଣାରେ ନ୍ୟାୟ ପ୍ରଦାନ ଦାବି କରି ବିଜେଡି ନେତ୍ରୀ ସ୍ନେହାଙ୍ଗିୀନ ଛୁରିଆ ଙ୍କ ନେତୃତ୍ୱରେ…
View More ନିର୍ଯାତିତାଙ୍କୁ ନ୍ୟାୟ ପ୍ରଦାନ ଲାଗି କୋରାପୁଟ ଏସପିଙ୍କୁ ଭେଟିଲେ ବିଜେଡ଼ି ମହିଳା ପ୍ରତିନିଧିଓଡ଼ିଆ ଅସ୍ମିତାର ସରକାର. କୋଟିଆ ବିକାଶ ପାଇଁ ଗଠନ କଲେ ଟାସ୍କ ଫୋର୍ସ କମିଟି
କୋରାପୁଟ (ପ୍ରତିଫଳନ ମିଡିଆ) କୋଟିଆ ଓଡିଶାର । କୋଟିଆ ସମସ୍ୟାର ସମାଧାନ , ସୁରକ୍ଷା ଓ ବିକାଶ ପାଇଁ ଓଡ଼ିଆ ଅସ୍ମିତା ର ସରକାର ସଚେତନ ଅଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ରହିଛି…
View More ଓଡ଼ିଆ ଅସ୍ମିତାର ସରକାର. କୋଟିଆ ବିକାଶ ପାଇଁ ଗଠନ କଲେ ଟାସ୍କ ଫୋର୍ସ କମିଟିନେତାଙ୍କ ରିପୋର୍ଟ କାର୍ଡ: ରାୟଗଡା ବିଧାୟକ
ନିର୍ବାଚନ ହୋଇ ବର୍ଷେ ପୂରିବ। ଆମ ବିଧାୟକଙ୍କ ରିପୋର୍ଟ କାର୍ଡ ଏବେ ଭୋଟର ଜାଣିବାର ଅଛି । ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କେତେ କାମ କରିଛନ୍ତି, କଣ ସବୁ କାମ କରିଛନ୍ତି ଆମ…
View More ନେତାଙ୍କ ରିପୋର୍ଟ କାର୍ଡ: ରାୟଗଡା ବିଧାୟକ
