ସକାଳେ ଜିଆରପି ଏବେ ପୋଲିସ, କୋରାପୁଟରେ ଟ୍ରେନ ପରେ କଣ୍ଟେନରରେ ଗଞ୍ଜେଇ ଜବତ କୋରାପୁଟ ( ପ୍ରତିଫଳନ ମିଡ଼ିଆ ) କୋରାପୁଟ ଜିଲ୍ଲା ଜଲାପୁଟରୁ ରାଜସ୍ଥାନକୁ ଚାଲାଣ କରାଯାଉ ଥୁଲା ଗଞ୍ଜେଇ । ପୋଲିସକୁ…
View More କଣ୍ଟେନରରେ କୋଟିଏ ଟଙ୍କାର ଗଂଜେଇ,ଭୟରେ ଡ୍ରାଇଭର ଛୁ, ପୋଲିସର କାବୁରେ ଗଞ୍ଜେଇ ମାଫିଆCategory: ଅପରାଧ
ଟ୍ରେନ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପ୍ୟାକେଟ ପ୍ୟାକେଟ ଗଞ୍ଜେଇ, ତିନି ମହିଳା ଗିରଫ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଧରା ପଡିଛି ଗଞ୍ଜେଇ ମାଫିଆମାନଙ୍କ ନୂଆ ତରିକା। ମହିଳା ମାନଙ୍କ ଜରିଆରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଜୟପୁର ରୁ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ…
View More ଟ୍ରେନ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପ୍ୟାକେଟ ପ୍ୟାକେଟ ଗଞ୍ଜେଇ, ତିନି ମହିଳା ଗିରଫଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେ
କୋରାପୁଟ (ପ୍ରତିଫଳନ ମିଡ଼ିଆ ) ଗାଇସିଲଟ ଜେଇ ପରେ ଏବେ କୋରାପୁଟ ଲମତାପୁଟ ଏଇ ଙ୍କ ପାଳି। ବିଲ୍ କରିବା ପାଇଁ ଜଣେ ଗ୍ରାମ ସାଥୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା…
View More ଲୋଭ ପାଲଟିଲା ବିପଦ. ଜେଇ ପରେ ଏଇ ଲାଞ୍ଚ ନେବା ବେଳେ ଗିରଫ, ଲମତାପୁଟ ଏଇ ଭିଜିଲାନ୍ସ ହାତରେ ଧରାପଡିଲେପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ
ବିଲର ଦଶ ପ୍ରତିଶତ ନେଉଥିଲେ ଲାଞ୍ଚ, ପଇସା ଦେଲେ ହିଁ ବିଲ କରୁଥିଲେ ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ପୁଣି ଥରେ ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ ପଡିଛି। ଜଣେ ଯୁବ…
View More ପୁଣି ଜଣେ ନୂଆ ଚାକିରିଆ ଭିଜିଲାନ୍ସ ଜାଲରେ, ଗାଇସିଲଟ ବ୍ଲକ ଜେଇ ଆଠ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଫଶିଲେଭିଜିଲାନ୍ସ ଜାଲରେ ଆଇଏଏସ, ଧର୍ମଗଡ଼ ଉପଜିଲ୍ଲାପାଳ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଲା, ଘରୁ ବାହାରିଲା 47 ଲକ୍ଷ ନଗଦ
ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ ) ଦୁର୍ନୀତି ବିରୁଦ୍ଧରେ ମୋହନ ସରକାରଙ୍କ କଡା ପଦକ୍ଷେପ । ଆଉ ଜଣେ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡିଛି। ଏଥର ଫସିଛନ୍ତି ଜଣେ ଆଇଏଏସ। କଳାହାଣ୍ଡି ଜିଲ୍ଲାର…
View More ଭିଜିଲାନ୍ସ ଜାଲରେ ଆଇଏଏସ, ଧର୍ମଗଡ଼ ଉପଜିଲ୍ଲାପାଳ ବ୍ୟବସାୟୀ ଠାରୁ ଦଶ ଲକ୍ଷ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଧରିଲା, ଘରୁ ବାହାରିଲା 47 ଲକ୍ଷ ନଗଦବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଅବକାରୀ ବିଭାଗର ସଚେତନତା. ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ.
ପ୍ରତିଫଳନ ମିଡ଼ିଆ କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଅଭିଯାନ ଆରମ୍ଭ କରିଛି । ସଚେତନତା ରଥର ଶୁଭାରମ୍ଭ କରଯାଇଛି । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କୋରାପୁଟ…
View More ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଅବକାରୀ ବିଭାଗର ସଚେତନତା. ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ.ପୋଲିସ ହାତରେ ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ, ଅଳଙ୍କାର, ବିଦେଶୀ ମୁଦ୍ରା ଓ ମୋବାଇଲ ଜବତ, ପାଞ୍ଚ ଗିରଫ
ରାୟଗଡା (ପ୍ରତିଫଳନ ମିଡ଼ିଆ ) ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ଡକାୟତ ଗ୍ୟାଙ୍ଗ। ରାୟଗଡା ସହରରେ କରୁଥିଲେ ସିରିଜ ଚୋରି। ପୋଲିସ ହୋଇ ପଡିଥିଲା ନାକେଦମ। ବାହାର ରାଜ୍ୟର ପାଞ୍ଚ ଆସାମୀ କରୁଥିଲେ…
View More ପୋଲିସ ହାତରେ ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ, ଅଳଙ୍କାର, ବିଦେଶୀ ମୁଦ୍ରା ଓ ମୋବାଇଲ ଜବତ, ପାଞ୍ଚ ଗିରଫଗଂଜେଇ ଜବତ, ଦୁଇ ଗିରଫ
ଗୁଣପୁର (ପ୍ରତିଫଳନ ମିଡ଼ିଆ ) ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରାୟଗଡା ଜିଲ୍ଲା ଗୁଣପୁର ଅବକାରୀ ପୋଲିସ | ଦୁଇ ଜଣଙ୍କୁ ଠାରୁ ଦୁଇଟି ବ୍ୟାଗ୍ ରେ ଥିବା 12…
View More ଗଂଜେଇ ଜବତ, ଦୁଇ ଗିରଫବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ମାଫିଆ,ଗୁଳି ମାଡରୁ ବଂଚିଗଲା ପୋଲିସ
ଗଞ୍ଜେଇ ମାଫିଆଙ୍କୁ ଡିଆଇଜି ଦେଲେ କଡ଼ା ଚେତାବନୀ: ଏଣିକି ହେବ କଠୋର କାର୍ଯ୍ୟାନୁଷ୍ଠାନ କୋରାପୁଟ( ପ୍ରତିଫଳନ ମିଡ଼ିଆ) ଲାଗୁଥିଲା କୋରାପୁଟରେ ଦକ୍ଷିଣ ଭାରତର ଫିଲ୍ମ ସୁଟିଂ ଚାଲିଛି। ପୋଲିସ ଅଟୋକୁ ଅଟକାଉଛି । ଅଟୋଟି…
View More ବିଦେଶୀ ବନ୍ଧୁକ ଧରି ବୁଲୁଛନ୍ତି ଗଞ୍ଜେଇ ମାଫିଆ,ଗୁଳି ମାଡରୁ ବଂଚିଗଲା ପୋଲିସରାୟଗଡାରେ ପୁଣି ବଡ଼ ଧରଣର ଚୋରି, ୧୦ ଲକ୍ଷ ନଗଦ, ୨୦ ଭରି ସୁନା ଓ ୧ କେଜି ରୂପା ଲୁଟ
ରାୟଗଡା ( ପ୍ରତିଫଳନ ମିଡିଆ) ରାୟଗଡ଼ା ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଡି ଚାଲିଛି । ଘରେ ତାଲା ପକାଇ ଯାଉଛନ୍ତି କି ? ଯିବା ପୂର୍ବରୁ ସାବଧାନ ରୁହନ୍ତୁ । ତାଲା ପଡ଼ିଥିବା ଘରକୁ…
View More ରାୟଗଡାରେ ପୁଣି ବଡ଼ ଧରଣର ଚୋରି, ୧୦ ଲକ୍ଷ ନଗଦ, ୨୦ ଭରି ସୁନା ଓ ୧ କେଜି ରୂପା ଲୁଟ
