ଅନ୍ଧ ବିଶ୍ବାସର କରୁଣ ପରିଣତି ପ୍ରତିଫଳନ ମିଡ଼ିଆ ଗୁଣି ସନ୍ଦେହରେ ଭୈରବ ସାହୁକୁ ପିଟି ପିଟି ମାରିଦେଲେ କିଛି ଲୋକ। ଘଟଣାକୁ ଶାନ୍ତ କରିବାକୁ ଯାଇ ଆଇଆଇଆଇସି ଧରାଣୀଧର ପ୍ରଧାନ ଆହତ । ପୋଲିସ…
View More ପଦ୍ମପୁରରେ : ଗୁଣି ସନ୍ଦେହରେ ଜଣଙ୍କୁ ପିଟି ପିଟି ମାରିଦେଲେ ସଂଘବଦ୍ଧ ଲୋକେ #ପୋଲିସ ଆଇଆଇସି ଲୋକଙ୍କ ଆକ୍ରମଣର ଶିକାରCategory: ଅପରାଧ
ଦୁଇଟି ସ୍ଥାନରେ ଚୋରି.ସି ଟିଭି କ୍ୟାମେରା ରେ ଭିଡିଓ.ପୋଲିସ ର ତଦନ୍ତ ଜାରି.
ପ୍ରତିଫଳନ ମିଡ଼ିଆ ରାୟଗଡା ଜିଲ୍ଲା ଗୁଣପୁର ସହରର ଆଦର୍ଶ ନଗର ଲେନ୍ – ୮ ର ଏମ୍ ହେମ ସୁନ୍ଦର ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତ୍ରିରେ ଚୋରି। ଘରେ କେହି ନ ଥିବାର ସୁଯୋଗ…
View More ଦୁଇଟି ସ୍ଥାନରେ ଚୋରି.ସି ଟିଭି କ୍ୟାମେରା ରେ ଭିଡିଓ.ପୋଲିସ ର ତଦନ୍ତ ଜାରି.ମୋଦୀ ସରକାରଙ୍କ କଠୋର କାର୍ଯ୍ୟନୁଷ୍ଠାନ ◆ଛତିଶଗଡ଼ରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ!◆ଶାନ୍ତି ଆଲୋଚନା ପାଇଁ ସରକାରଙ୍କୁ ଦେଲେ ପ୍ରସ୍ତାବ
ପୋଲିସର ଶାଣିତ ଅପରେସନରେ ମାଓବାଦୀ ଭୟଭୀତ ! ପ୍ରତିଫଳନ ମିଡ଼ିଆ ଏବେ ହିଂସା ନାହିଁ ଶାନ୍ତି ଚାହୁଁ । ହିଂସାର ପଥ ପରିତ୍ୟାଗ କରି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ବୋଲି ମାଓବାଦୀ…
View More ମୋଦୀ ସରକାରଙ୍କ କଠୋର କାର୍ଯ୍ୟନୁଷ୍ଠାନ ◆ଛତିଶଗଡ଼ରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ!◆ଶାନ୍ତି ଆଲୋଚନା ପାଇଁ ସରକାରଙ୍କୁ ଦେଲେ ପ୍ରସ୍ତାବଆରୋଗ୍ୟ କେନ୍ଦ୍ରରେ ଗଞ୍ଜେଇ ବେପାର◆ଗଞ୍ଜେଇ ସହ ଗିରଫ ହେଲେ କିଙ୍ଗପିନ ଏଏନଏମ
ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡାର ଘଟଣା ପଦ୍ମପୁର : ପ୍ରତିଫଳନ ମିଡ଼ିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲୁଥିଲା ଗଞ୍ଜେଇ କାରବାର । କାରବାର କରୁଥିଲେ ଖୋଦ ସ୍ବାସ୍ଥ୍ୟକର୍ମୀ । ପୋଲିସ ଆଖିରେ ଧୂଳି ଦେଇ…
View More ଆରୋଗ୍ୟ କେନ୍ଦ୍ରରେ ଗଞ୍ଜେଇ ବେପାର◆ଗଞ୍ଜେଇ ସହ ଗିରଫ ହେଲେ କିଙ୍ଗପିନ ଏଏନଏମଏକ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ◆୩ ଜଣକୁ ଗିରଫ କଲା ପୋଲିସ
ଗୁଣୁପୁର – ପ୍ରତିଫଳନ ମିଡ଼ିଆ ୧ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ କଲା ପଦ୍ମପୁର ପୁଲିସ।୧୦ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ । ପଦ୍ମପୁର ବ୍ଲକ ଲିକିଟି ପଦର ପଞ୍ଚାୟତର ସାରିଗାଡା…
View More ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ◆୩ ଜଣକୁ ଗିରଫ କଲା ପୋଲିସହୋଲି ଖେଳରୁ ଗୁଳି କାଣ୍ଡ◆ସାଙ୍ଗ ଗୁଳିରେ ମଲା ସାଙ୍ଗ
ମଦ ନିଶାରେ ଗୁଳିକାଣ୍ଡ କଟକରୁ ରଶ୍ମିତା ପ୍ରଧାନ ପ୍ରତିଫଳନ ମିଡ଼ିଆ ହୋଲି ଖେଳିବା ପରେ ଏକାଠି ବସି ମଦ ପିଇ ମଉଜ ମସ୍ତି କରୁଥିଲେ । ନିଶା ବି ଜୋର ଧରିଲା । ଆରମ୍ଭ…
View More ହୋଲି ଖେଳରୁ ଗୁଳି କାଣ୍ଡ◆ସାଙ୍ଗ ଗୁଳିରେ ମଲା ସାଙ୍ଗବନ୍ଧୁକ ନିର୍ମାଣ କାରଖାନା ଠାବ◆୪୨ ମୌଜାରେ ଚାଲିଥିଲା ବେଆଇନ ବନ୍ଧୁକ ତିଆରି◆
୨୦ ବନ୍ଧୁକ ଓ ୨ଟି ମେସିନ ସହ ଅଧା ତିଆରି ବହୁ ବନ୍ଧୁକ ଓ ସରଞ୍ଜାମ ଜବତ◆ ୪ଜଣ ଗିରଫ । (ପ୍ରତିଫଳନ ମିଡ଼ିଆ) କଟକରୁ ରଶ୍ମିତା ପ୍ରଧାନ କଟକ ସହର ର ନାକ…
View More ବନ୍ଧୁକ ନିର୍ମାଣ କାରଖାନା ଠାବ◆୪୨ ମୌଜାରେ ଚାଲିଥିଲା ବେଆଇନ ବନ୍ଧୁକ ତିଆରି◆ସୁନେଲି ର ସ୍ବପ୍ନ ହେଲା ଚୁର ମାର ମୋବାଇଲ ଗେମ ସାଜିଲା କାଳ ! ଜୀବନ ହାରିଲେ ନାବାଳିକା◆ ◆ପୋଲିସର ତଦନ୍ତ ଆରମ୍ଭ
ମୋବାଇଲ ଗେମ ସାଜିଲା କାଳ ! ପ୍ରତିଫଳନ ମିଡ଼ିଆ ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅଂଚଳରେ ଜଣେ ନାବାଳିକା ଜୀବନ ହାରି ଥିବା ଅଭିଯୋଗ ହୋଇଛି | ମୃତ ନାବାଳିକା ଜଣଙ୍କ ହେଲେ ଛଦ୍ମ…
View More ସୁନେଲି ର ସ୍ବପ୍ନ ହେଲା ଚୁର ମାର ମୋବାଇଲ ଗେମ ସାଜିଲା କାଳ ! ଜୀବନ ହାରିଲେ ନାବାଳିକା◆ ◆ପୋଲିସର ତଦନ୍ତ ଆରମ୍ଭଗୁଣୁପୁର ଗୁଲା ସାହିରେ ଯୁବକର ସନ୍ଦେହଜନକ ମୃତ୍ୟ◆ସାଇଣ୍ଟିଫିକ ଦଳର ସହାୟତା ଲୋଡିଲା ପୋଲିସ
ଗୁଣୁପୁର(ପ୍ରତିଫଳନ ମିଡ଼ିଆ) ରାୟଗଡା ଜିଲ୍ଲା ଗୁଣପୁର ସହର ର ଗୁ୍ଲାସାହି ରେ ଜଣେ ବ୍ୟକ୍ତି ଙ୍କ ସନ୍ଦେହ ଜନକ ମୃତ୍ୟ ଘଟିଛି। ମୃତ୍ୟୁ ର କାରଣ ଅଷ୍ପଷ୍ଟ ରହିଛି। ମୃତ ଯୁବକ କରାଳ ରାଜୁ…
View More ଗୁଣୁପୁର ଗୁଲା ସାହିରେ ଯୁବକର ସନ୍ଦେହଜନକ ମୃତ୍ୟ◆ସାଇଣ୍ଟିଫିକ ଦଳର ସହାୟତା ଲୋଡିଲା ପୋଲିସମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ, ବିରୁବାଇ ମାଓବାଦୀ ସିଆରପିଏଫ ମଧ୍ୟରେ ଗୁଳି ବିନିମୟ ଘଟଣା
(ପ୍ରତିଫଳନ ମିଡ଼ିଆ) ୨୦୦୬ ମସିହା ରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ବିରୁବାଇ ଗାଁ ନିକଟ ମାଓବାଦି ଓ ସିଆର୍ ପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏହି ଗୁଳି ବିନିମୟ ରେ ଜଣଙ୍କ…
View More ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ, ବିରୁବାଇ ମାଓବାଦୀ ସିଆରପିଏଫ ମଧ୍ୟରେ ଗୁଳି ବିନିମୟ ଘଟଣା
