ଆଳତି ଲାଇଭ ପାଇଁ ମନ୍ଦିର ୟୁ ଟ୍ୟୁବ ଚ୍ୟାନେଲ ଖୋଲିବାକୁ ହେଲା ଦାବୀ ରାୟଗଡା (ପ୍ରତିଫଳନ ମିଡ଼ିଆ ) ମାଆ ମଝିଘରିଆଣୀ ପୀଠରେ ଆରମ୍ଭ ହେଲା ଇ ହୁଣ୍ଡି। ଏଣିକି ସୁବିଧାରେ ଦାନ କରି…
View More ମାଆ ମଝିଘରିଆଣୀ ପୀଠରେ ଆରମ୍ଭ ହେଲା ଇ-ହୁଣ୍ଡିAuthor: Keerti chandra Sahu
ଅର୍ଜ୍ଜୁନ ଟ୍ରେନ ଯାତ୍ରୀଙ୍କୁ କରିବ ସଚେତନ.ବିଶାଖାପାଟଣା ଷ୍ଟେସନର ସୁରକ୍ଷା ପାଇଁ ରୋବର୍ଟ ଦେବ ସେବା
ପ୍ରତିଫଳନ ମିଡ଼ିଆ, ବିଶାଖାପାଟଣା -(ଯଶୋବନ୍ତ ପାଢ଼ୀ) ଭାରତୀୟ ରେଳ ବିଭାଗ ନୂଆ ଫର୍ଦ୍ଦ ଯୋଡ଼ିଛି। ଏଣିକି ଯାତ୍ରୀଙ୍କ ସୁରକ୍ଷା ଓ ସହାୟତା ଦେବ ଅର୍ଜ୍ଜୁନ। ଅର୍ଜ୍ଜୁନ ଏକ ରୋବର୍ଟ। ସେ ଏକାଧିକ ସହାୟତା ଦେବ।…
View More ଅର୍ଜ୍ଜୁନ ଟ୍ରେନ ଯାତ୍ରୀଙ୍କୁ କରିବ ସଚେତନ.ବିଶାଖାପାଟଣା ଷ୍ଟେସନର ସୁରକ୍ଷା ପାଇଁ ରୋବର୍ଟ ଦେବ ସେବାରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପରାକ୍ରମ ଦିବସ ଅବସରରେ କୁଇଜ ପ୍ରତିଯୋଗିତା
ରାୟଗଡା (ପ୍ରତିଫଳନ ମିଡ଼ିଆ ) ରାୟଗଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଅବସରରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ଏଥିରେ ଜିଲ୍ଲାର ୧୦ ବିଦ୍ୟାଳୟ( କେନ୍ଦ୍ରୀୟ ବିଦ୍ୟାଳୟ ଗୁଣୁପୁର, ଜଵହର…
View More ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପରାକ୍ରମ ଦିବସ ଅବସରରେ କୁଇଜ ପ୍ରତିଯୋଗିତାଇମ୍ଫାରେ ହେପାଟାଇଟିସ ସଚେତନତା ଶିବର, ଡ୍ରାଇଭରଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷଣ
କୋଲନରା (ପ୍ରତିଫଳନ ମିଡ଼ିଆ ) କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଇମ୍ଫା ଥେରୁବାଲି ପ୍ରାଙ୍ଗଣରେ ଉଚ୍ଚ ବିପଦସଂକୁଳ ଶ୍ରେଣୀ ଲୋକଙ୍କ ପାଇଁ ଭାଇରଲ ହେପାଟାଇଟିସ ବି ଓ ସି ସମ୍ପର୍କିତ ସଚେତନତା ଓ…
View More ଇମ୍ଫାରେ ହେପାଟାଇଟିସ ସଚେତନତା ଶିବର, ଡ୍ରାଇଭରଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷଣମାଉଡିଗୁଡାରେ ଧାର୍ତ୍ତି ରାଣୀ ମହୋତ୍ସବ
ମାଟି–ମାନବ ସମ୍ପର୍କର ଜୀବନ୍ତ ଦଲିଲ ହେଉଛି କନ୍ଧ ସଂସ୍କୃତି ————————————————————————- ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପାଇଲେ ଧର୍ତ୍ତି ରାଣୀ ସମ୍ମାନ ରାୟଗଡ଼ (ପ୍ରତିଫଳନ ମିଡ଼ିଆ ) କନ୍ଧ ଜନଜାତି ଓଡ଼ିଶାର ସବୁଠାରୁ ବଡ଼ ଜନଜାତି…
View More ମାଉଡିଗୁଡାରେ ଧାର୍ତ୍ତି ରାଣୀ ମହୋତ୍ସବ୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ଦେବ ମହାଯଜ୍ଞ: ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଜୀବନରେ ସଂସ୍କାର ପାଇଁ ଆଧ୍ୟାତ୍ମିକ ଚେତନାର ଜାଗରଣ ଅପରିହାର୍ଯ୍ୟ ରାୟଗଡା ସହର ର ଜେସକୋ ପଡିଆରେ ଆସନ୍ତା ଜାନୁୟାରୀ ମାସ 31 ତାରିଖ ଓ ଫେବୃୟାରୀ ମାସ 1…
View More ୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ଦେବ ମହାଯଜ୍ଞ: ଭୂମି ପୂଜନ ଉତ୍ସବ ଅନୁଷ୍ଠିତDistrict Consumer Disputes Redressal Commission Holds HDFC ERGO Liable for Deficiency in Motor Insurance Claim Settlement
Rayagada, Odisha:Pratiphalan MediaIn a noteworthy decision reinforcing insurer accountability, the Rayagada District Consumer Disputes Redressal Commission has held HDFC ERGO General Insurance Company Ltd. liable…
View More District Consumer Disputes Redressal Commission Holds HDFC ERGO Liable for Deficiency in Motor Insurance Claim Settlementନାଲକୋର ନୂଆ ବକ୍ସାଇଟ ଖଣିକୁ ପାଣି ଦେବୁ ନାହିଁ, ଆଦିବାସୀଙ୍କ ପ୍ରବଳ ବିରୋଧ,ନୂଆଗାଁରେ ହୋଇପାରିଲା ନାହିଁ ସ୍ୱତନ୍ତ୍ର ଗ୍ରାମସଭା ଫେରିଗଲେ ପ୍ରଶାସନିକ ଅଧିକାରୀ।
ପ୍ରତିଫଳନ ମିଡ଼ିଆ କୋରାପୁଟରେ ନାଲକୋ ପ୍ରତି ଅଂଚଳର ଆଦିବାସୀଙ୍କ ବିରୋଧଭାସ ବଡୁଛି କୋରାପୁଟ ପ୍ରଶାସନର ଯୋଜନା ବିଫଳ ହେଉଛି । ନାଳକୋର ପଟାଙ୍ଗୀ ଖଣିକୁ ପାଣି ଯୋଗାଣ ପାଇଁ ଜଳ ଅଧିଗ୍ରହଣ କାର୍ଯ୍ୟ କରିବା…
View More ନାଲକୋର ନୂଆ ବକ୍ସାଇଟ ଖଣିକୁ ପାଣି ଦେବୁ ନାହିଁ, ଆଦିବାସୀଙ୍କ ପ୍ରବଳ ବିରୋଧ,ନୂଆଗାଁରେ ହୋଇପାରିଲା ନାହିଁ ସ୍ୱତନ୍ତ୍ର ଗ୍ରାମସଭା ଫେରିଗଲେ ପ୍ରଶାସନିକ ଅଧିକାରୀ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡା ଜିଲ୍ଲାପାଳ ✴️ଅଳସୁଆ ଅଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭିତରକୁ ମନା✴️ସମୟାନୁବର୍ତ୍ତିତାର ପାଠ ପଢ଼ାଇଲେ ଜିଲ୍ଲାପାଳ
ରାୟଗଡା ( ପ୍ରତିଫଳନ ମିଡ଼ିଆ ) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡ଼ ଜିଲ୍ଲାପାଳ। ପ୍ରଶାସନକୁ କ୍ରିୟାଶୀଳ କରିବା ସହ ସମୟାନୁବର୍ତ୍ତିତା ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଦେଇଥିଲେ। ନୂତନ ଭାବେ ନିଯୁକ୍ତ…
View More ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡା ଜିଲ୍ଲାପାଳ ✴️ଅଳସୁଆ ଅଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭିତରକୁ ମନା✴️ସମୟାନୁବର୍ତ୍ତିତାର ପାଠ ପଢ଼ାଇଲେ ଜିଲ୍ଲାପାଳମୁମ୍ବାଇ: ଚର୍ଚ୍ଚାରେ ଓଡ଼ିଆ ଡାକ୍ତରଙ୍କ ସଫଳତା। ଜଟିଳ ପରିସ୍ଥିତିରେ ସହଜରେ ବାହାରକଲେ 550 ଗ୍ରାମ ପ୍ରୋଷ୍ଟେଟ୍ ଗ୍ରନ୍ଥି।
ପ୍ରତିଫଳନ ମିଡ଼ିଆ ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ସଠିକ ସମୟରେ ଚିକିତ୍ସାର ଅଭାବ ଯୋଗୁଁ ସ୍ଥିତି ଗୁରୁତର ହୋଇପଡୁଛି। ଏଥିଯୋଗୁ ରୋଗୀମାନଙ୍କ ସ୍ଥିତି ଜଟିଳ ହୋଇ ପଡୁଛି.ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି…
View More ମୁମ୍ବାଇ: ଚର୍ଚ୍ଚାରେ ଓଡ଼ିଆ ଡାକ୍ତରଙ୍କ ସଫଳତା। ଜଟିଳ ପରିସ୍ଥିତିରେ ସହଜରେ ବାହାରକଲେ 550 ଗ୍ରାମ ପ୍ରୋଷ୍ଟେଟ୍ ଗ୍ରନ୍ଥି।
