ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ ) ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ , ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ଗଞ୍ଜାମ ଜିଲ୍ଲାର ୬ଟି ଓ…
View More ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସାତଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉCategory: ଅପରାଧ
ଟଙ୍କାଗଣୁ ଥୁଲେ.ଧରିଲା ଭିଜିଲାନ୍ସ
ଅଙ୍ଗନୱାଡ଼ି କର୍ମୀ ଚାକିରୀ ଫିକ୍ସିଂ ! ପ୍ରତିଫଳନ ମିଡ଼ିଆ ଭିଜିଲାନସ୍ ଜାଲ ପକାଇଛି ।ସେହି ଜାଲ ରେ ଗୋଟାଏ ପରେ ଗୋଟାଏ ଧରାପଡୁଛନ୍ତି ରାୟଗଡ଼ା ଜିଲ୍ଲାର ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ । ଅଙ୍ଗନୱାଡ଼ି…
View More ଟଙ୍କାଗଣୁ ଥୁଲେ.ଧରିଲା ଭିଜିଲାନ୍ସମୁଖ୍ୟମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାହଙ୍ଗା ପଡିଲା, ରାୟଗଡା କେଉଟଗୁଡାର ଯୁବକ ଗିରଫ
ଫେସବୁକ ନିଶା ଉତୁରିଲା, ଡି ଫେକ ଭିଡିଓ ପୋଷ୍ଟ ଭାରି ପଡିଲା ରାୟଗଡା ( ପ୍ରତିଫଳନ ମିଡ଼ିଆ)ଭୁବନେଶ୍ୱର କ୍ରାଇମବ୍ରାଞ୍ଚ୍ ପୋଲିସ ଦ୍ୱାରା ଗିରଫ ହେଲା ରାୟଗଡ଼ା ର ଯୁବକ କିଶୋର କୌଶଲ୍ୟା। କିଶୋର ର…
View More ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାହଙ୍ଗା ପଡିଲା, ରାୟଗଡା କେଉଟଗୁଡାର ଯୁବକ ଗିରଫହୋଟେଲରେ ମିଳିତ ଚଢ଼ାଉ, ନିମ୍ନମାନର ଖାଦ୍ୟ ମିଳିଲା, ଜୋରିମାନା ଆଦାୟ
ଗୁଣୁପୁର (ପ୍ରତିଫଳନ ମିଡ଼ିଆ ) ଗୁଣୁପୁର ହୋଟେଲରେ ଯଦି ଖାଉଛନ୍ତି ତେବେ ଟିକେ ଜାଗ୍ରତ। ଅନେକ ହୋଟେଲରେ ଦିଆଯାଉଛି ବାସି ଖାଦ୍ୟ। ପ୍ରସ୍ତୁତ ହେଉଛି ନିମ୍ନମାନର ଖାଦ୍ୟ। ରଙ୍ଗ ବୋଳା ଖାଦ୍ୟ ପରଷା ଯାଉଛି।…
View More ହୋଟେଲରେ ମିଳିତ ଚଢ଼ାଉ, ନିମ୍ନମାନର ଖାଦ୍ୟ ମିଳିଲା, ଜୋରିମାନା ଆଦାୟଜଲାପୁଟ ଜଳ ଭଣ୍ଡାରରେ ବୁଡି ନାବାଳକ ନାବାଳିକାଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ବନୁର ଗାଁର ନାବାଳକ ନାବାଳିକା ଜଲାପୁଟ ଜଳ ଭଣ୍ଡାରରେ ଡେଇଁ ଆତ୍ମହତ୍ୟା କରିଛନ୍ତି l ଦେବେନ୍ଦ୍ର କ୍ରିସାନି ଏବଂ ପୁଷ୍ପା ବୈରାଗୀ ଗତ କାଲି ଠାରୁ ନିଖୋଜ ଥିବାରୁ…
View More ଜଲାପୁଟ ଜଳ ଭଣ୍ଡାରରେ ବୁଡି ନାବାଳକ ନାବାଳିକାଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହବିକ୍ରମପୁରରେ ବିବାହିତ ଯୁବତୀଙ୍କ ସନ୍ଦେହଜନଜ ମୃତ୍ୟୁ
ଗୁଣୁପୁର ( ପ୍ରତିଫଳନ ମିଡ଼ିଆ ) କୋଡିଏ ବାର୍ଷିୟା ବିବାହିତ ଯୁବତୀଙ୍କ ମୃତ୍ୟୁକୁ ନେଇ ଉଠିଛି ଅଭିଯୋଗ। ଅଭିଯୋଗ କରିଛନ୍ତି ମାଆ ଘର ଲୋକ। ରାୟଗଡ଼ା ଜିଲ୍ଲା ଗୁଣପୁର ସହର ବିକ୍ରମପୁର ଦଣ୍ଡାସି ସାହିରେ…
View More ବିକ୍ରମପୁରରେ ବିବାହିତ ଯୁବତୀଙ୍କ ସନ୍ଦେହଜନଜ ମୃତ୍ୟୁକଣ୍ଟେନରରେ କୋଟିଏ ଟଙ୍କାର ଗଂଜେଇ,ଭୟରେ ଡ୍ରାଇଭର ଛୁ, ପୋଲିସର କାବୁରେ ଗଞ୍ଜେଇ ମାଫିଆ
ସକାଳେ ଜିଆରପି ଏବେ ପୋଲିସ, କୋରାପୁଟରେ ଟ୍ରେନ ପରେ କଣ୍ଟେନରରେ ଗଞ୍ଜେଇ ଜବତ କୋରାପୁଟ ( ପ୍ରତିଫଳନ ମିଡ଼ିଆ ) କୋରାପୁଟ ଜିଲ୍ଲା ଜଲାପୁଟରୁ ରାଜସ୍ଥାନକୁ ଚାଲାଣ କରାଯାଉ ଥୁଲା ଗଞ୍ଜେଇ । ପୋଲିସକୁ…
View More କଣ୍ଟେନରରେ କୋଟିଏ ଟଙ୍କାର ଗଂଜେଇ,ଭୟରେ ଡ୍ରାଇଭର ଛୁ, ପୋଲିସର କାବୁରେ ଗଞ୍ଜେଇ ମାଫିଆଟ୍ରେନ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପ୍ୟାକେଟ ପ୍ୟାକେଟ ଗଞ୍ଜେଇ, ତିନି ମହିଳା ଗିରଫ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଧରା ପଡିଛି ଗଞ୍ଜେଇ ମାଫିଆମାନଙ୍କ ନୂଆ ତରିକା। ମହିଳା ମାନଙ୍କ ଜରିଆରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଜୟପୁର ରୁ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ…
View More ଟ୍ରେନ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପ୍ୟାକେଟ ପ୍ୟାକେଟ ଗଞ୍ଜେଇ, ତିନି ମହିଳା ଗିରଫଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗାଇସିଲଟ ଜେଇ ପରେ ଏବେ କୋରାପୁଟ ଲମତାପୁଟ ଏଇ ଙ୍କ ପାଳି। ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା…
View More ଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ
ବିଲର ଦଶ ପ୍ରତିଶତ ନେଉଥିଲେ ଲାଞ୍ଚ, ପଇସା ଦେଲେ ହିଁ ବିଲ କରୁଥିଲେ ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ପୁଣି ଥରେ ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ ପଡିଛି। ଜଣେ ଯୁବ…
View More ପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ
